ସୁବ୍ରତ ସାହୁଙ୍କୁ ଛତିଶଗଡର ମୁଖ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ବର,୧୧/୧ : ଛତିଶଗଡ଼ କ୍ୟାଡର୍‌ର ୧୯୯୨ ବ୍ୟାଚ୍‌ର ଓଡ଼ିଆ ଆଇଏଏସ୍‌ ଅଫିସର୍ ସୁବ୍ରତ ସାହୁ ଛତିଶଗଡ଼ର ମୁଖ୍ୟ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି। ସେଠାକାର ମୁଖ୍ୟ ଶାସନ ସଚିବ ଅମିତାଭ ଜୈନ…
Read More...

ସ୍କୁଲ ଫି’ ହ୍ରାସ ସମ୍ପର୍କରେ ସରକାର ନିଷ୍ପତି ନେଇପାରିବେ: ହାଇକୋର୍ଟ

କଟକ, ୧୧।୧: ରାଜ୍ୟରେ ଘରୋଇ ସ୍କୁଲ୍‌ ଫି’ ସମ୍ବନ୍ଧରେ ଓଡିଶା ହାଇକୋର୍ଟରେ ଚାଲିଥିବା ମାମଲାର ଶୁଣାଣୀ ଶେଷ ହେବା ସହ ଆଜି ରାୟ ପ୍ରକାଶ ପାଇଛି। ଅଭିଭାବକ ସଂଘ ଓ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସ୍ୱାକ୍ଷର ହୋଇଥିବା…
Read More...

ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଉ ଦରକାର ନାହିଁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ

ପୁରୀ ୧୦।୧: ଭକ୍ତଙ୍କ ପାଇଁ ଖୁସି ଖବର। ବିନା କୋଭିଡ୍ ନେଗେଟିଭ୍ ରିପୋର୍ଟରେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ ଭକ୍ତ। ଏନେଇ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଜାନୁୟାରି ୨୧ ତାରିଖରୁ…
Read More...

ଟିକା ନେଲେ ଲଣ୍ଡନ ରାଣୀ ଏଲିଜାବେଥ୍‌ ଓ ପ୍ରିନ୍ସ ଫିଲିପ୍

ଲଣ୍ଡନ, ୯।୧: ବ୍ରିଟେନର ରାଣୀ ଏଲିଜାବେଥ-୨ ଓ ତାଙ୍କ ସ୍ୱାମୀ ପ୍ରିନ୍ସ ଫିଲିପ୍‌ ଆଜି କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ବକିଂହମ୍ ପ୍ୟାଲେସର ମୁଖପାତ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଣୀ ଓ…
Read More...

ଖସିପଡ଼ିଲା ଯାତ୍ରିବାହୀ ବିମାନ: ୬୨ ମୃତ ଆଶଙ୍କା

ଜାକାର୍ତ୍ତା, ୯। ୧: ସମୁଦ୍ର ଭିତରକୁ ଖସି ପଡ଼ିଛି ଇଣ୍ଡୋନେସିଆର ଯାତ୍ରୀବାହୀ ବିମାନ। ଇଣ୍ଡୋନେସିଆର  ରାଜଧାନୀ ଜାକାର୍ତ୍ତାରୁ ଶନିବାର ଦିନ ଏକ ଯାତ୍ରୀବାହୀ ବିମାନ ଉଡ଼ାଣ ଭରିବା ପରେ ନିଖୋଜ ହୋଇ ଯାଇଥିବା ସୂଚନା…
Read More...

ଛାତ୍ରଙ୍କ ଟ୍ବିଟ୍‌ ପରେ ବଦଳିଲା ମୋ ବସ୍‌ର ସମୟ

ଭୁବନେଶ୍ବର, ୯।୧: ଜଣେ ଛାତ୍ରଙ୍କ ଟ୍ବିଟ୍‌ ପରେ ମୋ ବସ୍‌ର ସମୟ ପରିବର୍ତ୍ତନ କରାଯାଇଛି। ଦୀର୍ଘ ୯ ମାସ ପରେ ସ୍କୁଲ ଖୋଲିବା ପରେ ଭୁବନେଶ୍ୱରର ଏମ୍‌ବିଏସ୍ ପବ୍ଲିକ ସ୍କୁଲରେ ପଢ଼ୁଥିବା ଜଣେ ଛାତ୍ର ସାଇ ଅନ୍ୱେଷ…
Read More...

ଗଜପତିର ୨୬ ଶିକ୍ଷକ କରୋନା ସଂକ୍ରମିତ

ଭୁବନେଶ୍ବର, ୯।୧: ସ୍କୁଲ ପରିସରରେ କରୋନା ତାଣ୍ଡବ। ସ୍କୁଲ ଖୋଲିବାର ଗୋଟିଏ ଦିନ ହୋଇଛି କି ନାହିଁ ଗଜପତି ଜିଲ୍ଲାର ୨୬ ଜଣ ଶିକ୍ଷକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଦୁଇ ଦିନରେ ଦୁଇ ଜଣ ଛାତ୍ର ସହ ୨୬ ଜଣ…
Read More...

ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡକୁ ୧୫ ବର୍ଷ କାରାଦଣ୍ଡ

ନୂଆଦିଲ୍ଲୀ, ୮।୧: ଆତଙ୍କବାଦୀମାନଙ୍କୁ ଆର୍ଥିକ ସହାୟତା ଯୋଗାଉଥିବା ମାମଲାରେ ଗିରଫ ହୋଇଥିବା ଲସ୍କର-ଏ-ତୋଏବାର କୁଖ୍ୟାତ ଆତଙ୍କବାଦୀ ଜାକିଉର୍ ରେହମାନ ଲଖ୍‌ବିକୁ ୧୫ ବର୍ଷର ଜେଲ୍ ଦଣ୍ଡାଦେଶ ମିଳିଛି। ଆଜି ଲାହୋରର…
Read More...

ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ପ୍ରସଙ୍ଗ ଗଠନ ହେଲା ସ୍ବତନ୍ତ୍ର କମିଟି

ଭୁବନେଶ୍ବର, ୭।୧: ସରକାରୀ ହାଇସ୍କୁଲରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ସଂରକ୍ଷଣ ବ୍ୟବସ୍ଥାର ରୂପରେଖ ପାଇଁ ରାଜ୍ୟ ସରକାର ଏକ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଗଠନ କରିଛନ୍ତି। ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ…
Read More...

ଆଉ କିଛି ଘଣ୍ଟାରେ ବିମାନ ବନ୍ଦରରେ ପହଞ୍ଚିବ କରୋନା ଟିକା

ଭୁବନେଶ୍ବର, ୭।୧: ଅପେକ୍ଷାର ଅନ୍ତ ଘଟିଛି। ଆଜି ପ୍ରଥମ ପର୍ଯ୍ୟାୟରେ ପୁଣେର ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆରୁ ଆସୁଥିବା କରୋନା ଟିକା ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବ। ଆଜି…
Read More...