Browsing Category

ମୁଖ୍ୟ ଖବର

ବାବା ରାମ ରହିମଙ୍କୁ ଆଜୀବନ ଜେଲ ଦଣ୍ଡ

ହରିଆଣା, ୧୮।୧୦: ଡେରା ବାବା ରାମ ରହିମ୍‌ଙ୍କୁ ଆଜୀବନ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଛି।  ରଣଜିତ୍‌ ସିଂହ ହତ୍ୟା ମାମଲାରେ ରାମରହିମଙ୍କୁ ଏହି ଦଣ୍ଡାଦେଶ ହୋଇଛି। ଏହାସହ ତାଙ୍କର ୫ ଜଣ ସହଯୋଗୀଙ୍କୁ ମଧ୍ୟ ଆଜୀବନ…
Read More...

ଅପହୃତ ନାବାଳିକାଙ୍କୁ ଉଦ୍ଧାର ପାଇଁ କମିସନରେଟ୍‌ ପୁଲିସର ‘ପ୍ରାରମ୍ଭ’ ଯୋଜନା

ଭୁବନେଶ୍ଵର, ୧୮/୧୦ : କମିସନରେଟ ପୋଲିସ ପକ୍ଷରୁ ଆରମ୍ଭ ହେଲା ‘ପ୍ରାରମ୍ଭ’ ଯୋଜନା। ଅପହରଣ ହୋଇଥିବା ନାବାଳିକାଙ୍କୁ ଉଦ୍ଧାର କରିବା ଦିଗରେ ଏହି ଯୋଜନା କାମ କରିବ। ‘ପ୍ରାରମ୍ଭ’ ଯୋଜନାରେ କମିସନରେଟ୍ ପୁଲିସ ୨୫୪୫୪୪୫…
Read More...

ଗୋପାଳପୁର ବିଧାୟକଙ୍କ ଉପରେ ଭିଜିଲାନ୍ସ ଚଢ଼ାଉ ଘଟଣା

ଭୁବନେଶ୍ବର ୧୮।୧୦ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ଓ ସମ୍ପର୍କୀୟଙ୍କ ଘରେ ୨୩ ଘଣ୍ଟିଆ ମାରାଥନ୍‌ ଚଢ଼ାଉ କରିଥିଲା ଭିଜିଲାନ୍ସ ବିଭାଗ। ଏହି ଚଢ଼ାଉ ସମୟରେ ଆଜି ଭିଜିଲାନ୍ସକୁ୧୪୪୦ ଗ୍ରାମ୍ ସୁନା…
Read More...

ଇ-ଶ୍ରମ ପୋର୍ଟାଲରେ ଅସଂଗଠିତ କ୍ଷେତ୍ରରେ ଓଡ଼ିଶାରୁ ପଞ୍ଜୀକରଣ କରିଛନ୍ତି ୮୮ ଲକ୍ଷ ୩୫ ହଜାର ୫୭୨ ଜଣ ଶ୍ରମିକ

ଭୁବନେଶ୍ୱର, ୧୭।୧୦: ମାତ୍ର ଦୁଇ ମାସ ମଧ୍ୟରେ ଇ-ଶ୍ରମ ପୋର୍ଟାଲରେ ୪ କୋଟିରୁ ଅଧିକ ଅସଂଗଠିତ କ୍ଷେତ୍ରର ଶ୍ରମିକ ପଞ୍ଜୀକରଣ କରିଛନ୍ତି। ସର୍ବାଧିକ ସଂଖ୍ୟକ ଶ୍ରମିକ ପଞ୍ଜୀକରଣ କରିବାରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ…
Read More...

ପୂଜା ବଜାରରେ ରିଲିଜ୍ ହେଲା ସୁମା ରିୟଲ୍ ମିଡିଆର ଦ୍ୱିତୀୟ ଅବଦାନ ‘ମନ ମୋ ନେଇ ଗଲୁରେ’

ଭୁବନେଶ୍ୱର, ୧୬/୧୦: ଦଶହରାରେ ଓଡ଼ିଆ ସିନେପ୍ରେମୀଙ୍କୁ ଭେଟି ଦେବା ଉଦ୍ଦେଶ୍ୟରେ ମୁକ୍ତିଲାଭ କରିଛି ସୁମା ରିୟଲ୍ ମିଡିଆର ଦ୍ୱିତୀୟ ଅବଦାନ ଓଡ଼ିଆ ଚଳଚ୍ଚିତ୍ର ‘ମନ ମୋ ନେଇ ଗଲୁରେ’। ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କ…
Read More...

ଭିଜିଲାନ୍ସ ଜାଲରେ ଗୋପାଳପୁର ବିଧାୟକ

ବ୍ରହ୍ମପୁର, ୧୭।୧୦: ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ପିଛା ଛାଡ଼ୁନି ବିବାଦ। ଭୁବନେଶ୍ୱରସ୍ଥିତ ଲୋକାୟୁକ୍ତଙ୍କଠାରୁ ଅନୁମତି ପାଇବା ପରେ ଭିଜିଲାନ୍‌ସ ବିଭାଗ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ପଛରେ…
Read More...

ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ହେଲେ ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ବର, ୧୬।୧୦: ଲମ୍ବା ଛୁଟିରେ ଯାଇଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରଦୀପ୍ତ କୁମାର ମହାପାତ୍ର ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଆଜି ପୂର୍ବାହ୍ନରେ ସେ କାର୍ଯ୍ୟରେ ଯୋଗ ଦେବା ପରେ ସନ୍ଧ୍ୟାରେ ତାଙ୍କୁ ଓଡ଼ିଶା…
Read More...

ଏକାଦଶ ଓ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ଜାରି ହେଲା ଗାଇଡ୍‌ଲାଇନ୍

ଭୁବନେଶ୍ବର, ୧୬।୧୦: ଦଶହରା ଛୁଟି ପରେ ଏକାଦଶ ଓ ଅଷ୍ଟମ ଶ୍ରେଣୀ କ୍ଲାସ୍ ଖୋଲିବ। ଏଥିପାଇଁ ଗାଇଡଲାଇନ୍ ମଧ୍ୟ ଜାରି ହୋଇଛି। ତେବେ ସ୍କୁଲ ଖୋଲିବା ପରେ ପିଲାମାନଙ୍କ ସ୍ୱାସ୍ଥ୍ୟକୁ କିପରି ଗୁରୁତ୍ୱ ଦିଆଯିବ, ସେ ନେଇ…
Read More...

୨୨ରେ ମୁଖ୍ୟମନ୍ତ୍ରୀଙ୍କ ବାରିପଦାଗସ୍ତ

ଭୁବନେଶ୍ବର, ୧୬।୧୦: ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରେ ନିଜ ସଂଗଠନକୁ କ୍ରିୟାଶୀଳ କରିବାକୁ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ…
Read More...

କୋହଳ ହେଲା ବିମାନ ଚଳାଚଳ କଟକଣା, ୧୮ରୁ ହଟିବ କଟକଣା

ନୂଆଦିଲ୍ଲୀ, ୧୨।୧୦: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବଡ଼ ନିଷ୍ପତ୍ତି ନେଇଛି। କରୋନା ମହାମାରୀ ଯୋଗୁ ବିମାନରେ ଯାତ୍ରୀ ଚଳାଚଳକୁ ନେଇ ଥିବା କଟକଣାକୁ ହଟାଇ ଦେଇଛି…
Read More...