ଧରାପଡ଼ିଲା ଅଞ୍ଜନା ମିଶ୍ର ମାମଲାର ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ବର ୨୨।୨ : କଟକ ବାରଙ୍ଗ ଅଞ୍ଚଳର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ପୁଲିସକୁ ଆଜି ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ୨୨ ବର୍ଷ ପରେ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଧରିଛିପୁଲିସ। ମୁଖ୍ୟ ଅଭିଯୁକ୍ତ…
Read More...

ଆଜି ଉପସ୍ଥାପିତ ହେଲା ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍

ଭୁବନେଶ୍ବର, ୨୨।୨: ଆଜି ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧ଲକ୍ଷ ୭୦ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ଏହି ବଜେଟର ଆକାର ୨୬% ଅଧିକ ରହିଛି। ରାଜ୍ୟ…
Read More...

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଯବାନ ଆହତ

ଭୁବନେଶ୍ବରର, ୨୧।୨: ମାଲକନଗିରି ଜିଲ୍ଲାରେ ବଡ଼ ଧରଣର ନକ୍ସସ ଆକ୍ରମଣ ବିଫଳ ହୋଇଛି। କମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଜି…
Read More...

ଚିନ୍ତା ବଢ଼ାଇଲାଣି କରୋନାର ନୂଆ ଷ୍ଟ୍ରେନ୍: ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଲେ ଏସ୍‌ଆର୍‌ସି

ଭୁବନେଶ୍ବର, ୨୧।୨: କରୋନାର ନୂଆ ଷ୍ଟ୍ରେନ୍ ଏବେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ୫ରୁ ଅଧିକ ରାଜ୍ୟରେ ବେକାବୁ ସଂକ୍ରମଣକୁ ନେଇ ଭୟ ସୃଷ୍ଟି ହେଲାଣି। ଏପରିକି ମହାରାଷ୍ଟ୍ରର ଅମରାବତୀ ଓ ଅଚଳପୁରରେ…
Read More...

ଏବର୍ଷ ୨୦% ଅଧିକ ମାଟ୍ରିକ ପରୀକ୍ଷାକେନ୍ଦ୍ର: ୫ ତାରିଖ ସୁଦ୍ଧା ସରିବ କେନ୍ଦ୍ର ଚୟନ

କଟକ,୨o।୨: ଗତବର୍ଷ ତୁଳନାରେ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ର ସଂଖ୍ୟା ସହ ନୋଡାଲ୍‌ ସେଣ୍ଟର ସଂଖ୍ୟା ବୃଦ୍ଧି କରାଯିବ। ଏ ବର୍ଷ ୨୦% ଅଧିକ ପରୀକ୍ଷା କେନ୍ଦ୍ର କରିବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତ୍ତି…
Read More...

ମହାରାଷ୍ଟ ସ୍ଥିତି ଦେଖି ଆଗୁଆ ସତର୍କ ହେବାକୁ ଚିଠି ଲେଖିଲେ ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ବର, ୧୯।୨: କରୋନା ସଂକ୍ରମଣ ପୁଣି ଥରେ ବଢ଼ିବାର ଆଶଙ୍କା କରି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ, ପୁଲିସ ଏସ୍‌ପି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ମହାନଗର ନିଗମ…
Read More...

୧୦ ସରପଞ୍ଚଙ୍କୁ ସମ୍ବର୍ଦ୍ଧିତ କରିବେ ସରକାର

ଭୁବନେଶ୍ବର,୧୯/୨ : ୨୦୨୦-୨୧ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ଅଧିକ କାର୍ଯ୍ୟଦିବସ ଓ ସ୍ଥାବର ସମ୍ପତ୍ତି ସୃଷ୍ଟି କରି ସଫଳତା ହାସଲ କରିଥିବା ୧୦ ଜଣ ସରପଞ୍ଚକୁ ସରକାର ସମ୍ବର୍ଦ୍ଧିତ କରିବେ। ଏହା ସହ ପ୍ରତ୍ୟେକ…
Read More...

୨୦୦ କୋଟିରେ ନୂଆ ରୂପ ପାଇବ କଳିଙ୍ଗ ଷ୍ଟୁଡିଓ

ଭୁବନେଶ୍ବର,୧୭/୨: ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟୁଡିଓର ନବ‌କଳେବର ହେବ। ଏଥି ପାଇଁ ଖର୍ଚ୍ଚ ହେବ ୨୦୦ କୋଟି ଟଙ୍କା। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ…
Read More...

୧୩ ହଜାର କୋଟିର ୨୨ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୧୭।୨:  ରାଜ୍ୟରେ ୧୩,୩୧୧କୋଟି ୫୩ଲକ୍ଷ ଟଙ୍କାର ୨୨ଟି ଶିଳ୍ପ ପ୍ରକଳ୍ପକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ଏଥିରେ ୨୦ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ହୋଇଥିବା…
Read More...

ଜାତି ନନ୍ଦିଘୋଷ କାନକ୍ଳେଭ: ସ୍ବାସ୍ଥ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୋଆ ପ୍ରତିଷ୍ଠାତା ସଭାପତି ସମ୍ମାନିତ

ଭୁବନେଶ୍ବର, ୧୫।୨: କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡ. ମନୋଜରଞ୍ଜନ ନାୟକଙ୍କୁ ଓଡ଼ିଆ ଟିଭି ଚାନେଲ…
Read More...