୨୭ ଓ ୨୮ ତାରିଖ ସଂଧ୍ୟା ୬ରୁ ସକାଳ ୬ ବନ୍ଦ ରହିବ ପେଟ୍ରୋଲ ପମ୍ପ

0

ଭୁବନେଶ୍ବର,୨୬।୫:ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ପ୍ରତିବାଦରେ  ରାଜ୍ୟରେ ୧୨ ଘଣ୍ଟା ବନ୍ଦ ରହିବ ପେଟ୍ରୋଲ ପମ୍ପ। ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ । ଆସନ୍ତା  ୨୭ ଏବଂ ୨୮  ତାରିଖ  ଏହି ଦୁଇ ଦିନ ସନ୍ଧ୍ୟା ୬ରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ପେଟ୍ରୋଲ ପମ୍ପ। ଏନେଇ ରାଜ୍ୟ ପେଟ୍ରୋଲିୟମ  ଡିଲର ଆସୋସିଏସନର ସଭାପତି ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପେଟ୍ରୋଲ ଓ ଡିଜେଲର ଦର ମାତ୍ରାଧିକ ହ୍ରାସ ହେତୁ ଏହିଭଳି  ନିଷ୍ପତ୍ତି ନିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.