ଆସିଲା ସିବିଏସ୍‌ସି ବୋର୍ଡ ପରୀକ୍ଷା ସୂଚୀ, ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍

ଭୁବନେଶ୍ବର, ୨।୨: ସିବିଏସ୍‌ଇ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ସୂଚୀ ଘୋଷଣା ହୋଇଛି। ମେ ୪ ତାରିଖରୁ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା ସୂଚୀ ସିବିଏସଇ ଓ୍ବେବ୍ ସାଇଟ୍‌ରେ ଉପଲବ୍‌ଧ ହେଉଛି । ଛାତ୍ରଛାତ୍ରୀମାନେ ସହଜରେ…
Read More...

ଆସନ୍ତା ୮ରୁ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ

ଭୁବନେଶ୍ବର, ୧।୨: କରୋନା ଏବେ ନିୟନ୍ତ୍ରଣରେ ରହିଥିବାରୁ ନବମ ଓ ଏକାଦଶ ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି। ଫେବ୍ରୁଆରି ୮ରୁ ଏପ୍ରିଲ ୩୦ ଯାଏ ଚାଲିବ ଏହି ଦୁଇ ଶ୍ରେଣୀ। ସୋମବାରଠାରୁ ଶନିବାର…
Read More...

ସ୍ଥଳସେନା ଉପମୁଖ୍ୟ ଭାବେ ଦାୟିତ୍ବ ନେଲେ ଲେଫ୍ଟେନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ

ଭୁବନେଶ୍ବର, ୧।୨: ଆଜି ଭାରତୀୟ ସ୍ଥଳସେନାର ୪୨ତମ ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଓଡ଼ିଆ ସେନା ଅଧିକାରୀ ଲେଫ୍ଟେନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି । ଏହି ସମ୍ମାନଜନକ ପଦବୀରେ ପହଞ୍ଚିବାରେ ଜେନେରାଲ୍…
Read More...

ଏଥର ଦେଶରେ ଡିଜିଟାଲ୍‌ ଜନଗଣନା

ନୂଆଦିଲ୍ଲୀ, ୧।୨: ଦେଶରେ ଆରମ୍ଭ ହେବାକୁ ଥିବା ଜନଗଣନା କାର୍ଯ୍ୟକ୍ରମ ପାଇଁ ବଜେଟ୍ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜନଗଣନା କାର୍ଯ୍ୟକ୍ରମ ଦେଶରେ ପ୍ରଥମଥର ପାଇଁ ଡିଜିଟାଲ ଉପାୟରେ କରାଯିବ। ଏଥିପାଇଁ ମୋଟ ୩,୭୬୮…
Read More...

ଚାଷୀଙ୍କୁ ରୋକିବାକୁ ୧୨ ସ୍ତରୀୟ ବ୍ୟାରିକେଟ୍

ଭୁବନେଶ୍ବର, ୩୧।୧: ଅଭେଦ୍ୟ ଦୂର୍ଗରେ ପରିଣତ ହେଲା ଦିଲ୍ଲୀ-ଗାଜିପୁର ସୀମା। ଆନ୍ଦୋଳନକାରୀ ଚାଷୀଙ୍କ ବଢ଼ୁଥିବା ସଂଖ୍ୟାକୁ ଦେଖି ରାତାରାତି ତିଆରି କରାଯାଇଛି ୧୨ ସ୍ତରୀୟ ବ୍ୟାରିକେଡ୍। ଆନ୍ଦୋଳନକାରୀ ଚାଷୀଙ୍କୁ ଅଟକାଇବା…
Read More...

ପିଲାଙ୍କୁ ମିଳିବ ହାପିନେସ୍‌ କିଟ୍: ଅଟା, ଚଣା, ହଳଦୀ ଗୁଣ୍ଡ, ଡାଲଚିନ୍, ଚିନା ବାଦାମ ଓ ଗୁଡ ଆଦି ଖାଦ୍ୟ ଯୋଗାଇ…

ଭୁବନେଶ୍ବର, ୩୧।୧: ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ପୁଷ୍ଟିକର ଖାଦ୍ୟ। ଦିଆଯିବ ହାପିନେସ୍ କିଟ୍। ଏହି କିଟ୍ରେ ରହିବ ଅଟା, ଚଣା, ହଳଦୀ ଗୁଣ୍ଡ, ଡାଲଚିନ୍, ଚିନା ବାଦାମ ଓ ଗୁଡ ଭଳି ପୁଷ୍ଟିକର ତଥା ରୋଗପ୍ରତିରୋଧକ…
Read More...

ଶୁକସାରୀ ମନ୍ଦିରର ସୁରକ୍ଷା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ବର, ୩୦।୧: ଭୁବନେଶ୍ୱରର ଏକାମ୍ର କ୍ଷେତ୍ର ବିଶେଷ ଭାବରେ ପ୍ରଭୁ ଲିଙ୍ଗରାଜ ଓ ଶୁକଶାରୀ ମନ୍ଦିର ଚତୁଃପାଶ୍ୱର୍ରେ ଥିବା ଶତାବ୍ଦୀ ଶତାବ୍ଦୀର ପ୍ରାଚୀନ ମନ୍ଦିରର ସୁରକ୍ଷା ଓ ପୁନଃଉଦ୍ଧାର ପାଇଁ ତୁରନ୍ତ…
Read More...

ଫେବୃଆରି ପହିଲାରୁ ଖୋଲିବ ଅଙ୍ଗନୱାଡି କେନ୍ଦ୍ର

ଭୁବନେଶ୍ବର, ୩୦।୧: ରାଜ୍ୟ ସରକାର ଫେବୃୟାରୀ ମାସ ପାଇଁ କୋଭିଡ୍ ଗାଇଡଲାଇନ ଜାରି କରିବା ପରେ ଆସନ୍ତା ପହିଲାରୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ନିମନ୍ତେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଆଜି ସମସ୍ତ…
Read More...

ଫେବୃଆରୀ ମାସ ପାଇଁ ଜାରି ହେଲା ଗାଇଡ୍‌ଲାଇନ୍

ନୂଆଦିଲ୍ଲୀ, ୨୭।୧: ଫେବୃଆରୀ ମାସ ପାଇଁ କେନ୍ଦ୍ର ସରକାର ଜାରି କରିଛନ୍ତି କରୋନା ଗାଇଡଲାଇନ। ଜାନୁଆରୀ ମାସ ଭଳି ଫେବୃଆରୀ ମାସର ଗାଇଡଲାଇନରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ। ପୂର୍ବଭଳି ମାସ୍କ, ସାନିଟାଇଜେସନ ଓ…
Read More...

ରାମଚନ୍ଦ୍ର ବେହେରା ପାଇବେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର

ଭୁବନେଶ୍ବର,୨୭/୧: ବିଶିଷ୍ଟ କଥାକାର ରାମଚନ୍ଦ୍ର ବେହେରାଙ୍କୁ ୨୦୨୦ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମିର ସର୍ବୋଚ୍ଚ ସାରସ୍ବତ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ମିଳିବ। ସାହିତ୍ୟ କ୍ଷେତ୍ରରେ ଜୀବନ…
Read More...