ସ୍କୁଲରେ ବଢ଼ୁଛି କରୋନା ସଂକ୍ରମଣ: ମନ୍ତ୍ରୀ କହିଲେ ସ୍ଥିତି ନିୟନ୍ତ୍ରଣାଧୀନ

ଭବନେଶ୍ବର, ୧୫।୧: ଦୀର୍ଘ ୧୦ ମାସ ପରେ ଖୋଲିଛି  ସ୍କୁଲ। ତେବେ ପ୍ରଥମ ପର୍ଯ୍ୟାୟରେ କୋଭିଡ୍ ଗାଇଡ ଲାଇନରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିଛି। କିନ୍ତୁ ସ୍କୁଲ ଖୋଲୁ ଖୋଲୁ କରୋନା ଭୟ ଦେଖା ଦେଇଛି। ଝାରସୁଗୁଡ଼ା ଓ ଗଜପତିର…
Read More...

ଆସନ୍ତକାଲି ଆରମ୍ଭ ହେବ ଟିକାକରଣ

ଭୁବନେଶ୍ବର, ୧୬।୧: କାଲିଠାରୁ ଆରମ୍ଭ ହେବ ଟିକାକରଣ। ମହାମାରୀ କରୋନାର ରକ୍ଷାକବଚ୍ଚ ପିନ୍ଧିବ ଦେଶ। କାଲି ପୂର୍ବାହ୍ନ ସାଢ଼େ ୧୦ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ବିଶ୍ୱର ସର୍ବବୃହତ୍ତ ଟିକାକରଣର…
Read More...

ପୁଣି ଏକ ନମ୍ବର ନବୀନ: ଦେଶରେ ସବୁଠାରୁ ଅଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୧୫।୧: ପୁଣି ମୁଖ୍ୟମନ୍ତ୍ରୀ ତାଲକାରେ ନବୀନ ପଟ୍ଟନାୟକ ଏକ ନମ୍ବର। ଦେଶରେ ନବୀନ ପଟ୍ଟନାୟକ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।  ଏବିପି ନ୍ୟୁଜ୍‌- ସିଭୋଟର ପକ୍ଷରୁ ଏହି ସର୍ଭେ ହୋଇଥିଲା। ଦେଶର…
Read More...

ଆସନ୍ତା ୧୬ରେ ଦେଶବ୍ୟାପୀ କରୋନର ଟିକାକରଣ

ନୂଆଦିଲ୍ଲୀ, ୧୪,୧: ଜାନୁଆରୀ ୧୬ରୁ ସାରା ଦେଶରେ ଟିକାକରଣ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ସାଢ଼େ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଟିକାକରଣ ଅଭିଯାନ ଆରମ୍ଭ କରିବେ। ଏହି ସମୟରେ ସମସ୍ତ…
Read More...

ପରୀ ହତ୍ୟା ମାମଲା: ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ଭୁବନେଶ୍ବର, ୧୩।୧: ବହୁଚର୍ଚ୍ଚିତ ନୟାଗଡ଼ ‘ପରୀ’ ହତ୍ୟା ମାମଲାରେ ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ। ପରୀର ମାଆ ସୌଦାମିନୀଙ୍କ ଆବେଦନକୁ ଗ୍ରହଣ କରି କୋର୍ଟ  ଏହି ନୋଟିସ୍‌ କରିଛନ୍ତି। ଆଜି…
Read More...

ପରଲୋକରେ ପଦ୍ମଶ୍ରୀ ଡି. ପ୍ରକାଶ ରାଓ

କଟକ, ୧୩।୧: ପ୍ରଖ୍ୟାତ ସମାଜସେବୀ ତଥା ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଆଉ ନାହାନ୍ତି।  ଆଜି ଏସସିବି କୋଭିଡ୍ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ଏ ନେଇ ସୂଚନା…
Read More...

ଛାଡ଼ ହେଲା ମାଟ୍ରିକ ପରୀକ୍ଷା ଫି‘

ଭୁବନେଶ୍ୱର, ୧୨।୧: ମାଟ୍ରିକ ପରୀକ୍ଷା ଫି ଛାଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରୀକ୍ଷା ଫି ଛାଡ଼ ଦ୍ୱାରା ଉପକୃତ ହେବେ ୬ ଲକ୍ଷ ଛାତ୍ରଛାତ୍ରୀ। ଫି’ ଛାଡ଼ ବାବଦୀୟ  ୨୭ କୋଟି ଟଙ୍କାର ବ୍ୟୟଭାର ବହନ…
Read More...

ବରଯାତ୍ରୀ ପ୍ରୋସେସନ୍‌କୁ ମିଳିଲା ଅନୁମତି: ବାଣ, ବାଜା ରୋଷଣୀ ସହ ଯାଇପାରିବ ବର

ଭୁବନେଶ୍ବର, ୧୨।୧: ବରଯ‌ାତ୍ରୀଙ୍କ ପ୍ରୋସେସନ୍‌ ପାଇଁ ମିଳିଲା ଅନୁମତି। କରୋନ‌ା କଟକଣା ମଧ୍ୟରେ ବରଯାତ୍ରୀକୁ ଅନୁମତି ଇେଛନ୍ତି ରାଜ୍ୟ ସରକାର।  ଏଣିକି ବର ଯିବା ବେଳେ ବାଜା-ବାଣ ଓ ରୋଷଣୀ କରି ବରଯାତ୍ରୀମାନେ…
Read More...

ତିନି କୃଷି ଆଇନ ଉପରେ ସ୍ଥିଗିତାଦେଶ

ଭୁବନେଶ୍ବର, ୧୨।୧: ସୁପ୍ରିମକୋର୍ଟ ତିନି କୃଷି ଆଇନ୍ ଉପରେ ରୋକ୍ ଲଗାଇଛନ୍ତି। ପ୍ରଧାନ ବିଚାରପତି ଏସ୍‌ ଏ ବୋବଡେ କହିଛନ୍ତି ଯେ କୃଷି ଆଇନ ଲାଗୁ କରିବା ନେଇ ସାମୟିକ ସମୟ ପାଇଁ ରୋକ୍ ଲଗାଇଛୁ। ହେଲେ ଅନିର୍ଦ୍ଦିଷ୍ଟ…
Read More...

ନୂଆ ଦାୟିତ୍ବ ଗ୍ରହଣ କଲେ ଅସିତ ତ୍ରିପାଠୀ

ଭୁବନେଶ୍ବର,୧୧/୧ : ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି ତାଙ୍କର ଦୁଇଟି ନୂଆ ଦାୟିତ୍ବ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ସେ…
Read More...