ଡ୍ରାଇଭର ମହାସଂଘର ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ବର, ୧୭/୩ : ଡ୍ରାଇଭର ମହାସଂଘର ଆନ୍ଦୋଳନ ପ୍ରତ୍ୟାହୃତ। ସର୍ବସମ୍ମତି ଆଧାରରେ ଆନ୍ଦୋଳନ ପ୍ରତ୍ୟାହୃତ। ଦାବି ପୂରଣ ପାଇଁ ସରକାରଙ୍କ ପ୍ରତିଶ୍ରୁତି। ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ। ଡ୍ରାଇଭର ମହାସଂଘ…
Read More...

ସୋଆରେ ଦୁଇ ଦିନିଆ କନ୍‌କ୍ଲେଭ୍‌, ଯୋଗ ଦେବେ ୬୦ଟି ଷ୍ଟାର୍ଟଅପ୍

ଭୁବନେଶ୍ୱର ୧୭/୩: କୃଷକମାନଙ୍କୁ ଜଳବାୟୁ ପରିବର୍ତ୍ତନ ସହିତ ତାଳ ଦେଇ କୃଷିକାର୍ଯ୍ୟ କରିବା ତଥା ଅତ୍ୟାଧୁନିକ କୃଷି ପ୍ରଣାଳୀରେ ଅଭ୍ୟସ୍ତ କରାଇବାର ଲକ୍ଷ୍ୟ ନେଇ ନୂତନ ଜ୍ଞାନ କୌଶଳ ଉପରେ କାର୍ଯ୍ୟ କରୁଥିବା ୬୦ ଟି…
Read More...

ରାଜସ୍ଥାନରେ ହେବ ୧୯ ନୂଆ ଜିଲ୍ଲା, ନିର୍ବାଚନ ପୂର୍ବରୁ ଗେହଲଟ୍ ସରକାରଙ୍କ ବଡ଼ ଘୋଷଣା

ଜୟପୁର, ୧୭।୩ : ଚଳିତ ବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଏହି ଘୋଷଣା ରାଜ୍ୟରେ ନିର୍ବାଚନୀ ସମୀକରଣକୁ ବଦଳାଇଦେଇପାରେ। ରାଜ୍ୟରେ ୧୯ଟି ନୂଆ ଜିଲ୍ଲା…
Read More...

୩ ମାସ ମଧ୍ୟରେ ସମାଧାନ ହେବ ଡ୍ରାଇଭରଙ୍କ ଦାବି

ଭୁବନେଶ୍ୱର, ୧୬।୩: ଆସନ୍ତା ୩ ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବିଗୁଡିକୁ ସମାଧାନ କରାଯିବ ବୋଲି ଆଜି ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ କୁହାଯାଇ। ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ ଏନେଇ ଡ୍ରାଇଭର ଏକତା…
Read More...

ଏନ୍‌ସେଫାଲୋସେଲେସ୍ ସମସ୍ୟାରେ ପୀଡ଼ିତ ଥିବା ୪ ବର୍ଷ ଶିଶୁର ବିରଳ ଅସ୍ତ୍ରୋପଚାର କରିବାରେ ସଫଳ ହେଲେ ସମ୍ ସର୍ଜନ୍‌

ଭୁବନେଶ୍ୱର ୧୬/୦୩ : ଏକ ଚାରି ବର୍ଷ ଶିଶୁର ବିରଳ ଅସ୍ତ୍ରୋପଚାର କରି ତାକୁ ସୁସ୍ଥ କରିବାରେ ସଫଳ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ  (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍…
Read More...

ମିଳିତ କାର୍ଯ୍ୟକ୍ରମ ନେଇ ସୋଆ ଓ ଆର୍‌ଏସ୍‌ବି ଟ୍ରାନ୍ସମିସନ୍ସ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର ୧୬/୩ : ଶିଳ୍ପ ନିମନ୍ତେ ଆବଶ୍ୟକୀୟ ଯନ୍ତ୍ରାଂଶ ପ୍ରସ୍ତୁତି ନିମନ୍ତେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ କରିବା ନିମନ୍ତେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପୁନେ ସ୍ଥିତ ଆରଏସବି…
Read More...

ଟ୍ରେଣ୍ଡରେ ବିପଜ୍ଜନକ ରିଲ୍‌ସ, ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର, ୧୫/୦୩ : ସୋସିଆଲ୍‌ ମିଡିଆରୁ ମାଳମାଳ ରିଲ୍‌ସ ମିଳିଯିବ, ଯେଉଁଥିରେ ଅନେକ ବିପଜ୍ଜନକ ବାଇକ୍‌ ଷ୍ଟଣ୍ଡ ଦେଖାଉଛନ୍ତି । ପାହାଡ଼ ଶିଖରରେ ଚଢ଼ି ଭିଡିଓ ବନାଉଛନ୍ତି । ନଚେତ୍‌, ରିଲ୍‌ସ ପାଇଁ ପଶୁପକ୍ଷୀଙ୍କୁ…
Read More...

ଶିକ୍ଷାର ଗୁଣବତ୍ତା ବୃଦ୍ଧିକୁ ନେଇ ସୋଆ ଏବଂ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର , ୧୫/୩ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ଏବଂ  କଟକ ସ୍ଥିତ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ …
Read More...

ରଥକାଠ ସଂଗ୍ରହ ସମ୍ପର୍କିତ ବୈଠକ, ପୂର୍ବ ବର୍ଷର ବଳକା ରହିଛି ୧୧୮ ଖଣ୍ଡ, ଆଉ ଆବଶ୍ୟକ ୭୪୭ ଖଣ୍ଡ କାଠ

  ପୁରୀ ୧୪/୩: ପୁରୀର ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭାବାବେଗ ରଥଯାତ୍ରା ସହ ଜଡ଼ିତ। ତେଣୁ ରଥଯାତ୍ରାର ମୁଖ୍ୟ ଆଧାର ଶ୍ରୀଜୀଉ ମାନଙ୍କ ରଥ ନିର୍ମାଣ ପାଇଁ ସମସ୍ତେ ସହଯୋଗ…
Read More...

ଡ୍ରପଆଉଟ ଛାତ୍ରଛାତ୍ରୀ ଦେଇପାରିବେ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ବର, ୧୪।୩: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫର୍ମ ଫିଲପ୍ କରି ୧୩  ହଜାରରୁ ଊର୍ଦ୍ଧ୍ବ  ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନାହାନ୍ତି। ଉକ୍ତ ଡ୍ରପଆଉଟ ଛାତ୍ରଛାତ୍ରୀମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ ବୋଲି…
Read More...