ପଦ୍ମ ବିଜେତାଙ୍କୁ ମାସକୁ ମିଳିବ ୨୫ ହଜାର ଟଙ୍କା

ଭୁବନେଶ୍ବର, ୧୩/୩: ପଦ୍ମ ବିଜେତାଙ୍କୁ ମାସକୁ ମିଳିବ ୨୫ ହଜାର ଟଙ୍କା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇ କୁହାଯାଇଛି ଯେ, ପଦ୍ମ…
Read More...

ଆସିଲା ବିଜେପିର ୨ୟ ପ୍ରାର୍ଥୀ ତାଲିକା, ନାଗପୁରରୁ ନୀତିନ ଗଡ଼କରୀ

ନୂଆଦିଲ୍ଲୀ, ୧୩/୩: ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ନିଜର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ଦ୍ବିତୀୟ ତାଲିକାରେ ୭୨ ଜଣଙ୍କ ନାଁ ରହିଛି ।  କେନ୍ଦ୍ରମନ୍ତ୍ରୀ…
Read More...

ପଞ୍ଚାୟତିରାଜ ପ୍ରତିନିଧିଙ୍କ ପାରିତୋଷିକ, ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ବର, ୧୨/୩: ରାଜ୍ୟ ସରକାର ପଞ୍ଚାୟତିରାଜ ବ୍ୟବସ୍ଥାରେ କାର୍ଯ୍ୟରତ ପ୍ରତିନିଧିମାନଙ୍କ ପାରିତୋଷିକ, ଭତ୍ତା ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏହି ଘୋଷଣା କରିଛନ୍ତି।…
Read More...

ନିର୍ବାଚନ କମିଶନଙ୍କୁ ନିର୍ବାଚନ ବଣ୍ଡ ସମ୍ପର୍କିତ ତଥ୍ୟ ଦେଲା ଷ୍ଟେଟ ବ୍ୟାଙ୍କ

ନୂଆଦିଲ୍ଲୀ, ୧୨/୩: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ନିର୍ବାଚନ କମିଶନଙ୍କୁ ଇଲେକ୍ଟୋରାଲ ବଣ୍ଡ ସମ୍ପର୍କିତ ତଥ୍ୟ ପଠାଇଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଏହି ତଥ୍ୟ ଏସବିଆଇକୁ…
Read More...

ବଢ଼ିଲା ମିଶନ ଶକ୍ତି କର୍ମକର୍ତ୍ତାଙ୍କର ଦେୟ: ୨୦୨୩ ଅକ୍ଟୋବରରୁ ପିଛିଲା ଭାବେ ଲାଗୁ

ଭୁବନେଶ୍ବର, ୧୧/୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ମିଶନ ଶକ୍ତି କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରସନର କର୍ମକର୍ତ୍ତାମାନଙ୍କର ବୈଠକ ଦେୟ ବୃଦ୍ଧି କରିବା ସମ୍ପର୍କରେ ଘୋଷଣା…
Read More...

ଏସ୍‌ସିବି ଏମ୍‌ସ ପ୍ଲସ୍‌ ପ୍ରକଳ୍ପର କାମ ନିର୍ଦ୍ଧାରିତ ସମୟରେ ସାର: ପାଣ୍ଡିଆନ

କଟକ, ୧୧/୩: ୪୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ଚାଲିଥିବା ବିଶ୍ୱସ୍ତରୀୟ କଟକ ବଡ଼ ଡ଼ାକ୍ତରଖାନା ଏମ୍‌ସ ପ୍ଲସ୍‌ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଜି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌…
Read More...

କଂଗ୍ରେସକୁ ବଡ଼ ଝଟକା, ପୂର୍ବତନ ମନ୍ତ୍ରୀଙ୍କ ସମେତ ରାଜସ୍ଥାନର ୩୨ ନେତା ବିଜେପିରେ ମିଶିଲେ

ଜୟପୁର, ୧୦/୩: ଲୋକସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଲାଲଚାନ୍ଦ କଟାରିଆ…
Read More...

ମାର୍ଚ୍ଚ ୧୫ରୁ ଆରମ୍ଭ ହେବ ଅଣ୍ଡରୱାଟର ମେଟ୍ରୋ ସେବା

ନୂଆଦିଲ୍ଳୀ, ୧୦/୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୬ ତାରିଖରେ କୋଲକାତାରେ ଭାରତର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ରୁଟ୍‌ ବା ପାଣି ତଳ ମାର୍ଗର ଉଦଘାଟନ କରିଛନ୍ତି। ଏହି ମେଟ୍ରୋ ସେବା ସାଧାରଣଲୋକଙ୍କ ପାଇଁ…
Read More...

ନୂଆ ନିର୍ବାଚନ ଆୟୁକ୍ତ ନିଯୁକ୍ତି ପାଇଁ ମାର୍ଚ୍ଚ ୧୫ରେ ବୈଠକ ଡାକିଲେ ମୋଦୀ

ନୂଆଦିଲ୍ଲୀ, ୧୦/୩: ଆସନ୍ତା ୧୫ ତାରିଖ ସନ୍ଧ୍ୟା ୬ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୂଆ ନିର୍ବାଚନ କମିଶନର ଚୟନ ନେଇ ବୈଠକ ବସିବ। ସେଥିରେ ବିରୋଧୀ ଦଳ ନେତା ଓ ଜଣେ କେନ୍ଦ୍ର ମନ୍ତ୍ରୀ ଯୋଗ…
Read More...

ସବୁ ସ୍ନାତକ, ସ୍ନାତକୋତ୍ତର ପିଲାଙ୍କୁ ମିଳିବ ଛାତ୍ରବୃତ୍ତି: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ବର, ୯/୩ : ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଶନିବାର ସନ୍ଧ୍ୟାରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ରାଜସ୍ୱ…
Read More...