ବିଶିଷ୍ଟ ଶିକ୍ଷାବିତ୍‌ ଡ.ମନୋଜ ରଞ୍ଜନ ନାୟକଙ୍କୁ ତୁଳସୀକ୍ଷେତ୍ର ସମ୍ମାନ

0

ଭୁବନେଶ୍ୱର,୧୯/୦୧: ବିଶିଷ୍ଟ ଶିକ୍ଷାବିତ୍‌ ତଥା ପ୍ରଫେସର ଡ. ମନୋଜ ରଞ୍ଜନ ନାୟକଙ୍କୁ ତୁଳସୀ କ୍ଷେତ୍ର ସମ୍ମାନ ପ୍ରଦାନ କରାଯାଇଛି । ପ୍ରଫେସର ଶ୍ରୀ ନାୟକଙ୍କୁ ବାଞ୍ଚାନିଧି ଦାସ, ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ପୃଷ୍ଠପୋଷକ ତଥା ଅଲାସ୍କା ବିଶ୍ୱବିଦ୍ୟାଳୟର ପ୍ରଫେସର ଡ.ଦେବେନ୍ଦ୍ର କୁମାର ଦାସ ତାଙ୍କ ବାସଭବନରେ ଭେଟି ଏହି ସମ୍ମାନ ପ୍ରଦାନ କରିଛନ୍ତି । ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା ପ୍ରତିଭା ପୂଜା ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି, ପ୍ରମେୟର ଭୁବନେଶ୍ୱର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର ଉପସ୍ଥିତ ରହିଥିଲେ ।

 

Leave A Reply

Your email address will not be published.