ରାଜ୍ୟ କ୍ୟାବିନେଟ୍‌ରେ ୨୭ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ବର, ୯।୨: ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଜି ମୋଟ ୨୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଯାଜପୁର ଓ କନ୍ଧମାଳ…
Read More...

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ

ଭୁବନେଶ୍ବର, ୮।୨: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ସୂଚୀ। ମେ’ ୩ରୁ ପରୀକ୍ଷା ଆରମ୍ଭ ହୋଇ ୧୫ ତାରିଖ ଯାଏ ଚାଲିବ। ପରୀକ୍ଷା ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ହେବ। ମେ’ ୩ ତାରିଖ ଅର୍ଥାତ ପ୍ରଥମ ଦିନ…
Read More...

୧୩ରୁ କରୋନାର ୨ୟ ଡୋଜ୍ ଟିକା

ଭୁବନେଶ୍ବର, ୬।୧: କରୋନା ମହାମାରୀକୁ ମାତ ଦେବା ପାଇଁ ଦ୍ୱିତୀୟ ଡୋଜ୍ ଟିକାକରଣ କାର୍ଯ୍ୟକ୍ରମ ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ। ଜାନୁଆରୀ ୧୬ ଅର୍ଥାତ ପ୍ରଥମ ଦିନ ଟିକା ନେଇଥିବା ଲୋକଙ୍କୁ ୧୩ ତାରିଖରେ ଟିକାର…
Read More...

୭ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବେ ନିରଞ୍ଜନ

ଭୁବନେଶ୍ବର, ୬।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ‘ମୋ ସ୍କୁଲ ଅଭିଯାନ’ରେ ସାମିଲ ହେବା ପାଇଁ ବିଧାୟକମାନଙ୍କୁ ଆହ୍ୱାନ କରାଯାଇଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ୭ଟି ସ୍କୁଲକୁ ପୋଷ୍ୟ…
Read More...

କୃଷି ଆଇନକୁ ବିରୋଧ: ଆସନ୍ତାକାଲି ତିନି ଘଣ୍ଟିଆ ଚକାଜାମ୍

ଭୁବନେଶ୍ବର, ୫।୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ନବନିର୍ମାଣ କୃଷକ ସଂଗଠନ ଆସନ୍ତାକାଲି ୩ଘଣ୍ଟିଆ ଚକାଜାମ ଡାକରା ଦେଇଛି। ସଂଯୁକ୍ତ କିଷାନ ସଂଗଠନର ନିଷ୍ପତ୍ତି ଅନୁସାରେ ଓଡ଼ିଶାରେ ନବନିର୍ମାଣ କୃଷକ…
Read More...

ପଞ୍ଜୀକରଣ କରି ଟିକା ନ ନେଲେ କଟାଯିବ ଦରମା

ଭୁବନେଶ୍ବର, ୫।୨: ପଞ୍ଜୀକରଣ କରି ଟିକା ନନେଲେ ଦରମା କଟାଯିବାର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏପରି ଚେତାବନୀ ଦେଇଛି। କୋୱିନ ଆପ୍‌ରେ ପଞ୍ଜୀକରଣ କରି ଟିକା…
Read More...

ପର୍ଯ୍ୟଟକଙ୍କ ପାଇଁ ଜାରି ହେଲା ଟୁରିଷ୍ଟ ହେଲ୍ପ ଲାଇନ ନମ୍ୱର

ପୁରୀ, ୪।୨: ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଜାରି ହେଲା ୨୪ ଘଣ୍ଟିଆ ଟୁରିଷ୍ଟ୍ ହେଲପ୍ ଲାଇନ୍। ପୁରୀ ପୁଲିସ ପକ୍ଷରୁ ଏହି ହେଲପ୍ ଲାଇନ୍ ନମ୍ୱର ଜାରି କରାଯାଇଛି। 6370967100 ନମ୍ୱରରେ କୌଣସି ପର୍ଯ୍ୟଟକ…
Read More...

ରେଳ ବଜେଟ୍‌ରେ ଓଡ଼ିଶା ପାଇଁ ୬୯୯୫ କୋଟି ୫୮ ଲକ୍ଷ

ଭୁବନେଶ୍ୱର, ୪।୨: ରେଳ ବଜେଟ୍‌ରେ ଗତବର୍ଷ ଓଡ଼ିଶାକୁ ମୋଟ ୪୩୭୩ କୋଟି ଟଙ୍କା ଅନୁଦାନ ମିଳିଥିଲା। ଚଳିତବର୍ଷ ମିଳିଛି ମୋଟ୍ ୬୯୯୫ କୋଟି ୫୮ ଲକ୍ଷ ଅନୁଦାନ ରାଶି। ଗତବର୍ଷ ଅପେକ୍ଷା ଏ ବର୍ଷ ୬୦% ଅଧିକ ଅନୁଦାନ ମିଳିଛି…
Read More...

ବଢ଼ିଲା ମ୍ୟାଟ୍ରିକ୍ ଫର୍ମପୂରଣ ଅବଧି

ଭୁବନେଶ୍ବର, ୩।୨: ମ୍ୟାଟ୍ରିକ୍ ଫର୍ମପୂରଣ ଅବଧି ବଢ଼ାଇଲେ ରାଜ୍ୟ ସରକାର। ଫେବ୍ରୁଆରୀ ୧୦ ମଧ୍ୟରାତ୍ର ପର୍ଯ୍ୟନ୍ତ ଅବଧି ବୃଦ୍ଧି କରାଯାଇଛି। ହାଇସ୍କୁଲ, ଓପନ ସ୍କୁଲ, ଧନ୍ଦାମୂଳକ ଶିକ୍ଷା ଫର୍ମପୂରଣ ଅବଧି ବୃଦ୍ଧି…
Read More...

ଆଇଟିଆଇ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ବର, ୩।୨: ଆଇଟିଆଇ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି ଛାଡ଼ ଘୋଷଣା କଲେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ସରକାରୀ ଆଇଟିଆଇରେ ପଢୁଥିବା ଛାତ୍ରଛାତ୍ରୀଙ୍କ ୯ ମାସର…
Read More...