ଥାଲାସେମିଆ ସମ୍ପର୍କରେ ଅଧିକ ସଚେତନତା ଆବଶ୍ୟକ: ରାଜ୍ୟପାଳ

ଭୁବନେଶ୍ୱର, ସେପ୍ଟେମ୍ବର ୨୫: ଥାଲାସେମିଆ ରୋଗ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ସହ ଅଜଣା ରହିଯାଉଥିବା ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ନିରନ୍ତର ସଚେତନତା କାର୍ଯ୍ୟକ୍ରମ ହାତକୁ ନେବାକୁ ଓଡ଼ିଶାର ମାନ୍ୟବର…
Read More...

ପୋର୍ଟାଲରେ ରହିବ ଶ୍ରୀଜଗନ୍ନାଥଙ୍କ ସବୁ ଜମି ଦଖଲକାରୀ ତଥ୍ୟ; ଉପକୃତ ହେବେ ସେବାୟତ ଓ ଅଣସେବାୟତ

ଭୁବନେଶ୍ୱର, ୨୫/୯: ଶ୍ରୀଜଗନ୍ନାଥଙ୍କ ଜମି ବନ୍ଦୋବସ୍ତ ପ୍ରକ୍ରିୟାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି…
Read More...

ହାଇକୋର୍ଟରେ ଖୋର୍ଦ୍ଧା ଜିଲ୍ଲାପାଳ ହାଜର, ବିକଳ୍ପ ପ୍ଲଟ ବ୍ୟବସ୍ଥା କରିବାକୁ ଆଶ୍ବାସନା

କଟକ, ୨୪/୯: ଘରୋଇ ଜମି ଉପରେ ନିର୍ମିତ ବାସଗୃହକୁ ସର୍ବସାଧାରଣ ରାସ୍ତା ନିର୍ମାଣ ପାଇଁ ଭାଙ୍ଗି ଦିଆଯିବା ଅଭିଯୋଗ ନେଇ ଦାୟର ମାମଲାରେ ବୁଧବାରର ନିର୍ଦ୍ଦେଶ ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା…
Read More...

ପରମାଣୁ ଶକ୍ତି ଉତ୍ପାଦନ ସମ୍ଭାବ୍ୟ ଅଧ୍ୟୟନ ପାଇଁ ସରକାରୀ ସ୍ୱୀକୃତି

ଭୁବନେଶ୍ବର, ୨୪/୯: ଶକ୍ତି ଉତ୍ସ ମିଶ୍ରଣରେ  ପରମାଣଉ ଶକ୍ତି ଉତ୍ପାଦନକୁ ସାମିଲ କରିବା ଦିଗରେ ଅନେକ ରାଜ୍ୟ ବହୁ ପୂର୍ବରୁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏବେ ଓଡ଼ିଶାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି।…
Read More...

ନ୍ୟାୟରୁ ବଂଚିତଙ୍କ ସ୍ୱର ହୁଅନ୍ତୁ: ଆଇନ ଛାତ୍ରଛାତ୍ରୀଙ୍କୁ ଜଷ୍ଟିସ୍ ମହାପାତ୍ର

ଭୁବନେଶ୍ୱର, ୨୧/୯: ଆଇନର କ୍ଷେତ୍ର ଓ ପରିସର ଦିନକୁ ଦିନ ବ୍ୟାପକ ହେଉଥିବାରୁ ବର୍ତମାନ ଆଇନ ଶିକ୍ଷା ପ୍ରତି ଆକର୍ଷଣ ବୃଦ୍ଧି ପାଇଛି ବୋଲି ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର କହିଛନ୍ତି ।…
Read More...

ଆଉ ବାତ୍ୟା ଭୟ ନାହିଁ, ୧୧ ଜିଲ୍ଲାକୁ ପ୍ରବଳ ବର୍ଷା ସତର୍କତା

ଭୁବନେଶ୍ୱର, ୨୧/୯: ଦକ୍ଷିଣ-ଉତ୍ତର ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବଡ଼ବାତ୍ୟାର ରୂପ ନେବ ନାହିଁ, ବରଂ ଗଭୀର ଅବପାତର ରୂପ ନେଇ ପ୍ରବଳ ବର୍ଷାହେବ। ଏଣୁ  ଆଗାମୀ ୨/୩ଦିନ ମଧ୍ୟରେ ଦକ୍ଷିଣାଞ୍ଚାଳର ୧୧ଟି…
Read More...

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦/୯: ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ  ଓଡ଼ିଶା ଗସ୍ତ ଅବସରରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟି ସୌଜନ୍ୟମୂଳକ ଆଲୋଚନା କରିଛନ୍ତି। ଆଜି ସକାଳେ…
Read More...

ପୌରପରିଷଦ ସାଧାରଣ ନିର୍ବାଚନ

ଭୁବନେଶ୍ୱର, ୧୮/୯: ରାଜ୍ୟର ପୌରପରିଷଦ, ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଓ ମହାନଗର ନିଗମଗୁଡ଼ିକର ଆଗାମୀ ନିର୍ବାଚନ ପାଇଁ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ସମ୍ପନ୍ନ କରିବା ନିମନ୍ତେ…
Read More...

ଏସ୍‌ବିଆଇ ସହ ଓଡ଼ିଶା ଗୃହ ଓ ନଗର ଉନ୍ନୟନ ବିଭାଗର ଏମ୍‌ଓୟୁ

ଭୁବନେଶ୍ବର, ୧୮/୨୬: ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ (H&UD) ବିଭାଗ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ପେମେଣ୍ଟ ଏଗ୍ରିଗେଟର୍ ସେବା SBIePay ସହ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷର କରିଛି। ଏହି ଚୁକ୍ତିର…
Read More...

ମୟୂରଭଞ୍ଜରେ ବାଂଲାଦେଶର ଗୁଇନ୍ଦା ପାରା

ବୈଶିଙ୍ଗା, ୧୫/୯: ମୟୂରଭଞ୍ଜ ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅଧୀନ କଷିପଦା ଗ୍ରାମରୁ ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ପାରା ଗୋଡ଼ରେ ଲାଗିଥିବା ଏକ ରିଙ୍ଗ୍‌ରେ ବାଂଲାଦେଶ ସମ୍ପର୍କିତ କୋଡ୍‌ ଲେଖାଥିବା…
Read More...