୩୦ ପ୍ରତିଶତରୁ ଆଉ କମିବନି ସିଲାବସ୍

ଭୁବନେଶ୍ବର ୫।୧ : ଆଉ କମିବନି ସିଲାବସ୍‌। ୩୦ ପ୍ରତିଶତ ସିଲାବସ୍‌ ଆଗରୁ କମି ସାରିଛି। ରାଜ୍ୟରେ ସ୍କୁଲ ଖୋଲିବା ନେଇ ଘୋଷଣା ପରେ ପାଠପଢାକୁ ନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।ମନ୍ତ୍ରୀ…
Read More...

ଖୋଲିଲା ଦେଶର ପ୍ରଥମ ଫାୟାର ପାର୍କ: ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୫।୧: ଉଦ୍‌ଘାଟିତ ହେଲା ରାଜ୍ୟ ଅଗ୍ନିଶମ ବାହିନୀର ‘ଫାୟାର ପାର୍କ’ ଓ ନିଜସ୍ୱ ୱେବସାଇଟ୍ ‘ଅଗ୍ନିଶମ ସେବା’।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ‘ଫାୟାର ପାର୍କ’…
Read More...

ଖସି ପଡ଼ିଲା ଯୁଦ୍ଧ ବିମାନ ‘ମିଗ୍-୨୧’ : ଅଳ୍ପେକେ ବର୍ତିଲେ ପାଇଲଟ୍

ଜୟପୁର, ୫।୧: ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ‘ମିଗ୍‌-୨୧’  ଆଜି ରାଜସ୍ଥାନର ସୁରତଗଡ଼ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଯୁଦ୍ଧ ବିମାନ କ୍ରାଶ ହୋଇଥିଲେ ହେଁ ଏହା ମଧ୍ୟରେ ଥିବା ପାଇଲଟ ଜଣଙ୍କ…
Read More...

ରାଜଭବନରେ ଶପଥ ନେଲେ ମୁଖ୍ୟ ବିଚାରପତି

ଭୁବନେଶ୍ବର,୪/୧: ଓଡ଼ିଶା ହାଇକୋର୍ଟର ନବନିଯୁକ୍ତ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌ ମୁରଲୀଧର ଆଜି ଶପଥ ଗ୍ରହଣ କରିଛନ୍ତି। ରାଜଭବନର ଅଭିଷେକ ହଲ୍‌ରେ ଅାୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ…
Read More...

ଶ୍ରେଣୀଗୃହରେ ହେଉଥିବା ପାଠପଢ଼ାର ରେକର୍ଡ ଭର୍ସନ ରହିବ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୩।୧: ଚଳିତ ମାସରେ ରାଜ୍ୟରେ ଖୋଲିବ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ। ଜାନୁଆରି ୧୧ ତାରିଖରୁ କେବଳ +୩ ଫାଇନାଲ୍‌ ଓ ପିଜିର ଶେଷ କ୍ଲାସ୍‌ ହେବ। ଶ୍ରେଣୀ ଗୃହରେ ହେଉଥିବା ପାଠପଢ଼ାର ରେକର୍ଡ ଭର୍ସନ ରହିବ…
Read More...

ଶ୍ମଶାନ ଛାତ ଭୁଷୁଡ଼ି ୧୬ ମୃତ

ଭୁବନେଶ୍ବର, ୩।୧: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ନିର୍ମାଣଧୀନ ଛାତ ଭାଙ୍ଗିଯାଇଛି। ମୁରାଦନଗରଠାରେ ଥିବା ଶ୍ମଶାନ ଘାଟରେ ହୋଇଥିବା ଏହି ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି…
Read More...

୧୧ରୁ ଖେଲିବ କଲେଜ ଓ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର, ୩।୧: ଆସନ୍ତା ୧୧ ତାରିଖରେ ବିଶ୍ୱବିଦ୍ୟାଳୟ ଓ କଲେଜ ଖୋଲିବ। କୋଭିଡ୍‌ ଗାଇଡ୍‌ଲାଇନ୍‌ ଭିତରେ ଏ ସବୁ ଖୋଲିବାକୁ ଉଚ୍ଚଶିକ୍ଷା ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ୟୁଜିର ୫ମ ଓ ତୃତୀୟ ୩ୟ ସେମିଷ୍ଟର ପାଇଁ…
Read More...

ଜାନୁଆରି ୮ରୁ ଖୋଲିବ ସ୍କୁଲ

ଭୁବନେଶ୍ବର, ୨।୧: ସବୁ କଳ୍ପନା ଜଳ୍ପନାର ଅନ୍ତ ହେଲା। ଶେଷରେ ସରକାର  ସ୍କୁଲ୍ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି। ଜାନୁଆରି ୮ରୁ ରାଜ୍ୟରେ ସମସ୍ତ ବିଦ୍ୟାଳୟ ଖୋଲିବ। କିନ୍ତୁ ସବୁ ଶ୍ରେଣୀ ପାଇଁ ନୁହେଁ, କେବଳ ଦଶମ ଓ…
Read More...

ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଗିରଫ୍

ଇସଲାମାବାଦ, ୨।୧ : ୨୦୦୮ ମୁମ୍ୱାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଲସ୍କର ଆତଙ୍କୀ ଜାକିଉର ରେହମାନ୍ ଲଖବି ଗିରଫ୍। ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ମାମଲାରେ ଗିରଫ୍ ହୋଇଛି ଜାକିଉର। ପାକିସ୍ତାନରେ ଆଜି ଗିରଫ୍…
Read More...

ସୌରଭ ଗାଙ୍ଗୁଲିଙ୍କୁ ହୃଦ୍‌ଘାତ

କୋଲକାତା, ୨।୧: ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ହୃଦ୍‌ଘାତର ଶିକାର ହୋଇଥିବା ଜଣାପଡ଼ିଛି। ତାଙ୍କୁ କୋଲକାତାର ଉଡ୍‌ଲ୍ୟାଣ୍ଡସ୍ ହସ୍ପିଟାଲରେ ଭର୍ତ୍ତି…
Read More...