Browsing Category

ଜିଲ୍ଲା ଖବର

ରାଜ୍ୟବ୍ୟାପୀ ଶିକ୍ଷକ ଆନ୍ଦୋଳନ: ଉପସ୍ଥିତ ଓ ଅନୁପସ୍ଥିତ ଶିକ୍ଷକଙ୍କ ସଂପର୍କରେ ଜଣାଇବାକୁ ବିଇଓଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର, ୧୪/୯: ତିନି ଦଫା ଦାବି ପୂରଣ ନିମନ୍ତେ ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକମାନଙ୍କୁ ରାଜ୍ୟ ସରକାର ପୁଣି ଥରେ ନାଲି ଆଖି ଦେଖାଇଛନ୍ତି। ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ରୋକିବାକୁ ସରକାର କଡ଼ା ଆଭିମୁଖ୍ୟ…
Read More...

ସେପ୍ଟେମ୍ବର ୧୬ରେ ଲୋକାର୍ପିତ ହେବ କଟକ ନେତାଜୀ ବସ୍‌ ଟର୍ମିନାଲ

କଟକ, ୮/୯: ସେପ୍ଟେମ୍ବର ୧୬ ତାରିଖରେ ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ କଟକ ନେତାଜୀ ବସ ଟର୍ମିନାଲ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ଏହି ଟର୍ମିନାଲର କରିବେ ଉଦଘାଟନ। ଏହାସହ ସେ ରାଣୀହାଟ ଠାରେ ଥିବା…
Read More...

ଓଡ଼ିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠାକୁ ଅନୁମୋଦନ

ଭୁବନେଶ୍ବର,୮/୯ : ଖୋର୍ଦ୍ଧା ଜିଲ୍ଲାରେ ଓଡ଼ିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।  ରାଜ୍ୟର ଗୌରବମୟ ପାଇକ ପରମ୍ପରାର ସାମୁହିକ…
Read More...

ଦିବ୍ୟଶଙ୍କର ଓ ଭୂପିନ୍ଦରଙ୍କୁ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ

ଭୁବନେଶ୍ବର, ୫/୯: ପୁଣି ନିଜ ଜିଲ୍ଲାରେ ହଟହଟା ହେଲେ ବିଧାୟକ କ୍ୟାପଟେନ୍‌ ଦିବ୍ୟଶଙ୍କର। କେବଳ ଜୁନାଗଡ଼ ବିଧାୟକ ଶ୍ରୀ ମିଶ୍ର ନୁହଁନ୍ତି, ତାଙ୍କ ସହ ବିରୋଧର ଶିକାର ହୋଇଛନ୍ତି ନର୍ଲା ବିଧାୟକ ଭୁପିନ୍ଦର ସିଂହ।…
Read More...

ରାୟଗଡା ଜିଲ୍ଲାର ୪ଟି ବସଷ୍ଟାଣ୍ଡର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ରାୟଗଡା, ୨୩/୮: ଜିଲ୍ଲାର ଗ୍ରାମାଞ୍ଚଳରେ ପରିବହନ ସେବାକୁ ସୁଦୃଢ କରିବା ନିମନ୍ତେ ଚାରୋଟି ବ୍ଲକରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ କରାଯିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଶିଳାନ୍ୟାସ…
Read More...

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ରେ ୩ଟି ବୃହତ ସେତୁ ନିର୍ମାଣ ପାଇଁ ୧୦୧ କୋଟି ଟଙ୍କା ମଞ୍ଜୁର କଲେ ରାଜ୍ୟ…

ଭୁବନେଶ୍ୱର, ୨୧/୮: ମାଲକାନଗିରି ଜିଲ୍ଲାରେ ସ୍ବାଭିମାନ ଅଞ୍ଚଳ ଏବେ ବିକାଶ ପଥରେ ଦ୍ରୁତ ଅଗ୍ରଗତି କରୁଛି । ଗୁରୁପ୍ରିୟା ସେତୁ ନିର୍ମାଣ ପରଠାରୁ ସ୍ବାଭିମାନ ଅଞ୍ଚଳବାସୀଙ୍କ ପାଇଁ ଗମନାଗମନ, ବିଦ୍ୟୁତ, ପାନୀୟ ଜଳ,…
Read More...

ଡିଅର ପାର୍କରୁ ‘ସମ୍ବଲପୁର ଚିଡ଼ିଆଖାନା’

ସମ୍ବଲପୁର, ୨୪/୭: ମୋତିଝରଣସ୍ଥିତ ଡିଅର୍‌ ପାର୍କର ନାଁକୁ ପରିବର୍ତ୍ତନ କରାଯାଇଛି। ଏହାର ନାଁ ପୂର୍ବରୁ ‘ଡିଅର୍ ପାର୍କ ଓ ବନ୍ୟଜନ୍ତୁ ସଂରକ୍ଷଣ କେନ୍ଦ୍ର ଥିବା ବେଳେ ଏବେ ରାଜ୍ୟ ସରକାରଙ୍କ ବନ ବିଭାଗ ‘ସମ୍ବଲପୁର…
Read More...

୫-ଟି ସଚିବଙ୍କ ଅନୁଗୁଳ ଗସ୍ତ : ଆମ ହସ୍ପିଟାଲରେ ସାମିଲ ହେଲା ଛେଣ୍ଡିପଦା ସିଏଚସି

ଭୁବନେଶ୍ବର, ୧୦।୭: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ୫-ଟି ସଚିବ ଅନୁଗୁଳ ଜିଲ୍ଲା ସୋମବାର ଗସ୍ତ କରିଛନ୍ତି।  ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଲୋକମାନଙ୍କ ଅଭିଯୋଗ ଶୁଣିଥିଲେ।…
Read More...

ସିଗ୍‌ନାଲ ଜେଇଙ୍କୁ ସିବିଆଇର ୬ ଘଣ୍ଟା ଜେରା

ଭୁବନେଶ୍ୱର/ସୋର, ୨୧/୬: ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍‌ ଟ୍ରାଜେଡିର ଖୋଳତାଡ଼ ଜାରି ରଖିଛି ସିବିଆଇ। ଏହାରି ଭିତରେ ସିବିଆଇକୁ କିଛି ସୁରାକ ମିଳିଥିବା ଜଣାପଡ଼ିଛି । ଟ୍ରେନ୍‌ ଦୁର୍ଘଟଣାକୁ ନେଇ ସିବିଆଇ…
Read More...

ଯାଜପୁର-କେନ୍ଦୁଝରରୋଡ ଷ୍ଟେସନ୍‌ରେ ମାଲଗାଡ଼ି ମାଡ଼ିଯିବା ଘଟଣା: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

ଯାଜପୁର, ୭/୫: ଯାଜପୁର-କେନ୍ଦୁଝରରୋଡ ଷ୍ଟେସନ୍‌ ନିକଟ ଚୁନଭାଟି ଠାରେ ଆଜି ସନ୍ଧ୍ୟା ସମୟରେ ଟ୍ରେନ୍‌ ମାଡ଼ିଯିବା ଘଟଣାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ହୋଇଛି। ଏହି ଅଘଟଣ ଯୋଗୁଁ ଅନ୍ୟ ଜଣେ ଗୁରୁତର ହୋଇ…
Read More...