ଗୋଟେ ସ୍କୁଲ ରେ କଣ ସବୁ ପିଲା ପାସ୍ କରନ୍ତି ?

0

ଭୁବନେଶ୍ୱର 10/11-  ମୋ ଛାତି ଧଡ଼ ଧଡ଼ ହବାର କିଛି କାରଣ ନାଇଁ ,ମୁଁ ମଦ ଦେଇଛି ନ ମାଂସ ଦେଇଛି.ମୁଁ ଟଙ୍କା ବସ୍ତା ଖୋଲିନି ଯେ ମୁ ଡରିବିI
ଏହା ଥିଲା ବାଲେଶ୍ୱର ନିର୍ବାଚନ ର ସ୍ୱାଧୀନ ପାର୍ଥି ବେଣୁଧର ବାରିକ ଙ୍କ ମନ୍ତବ୍ୟ I ନିର୍ଵାଚନ ରେ ପରାସ୍ତ ହେଲେ ମୋର କିଛି ଡର ନାଇଁ, ଯୋଉମାନେ ଟଙ୍କା ବସ୍ତା ଖୋଲିଥିଲେ ସେମାନେ ଡରିବେ ,ତାଙ୍କ ଛାତି ଧଡ଼ ଧଡ଼ ହବ. ସେମାନଙ୍କର ହାରିବା ପାଇଁ ଡର ରହିବ I ମୁଁ ଅରରୁ ଯାହା ଥିଲି ଏବେ ସେଇଆ ଅଛିI ମୁଁ 1982 ମସିହାରୁ ରାଜନୀତି କରି ଆସିଛି ଏବେ କଣ ପାଇଁ ମୁଁ ଡରିବି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି I ବଞ୍ଚି ଥିଲା ପର୍ଯ୍ୟନ୍ତ ମୁଁ ରାଜନୀତି କରିବି I ଆହୁରି ମଧ୍ୟ କହିଛନ୍ତି ଗୋଟେ ସ୍କୁଲ ରେ ଶହେ ପିଲା ପାଠ ପଢୁଛନ୍ତି ମାନେ କଣ ସବୁ ପିଲା ପାସ୍ କରିବେ ? ସେଥିରୁ କିଛି ପିଲା ପାସ୍ କରିବେ ଆଉ କିଛି ପିଲା ରହିଯିବେI ମରିବି ପଛେ ଡରିବି ନାଇଁ କରିଛି ମୁଇଁ ପଣ ଆଗେଇ ଚାଲ ଆଗେଇ ଚାଲ ରଣ ମୈଦାନ

ଏହା ଥିଲା ସ୍ୱାଧୀନ ପାର୍ଥି ବେଣୁଧର ଙ୍କ ନିର୍ଵାଚ ଫଳା ଫଳ ପର ମନ୍ତବ୍ୟ I

Leave A Reply

Your email address will not be published.