୫୦% କମିବ କୋଭିସିଲ୍ଡ ଟିକା ଉତ୍ପାଦନ

ନୂଆଦିଲ୍ଲୀ, ୭।୧୨: ଆସନ୍ତା ସପ୍ତାହରୁ କୋଭିସିଲ୍ଡ ଟିକା ଉତ୍ପାଦନ ୫୦% କମିବ ବୋଲି କହିଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ସିଇଓ ସରକାରଙ୍କ ପକ୍ଷରୁ କୋଭିସିଲ୍ଡ ଟିକାକୁ ନେଇ କୌଣସି ଅର୍ଡର ନଥିବା କହିଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଆଧାର ପୁନାବାଲା ଫଳରେ ଆସନ୍ତା ସପ୍ତାହରୁ କୋଭିସିଲ୍ଡ ଟିକା ଉତ୍ପାଦନ ୫୦ ପ୍ରତିଶତ କମ୍ ହେବ ବୋଲି ସୂଚନା ଦେଇଛନ୍ତି ପୁନାୱାଲାଦେଶରେ ଏବେ ବି ୧୮ ବର୍ଷରୁ ଊର୍ଧ୍ବ ସମସ୍ତ ବୟସ୍କଙ୍କୁ କରୋନାର ଉଭୟ ଡୋଜ୍ ପ୍ରଦାନ କରାଯାଇ ନାହିଁ ଆଉ ଆଗକୁ ଆହୁରି ଟିକାର ଆବଶ୍ୟକତା ମଧ୍ୟ ପଡ଼ିପାରେ ହେଲେ ସରକାରଙ୍କ ପକ୍ଷରୁ କୋଭିସିଲ୍ଡ ଟିକା ନେଇ ଆଉ ଅର୍ଡର ଦିଆଯାଇ ନାହିଁଫଳରେ ଆଗକୁ ଟିକାର ଉତ୍ପାଦନକୁ ହ୍ରାସ କରାଯାଉଛି ଯଦି ସରକାରଙ୍କୁ ଅଧିକ ଟିକାର ଆବଶ୍ୟକତା ପଡ଼େ ତାହାଲେ ସିରମ୍ ଇନଷ୍ଟିଚ୍ୟୁଟ୍ ଯୋଗାଇ ପାରିବ ନାହିଁ ବୋଲି ଚେତାଇ ଦେଇଛନ୍ତି ପୁନାବାଲା

Comments are closed.