Browsing Category

ମୁଖ୍ୟ ଖବର

ବିଏମ୍‌ସିର ବାତ୍ୟା ଚିନ୍ତା: ମୁଖ୍ୟାଳୟ ଛାଡ଼ି ପାରିବେନି ଅଧିକାରୀ

ଭୁବନେଶ୍ୱର, ୫/୫: ସମ୍ଭାବ୍ୟ ବାତ୍ୟା ‘ମୋଚା’ର ମୁକାବିଲା ପାଇଁ ବିଏମ୍‌ସି ପ୍ରସ୍ତୁତି ଆରମ୍ଭ କରିଛି। ଆଜି ଏ ନେଇ ବିଏମ୍‌ସି ଏକାମ୍ର ହଲ୍‌ରେ ବସିଥିବା ଏକ ପ୍ରସ୍ତୁତି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି…
Read More...

ଶିମିଳିପାଳ ପରିଦର୍ଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଯଶିପୁର, ୫/୫: ତିନିଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଗତକାଲି ରାଇରଙ୍ଗପୁରରେ ପହଞ୍ଚିଥିଲେ। ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାତିରେ ରାଷ୍ଟ୍ରପତି ଶ୍ରୀମତୀ…
Read More...

କେନ୍ଦୁପତ୍ର ହିତାଧିକାରୀଙ୍କ ପାଇଁ ୧୧୧ କୋଟିର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଉପକୃତ ହେବେ ୮ ଲକ୍ଷରୁ ଅଧିକ…

ଭୁବନେଶ୍ବର, ୫/୫: କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ୨୦୨୨ ଫସଲ ବର୍ଷ ପାଇଁ ଏହି ସହାୟତା ମିଳିବ। ପୂର୍ବରୁ…
Read More...

ମହାମାରୀ ତାଲିକାରୁ ହଟିଲା କୋଭିଡ୍‌; ଘୋଷଣା କଲେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ

ନୂଆଦିଲ୍ଲୀ, ୫/୫: ବିଶ୍ଵକୁ ମହାମାରୀରେ କବଳିତ କରି ହାହାକାର ସୃଷ୍ଟି କରିଥିବା କୋଭିଡ୍‌ ଏବେ ମାହାମାରୀ ତାଲିକାରୁ ବାଦ୍‌ ପଡ଼ିଛି। ଲକ୍ଷାଧିକ ଲୋକଙ୍କ ଜୀବନ ନେଇଥିବା ଆଉ ଜୀବୀକାକୁ ଉଜାଡ଼ି ଦେଇଥିବା କରୋନା ବିଶ୍ଵ…
Read More...

କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନକୁ ‘ଏନ୍‌ଏବିଏଚ୍‌’ ପ୍ରମାଣପତ୍ର

ଭୁବନେଶ୍ବର, ୪।୫: ରାଜଧାନୀ ଭରତପୁରରେ ଥିବା ରାଜ୍ୟର ଏକମାତ୍ର କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନକୁ ପ୍ରଥମଥର ପାଇଁ ‘ଏନ୍‌ଏବିଏଚ୍‌’ ପ୍ରମାଣପତ୍ର ମିଳିଛି। ଭାରତ ସରକାରଙ୍କ ଗୁଣାତ୍ମକ ପରିଷଦ ଦ୍ବାରା ଗଠିତ…
Read More...

୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନ: ଆଜି ୫ଟି ଜିଲ୍ଲାର ୩୫୯ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ଭୁବନେଶ୍ୱର, ୪।୫: ସ୍କୁଲ ରୂପାନ୍ତରର ପ୍ରତ୍ୟେକ ସ୍ତରରେ ଜନସାଧାରଣ ସାମିଲ ହୋଇଛନ୍ତି। ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ରୂପାନ୍ତରିତ ସ୍କୁଲର ପରିକଳ୍ପନା ଠାରୁ ଆରମ୍ଭ କରି ରୂପାୟନର…
Read More...

ମେ’୧ରୁ ଭିତରକନିକା ୩ ମାସ ବନ୍ଦ

ରାଜନଗର, ୩୦।୪: ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀର ମାନଙ୍କର ପାଖେଇ ଆସୁଛି ପ୍ରଜନନ ଋତୁ। ଏହାକୁ ଦୃଷ୍ଟିରେ ରଖି ରାଜନଗର ବନବିଭାଗ ପକ୍ଷରୁ ମେ ୧ ତାରିଖ ଠାରୁ ଜୁଲାଇ…
Read More...

ସାତଭାୟା ବଗପାଟିଆରେ ‘ଆଦର୍ଶ କଲୋନି’ ପାଇଁ ୨୨ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୩୦/୪: କେନ୍ଦ୍ରାପଡ଼ା ଜିଲ୍ଲା ସାତଭାୟା ବଗପାଟିଆ ଥଇଥାନ କଲୋନି ହେବ ଆଦର୍ଶ କଲୋନୀ। ୫ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ ଗସ୍ତର ଚବିଶ ଘଣ୍ଟା ମଧ୍ୟରେ ବାଇଶ କୋଟି ଟଙ୍କା ମଞ୍ଜୁର ହୋଇଛି। ମୁଖ୍ୟମନ୍ତ୍ରୀ …
Read More...

ସୋଆ ଚାନ୍‌ସେଲର ପ୍ରଫେସର ଡ. ଡିପି ରାୟଙ୍କ ପରଲୋକ

ଭୁବନେଶ୍ୱର ୨୯/୦୪: ସୋଆ ଚାନ୍‌ସେଲର ପ୍ରଫେସର ଡ଼. ଦେବୀ ପ୍ରସାଦ ରାୟଙ୍କ ପରଲୋକ । ସମ୍ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଦିନ ୧୧ଟା ୩୦ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅସୁସ୍ଥ ଥିବାରୁ ସମ୍…
Read More...