ଫେବୃଆରୀ ୧୦ ସୁଦ୍ଧା ୧ଲକ୍ଷ ୬୦ହଜାର ୪୭୩ଜଣଙ୍କ ଟିକାକରଣ

ଭୁବନେଶ୍ୱର, ୨୭।୧: ଆଜିଠୁ ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଭାଗ କୋଭିଡ୍ ଟିକାକରଣ ଅଭିଯାନ ଆରମ୍ଭ ହୋଇଯାଇଛି। ଆସନ୍ତା ମାସ ୧୦ ତାରିଖ ସୁଦ୍ଧା ଆଉ ୧ ଲକ୍ଷ  ୬୦ହଜାର ୪୭୩ ଜଣଙ୍କୁ କୋଭିଡ୍ ଟିକା ଦିଆଯିବ ବୋଲି ଜଣାପଡ଼ିଛି।…
Read More...

ଆସୋଟେକ୍ ଗ୍ରୁପ୍‌ ବିକଶିତ କରୁଛି ଗ୍ରୁପ୍ ହାଉସିଂ ଟାଉନସିପ୍ ପ୍ରୋଜେକ୍ଟ: ୧୭୦୦ରୁ ଅଧିକ ଆପାର୍ଟମେଣ୍ଟ ତିଆରି କରୁଛି…

ଭୁବନେଶ୍ବର, ୨୬।୧: ‘ଆସୋଟେକ୍ ଗ୍ରୁପ’  ପକ୍ଷରୁ ନଭେମ୍ବର ୨୦୧୯ ଠାରୁ ‘ଆସୋଟେକ୍ ପ୍ରାଇଡ଼୍‌’ ନାମରେ ଭୁବନେଶ୍ବରର ରୁଦ୍ରପୁରଠାରେ ଏକ କମ୍ପାନି ‘ଆସୋଟେକ୍‌ ସନ୍‌ ଗ୍ରୋଥ୍‌ ଆଡୋବ ଏଲ୍‌ଏଲ୍‌ପି’ ମାଧ୍ୟମରେ ଏକ ଗ୍ରୁପ୍…
Read More...

72 ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ବାର୍ତ୍ତା

ମୋର ପ୍ରିୟ ଦେଶବାସୀ, ଆପଣମାନଙ୍କୁ ନମସ୍କାର ବିଶ୍ୱର ସର୍ବବୃହତ୍‍ ତଥା ଜୀବନ୍ତ ଲୋକତନ୍ତ୍ରର 72ତମ ଗଣତନ୍ତ୍ର ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିବାଦନ । ଆମର ଏହି ଭୂମି…
Read More...

ଗଲୱାନ ବୀର କର୍ଣ୍ଣେଲ ସନ୍ତୋଷଙ୍କୁ ମହାବୀର, ଓଡ଼ିଆ ସହିଦଙ୍କୁ ବୀର ଚକ୍ର ପୁରସ୍କାର

ନୂଆଦିଲ୍ଲୀ, ୨୫।୧: ଦେଶର ସୀମା ସୁରକ୍ଷା ପାଇଁ ଚାଇନାର ଯବାନଙ୍କ ସହ ସଂଘର୍ଷ କରି ସହିଦ ହୋଇଥିବା କର୍ଣ୍ଣେଲ ସନ୍ତୋୱ ବାବୁଙ୍କୁ ଭାରତ ସରକାର ଦେଶର ଦ୍ୱିତୀୟ ୱାରଟାଇମ ବୀରତ୍ୱ ପଦକ ମରଣୋତ୍ତର ‘ମହାବାରୀ ଚକ୍ର’ରେ…
Read More...

୬ ଓଡ଼ିଆଙ୍କ ସମେତ ୧୧୯ ଜଣଙ୍କୁ ପଦ୍ମ ପୁରସ୍କାର

ନୂଆଦିଲ୍ଲୀ, ୨୫।୧: ସାଧାରଣତନ୍ତ୍ର ଦିବସ ପୂର୍ବରୁ ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି ଭାରତ ସରକାର। ଚଳିତ ବର୍ଷ ୬ ଓଡ଼ିଆଙ୍କ ସହ ମୋଟ ୧୧୯ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ। ଦେଶର ସର୍ବୋଚ୍ଚ…
Read More...

ଅଭିନେତା ଶାନ୍ତିସ୍ବରୂପ ମିଶ୍ରଙ୍କ ପରଲୋକ

ଭୁବନେଶ୍ବର, ୨୪।୧: ଓଲିଉଡ୍ର ବର୍ଷିୟାନ୍ ଚଳଚ୍ଚିତ୍ର ଅଭିନେତା ଶାନ୍ତିସ୍ୱରୂପ ମିଶ୍ରଙ୍କ ପରଲୋକ ହୋଇଛି। ସମ୍ବଲପୁରର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ଗାଧୁଆ ଘରେ ପଡ଼ିଯାଇ…
Read More...

ଦଳରୁ ବିଦା ହେଲେ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ, ୨୪।୧: ନେପାଳ ରାଜନୀତିରେ ଆଲୋଡ଼ନ ସୃଷ୍ଟି ହୋଇଛି। ଦେଶର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟିରୁ ବହିଷ୍କାର କରିଦିଆଯାଇଛି। ଏହାସହ ପାର୍ଟିରୁ ତାଙ୍କର…
Read More...

ଜେଲ ଗଲେ ରୋଜଭ୍ୟାଲି ଚିଟ୍‌ଫଣ୍ଡ ସଂସ୍ଥାର ନିର୍ଦ୍ଦେଶିକା ଶୁଭ୍ରା କୁଣ୍ଡୁ

ଭୁବନେଶ୍ବର, ୨୨।୧: ଜେଲ ଗଲେ ରୋଜଭ୍ୟାଲି ଚିଟ୍‌ଫଣ୍ଡ ସଂସ୍ଥାର ନିର୍ଦ୍ଦେଶିକା ଶୁଭ୍ରା କୁଣ୍ଡୁ। ୫ ଦିନର ରିମାଣ୍ଡ ସରିବା ପରେ ତାଙ୍କୁ ଆଜି ଭୁବନେଶ୍ୱର ଆଣାଯାଇ ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ପରେ ତାଙ୍କୁ…
Read More...

ବିଶ୍ବସ୍ତରୀୟ ହେବ କୋଣାର୍କ ପର୍ଯ୍ୟଟନ

କୋଣାର୍କ, ୨୧।୧: କୋଣାର୍କକୁ ବିଶ୍ବସ୍ତରୀୟ ପର୍ଯ୍ୟଟନରେ ପରିଣତ କରାଯିବ। ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ…
Read More...

ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ଅଗ୍ନିକାଣ୍ଡ: ୫ ମୃତ

ଭୁବନେଶ୍ବର, ୨୧।୧: କରୋନା ଟିକା ପ୍ରସ୍ତୁତ କରୁଥିବା ପୁଣେସ୍ଥିତ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ ବିଲ୍ଡିଂରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ବିଲ୍ଡିଂ…
Read More...