ରବୀନ୍ଦ୍ର ନାଥ ସାହୁ ହେଲେ ନୟାଗଡ଼ ଜିଲ୍ଲାପାଳ

ଭୁବନେଶ୍ବର, ୧୦।୧୦: ଆଇଏଏସ୍‌ସ୍ତରରେ ଅଦଳବଦଳ କରାଯାଇଛି। ଏଥିରେ ନୟାଗ ଜିଲାପାଳଙ୍କ ବଦଳି କରାଯାଇଛି। ନୟାଗ ଜିଲ୍ଲାପାଳ ପୋମା ଟୁଡୁଙ୍କୁ ଓଡ଼ିଶା ଷ୍ଟେଟ୍‌ ମେଡିକାଲ କର୍ପୋରେସନ ମ୍ୟାନେଜିଂ ଡାଇରେକ୍ଟର ଭାବେ ବଦଳି କରାଯାଇଛି ନୟାଗ ଜିଲ୍ଲାପାଳ  ଭାବେ  ରାଜ୍ୟ ନିର୍ବାଚନ କମିନ ସଚିବ ରବୀନ୍ଦ୍ର ନାଥ ସାହୁଙ୍କୁ ଦାୟିତ୍ବ ଦିଆଯାଇଛି।

କୁଚିଣ୍ଡା ଉପଜିଲ୍ଲାପାଳ ଆଦିତ୍ୟା ଗୋୟଲଙ୍କୁ  ବରଗ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। ସେହିପରି କୁଲକର୍ଣ୍ଣି ଆଶୁତୋଷଙ୍କୁ  ବ୍ରହ୍ମପୁର ଉପଜିଲ୍ଲାପାଳ ମଧୁମିତାଙ୍କୁ ବାଲିଗୁଡା ଉପଜିଲ୍ଲପାଳବେଦଭୂଷଣଙ୍କୁ ଧର୍ମଗଡ ଉପଜିଲ୍ଲାପାଳଚଭନ କୁନାଲ ମୋତିରାମଙ୍କୁ ବାଲେଶ୍ବର ଓ ବିଭୂତି ଭୂଷଣ ନାୟକଙ୍କୁ କୁଚିଣ୍ଡା ଉପଜିଲାପାଳ ଭାବେ ଦାୟିତ୍ବ ଦିଆଯାଇଛି।

Comments are closed.