ଜୁଲାଇ ୨ରୁ ବିଧାନସଭା ମୌସୁମୀ ଅଧିବେଶନ

୨୪ ଦିନ ରହିବ କାର୍ଯ୍ୟ ଦିବସ

0

ଭୁବନେଶ୍ବର, ୧୦।୬: ଜୁଲାଇ ୨ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ। ୨୪ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନ ଅଗଷ୍ଟ ୪ ତାରିଖ। ଅଧିବେଶନ କାଳରେ ଗୃହରେ ଆଗତ ହେବ ପୂର୍ଣ୍ଣାଙ୍ଗ ବଜେଟ। ପ୍ରଥମ ଦିନରେ ଗୃହରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। ଜୁଲାଇ ୩୦ରେ ଗୃହରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହେବ।

Leave A Reply

Your email address will not be published.