୨୬ରୁ ଆଦିବାସୀ ମେଳା

ଭୁବନେଶ୍ୱର, ୨୦।୧: ଭୁବନେଶ୍ୱର ୟୁନିଟ-୧ ପଡ଼ିଆରେ ଜାନୁଆରି ୨୬ରୁ ଆରମ୍ଭ ହେବ ଆଦିବାସୀ ମେଳା। ଏହି ମେଳା ଫେବ୍ରୁଆରି ୯ ତାରିଖ ଯାଏ ଚାଲିବ। ଦୈନିକ ପୂର୍ବାହ୍ନ ୧୧ ଟାରୁ ସଂଧ୍ୟା ୭ଟା ଯାଏ ଚାଲିବ ମେଳା। କୋଭିଡ୍‌ ନିୟମ…
Read More...

ଆଉ ନାହାନ୍ତି ‘ଗୋପାଳ ରହସ୍ୟ’ର ଗୋପାଳ: ହୃଦଘାତରେ ପର‌ଲୋକ

ଭୁବନେଶ୍ବର, ୨୦।୧: ଓଡ଼ିଆ ସିନେମା ଓ ସିରିଏଲ ଜଗତର ଜଣାଶୁଣା ଅଭିନେତା ତଥା ‘ଗୋପାଳ ଭାଣ୍ଡ’ ଭାବେ ଘରେ ଘରେ ପରିଚିତ ରବି ମିଶ୍ର ଆଉ ନାହାନ୍ତି। ଜଣେ ବରିଷ୍ଠ ହାସ୍ୟାଭିନେତା, ପାର୍ଶ୍ବ ଅଭିନେତା ତଥା ଓଡ଼ିଶା ଚଳଚ୍ଚିତ୍ର…
Read More...

ବର୍ଷକ ମଧ୍ୟରେ ଆଉ ୧୦୦ ମଡେଲ ସ୍କୁଲ

ଭୁବନେଶ୍ୱର, ୧୯।୧: ଆସନ୍ତା ଏକବର୍ଷ ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୦ଟି ସ୍କୁଲକୁ ଚୟନ କରାଯାଇ ସେଗୁଡ଼ିକୁ ମଡେଲ୍ ସ୍କୁଲ ଭାବେ ବିକଶିତ କରାଯିବ ବୋଲି ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗଚୀ କହିଛନ୍ତି। ଆଜି ମୋ…
Read More...

ରାଉଲକେଲାରେ ହେବ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ୍

ଭୁବନେଶ୍ୱର, ୧୯।୧: ରାଉରକେଲାରେ ନିର୍ମିତ ହେବ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ୍। ପ୍ରସ୍ତାବିତ ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ୨୦୨୨ ମଧ୍ୟ ଭାଗ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ମୁଖ୍ୟ ଶାସନ ସଚିବ ସୁରେଶ…
Read More...

ପ୍ରଥମ ଓଡ଼ିଆ ଭାବେ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି ହେବେ ଦେଶର ସେନା ଉପମୁଖ୍ୟ

ନୂଆଦିଲ୍ଲୀ, ୧୮।୧: ପୁଣି ଜଣେ ଓଡ଼ିଆ ପୁଅଙ୍କୁ ଜାତୀୟସ୍ତରରେ ମିଳିଛି ବଡ଼ ପଦବୀ। ପ୍ରଥମ ଓଡ଼ିଆ ଭାବେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ହେବେ ଦେଶର ପରବର୍ତ୍ତୀ ସେନା ଉପମୁଖ୍ୟ। ଜାନୁଆରୀ ୩୧ରେ ବର୍ତ୍ତମାନ…
Read More...

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ

ଭୁବନେଶ୍ବର, ୧୭।୧:  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ। କେନ୍ଦୁଝର ଟାଉନ୍ ଥାନା କାଶୀପୁର ନିକଟରେ ଆକ୍ରମଣ ଉଦ୍ୟମ ହୋଇଛି। ନିରଞ୍ଜନଙ୍କ ଗାଡ଼ି ଅଟକାଇ ଆକ୍ରମଣ ଉଦ୍ୟମ କଲେ ୪/୫ ଦୁର୍ବୃତ୍ତ।…
Read More...

କାଲିଠାରୁ ୫ ପ୍ରର୍ଯ୍ୟାୟରେ ହେବ ଟିକାକରଣ

ଭୁବନେଶ୍ବର, ୧୭।୧: ଆରମ୍ଭ ହୋଇଯାଇଛି କରୋନା ମହାମାରୀ ସହ ମହାଲଢ଼େଇ।କରୋନା ମହାମାରୀ ପାଇଁ ଶନିବାରଠାରୁ ଟିକାକରଣ ଆରମ୍ଭ ହୋଇଛି। ଦିନେ ବିରତି ପରେ ଆସନ୍ତାକାଲିଠାରୁ ପୁଣି ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ। ତେବେ…
Read More...

୧୧ ରାଜ୍ୟର ୧ ଲକ୍ଷ ୯୧ ହଜାର ୧୮୧ ଜଣ କରୋନା ଯୋଦ୍ଧା ନେଲେ ଟିକା

ନୂଆଦିଲ୍ଲୀ, ୧୬।୧: ଶନିବାର ସାରା ଦେଶରେ ମୋଟ ୧ ଲକ୍ଷ ୯୧ ହଜାର ୧୮୧ ଜଣ କରୋନା ଯୋଦ୍ଧାଙ୍କୁ ଟିକା ପ୍ରଦାନ କରାଯାଇଛି। ଆଜିଠୁ ସାରା ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଛି। ସରକାରଙ୍କ ନିୟମ ଅନୁଯାୟୀ ପ୍ରଥମେ…
Read More...

ସରିଲା ପ୍ରଥମ ଦିନ ଟିକାକରଣ, ଟିକା ନେଲେ ପ୍ରାୟ ୧୩ ହଜାର କରୋନା ଯୋଦ୍ଧା

ଭୁବନେଶ୍ବର, ୧୬।୧: ସରିଲା ପ୍ରଥମ ଦିନ କରୋନା ଟିକାକରଣ। କରୋନା ମହାମାରୀର ମୁକାବିଲା ପାଇଁ ସମଗ୍ର ଦେଶରେ ଆଜିଠୁ ଆରମ୍ଭ ହୋଇଥିବା ଟିକାକରଣ ପ୍ରକ୍ରିୟାରେ ଓଡ଼ିଶାରେ ସନ୍ଧ୍ୟା ୭ଟା ସୁଦ୍ଧା ୮୪% ଟିକାଦାନ ସମ୍ଭବପର…
Read More...

କୋଭାକ୍ସିନ ଟିକା ନେଇ ଗୁରୁତର ଅସୁସ୍ଥ ହେଲେ ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ, ୧୬।୧: କୋଭାକ୍ସିନ୍‌ ଟିକେ ନେଇ କେହି ଗୁରୁତର ଅସୁସ୍ଥ ହେଲେ ମିଳିବ କ୍ଷତିପୂରଣ। କୋଭାକ୍ସିନକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ଭାରତ ବାୟୋଟେକ ଏଭଳି ଘୋଷଣା କରିଛି। ଯେ ଯଦି କୋଭାକ୍ସିନ ଟିକା ନେବା…
Read More...