IAS ସ୍ତରରେ ଛୋଟ ଧରଣର ଅଦଳବଦଳ

IAS ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ସୁରେନ୍ଦ୍ର କୁମାରଙ୍କୁ ଓଡ଼ିଶା ଖଣି ନିଗମର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଅଛନ୍ତି ସୁରେନ୍ଦ୍ର କୁମାର। ସହିପରି ପରାଗ ଗୁପ୍ତାଙ୍କୁ ଓଡ଼ିଶା ଜଙ୍ଗଲ ଉନ୍ନୟନ ନଗମର ଅଧ୍ୟକ୍ଷ ଦାୟିତ୍ୱ ମିଳିଛି। ମାନସୀ ନିମ୍ଭାଲ OSAM ବୋର୍ଡର ସଦସ୍ୟ ସଚିବ ନିଯୁକ୍ତ ହୋଇଥିବା ବେଳେ ସୁଶ୍ରୀ ନିମ୍ଭାଲ ଟିଡିକଲ ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

Comments are closed.