ପାଚକ-ପାଚିକାଙ୍କ ପାରିଶ୍ରମିକ ବୃଦ୍ଧି: ଏଣିକି ମାସିକ ମିଳିବ ୩୦୦୦ ଟଙ୍କା

ଭୁବନେଶ୍ୱର, ୨୧/୧:  ପି.ଏମ ପୋଷଣ ଯୋଜନାରେ (ମଧ୍ୟାହ୍ନ ଭୋଜନ) କାମ କରୁଥିବା ଏକ ଲକ୍ଷରୁ ଅଧିକ ପାଚକ, ପାଚିକାମାନଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କରିବା…
Read More...

ଫେବ୍ରୁଆରି ୧୭ରେ ଆସିବ ରାଜ୍ୟ ବଜେଟ୍‌

ଭୁବନେଶ୍ବର, ୨୧/୧: ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆସନ୍ତା ୧୩ ତାରିଖ ଠାରୁ ଆରମ୍ଭ ହେବ। ଏହି ଅଧିବେଶ‌ନରେ ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ୍‌ ଉପସ୍ଥାପନ କରିବେ। ଅର୍ଥ ବିଭାଗର ଦାୟିତ୍ବରେ…
Read More...

ଚିଲିକାରେ ଆରମ୍ଭ ହେଲା ଡଲଫିନ ଗଣନା, ୩ ଦିନ ଧରି ଚାଲିବ

ବ୍ରହ୍ମଗିରି, ୨୦/୧: ଚିଲିକାରେ ଵିରଳ ପ୍ରଜାତି ଇରାୱାଡି ଡଲଫିନ ଗଣନା ଆରମ୍ଭ ହୋଇଛି। ସମଗ୍ର ଚିଲିକାକୁ ୩ଟି  ଜୋନରେ ଭାଗ କରାଯାଇ ଗଣନା କରାଯାଉଛି। ସର୍ଦନ, ନର୍ଦନ ଏବଂ ସେଣ୍ଟ୍ରାଲ ଜୋନ ଏହି ୩ଟି ଜୋନ ରେ ମୋଟ ୧୮ଟି…
Read More...

ଆରଜି କର ଦୁଷ୍କର୍ମ ହତ୍ୟା ମାମଲା: ଦୋଷୀ ସଞ୍ଜୟକୁ ମିଳିଲା ଆଜୀବନ କାରାଦଣ୍ଡ

କୋଲକାତା, ୨୦/୧: ସମଗ୍ର ଦେଶକୁ ଦୋହଲାଇ ଦେଇଥିବା କୋଲକାତା ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ, କୋର୍ଟ ଆଜି ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରଏକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପଶ୍ଚିମବଙ୍ଗର…
Read More...

୧୬୧ ଦିନ ପରେ କୋଲକାତାର ଟ୍ରେନି ଡାକ୍ତରାଣୀଙ୍କୁ ନ୍ୟାୟ: ସଞ୍ଜୟ ରାୟ ଆର.ଜି କର ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ

କୋଲକାତା, ୧୮/୧: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡ୍ୟୁଟିରେ ଥିବା ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିଆଲଦା କୋର୍ଟ ସଞ୍ଜୟ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ…
Read More...

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୭/୧: ଆପଣମାନେ ଯେପରି ଖୁସି ମନରେ ତୀର୍ଥଯାତ୍ରା କରିବାକୁ ଯାଉଛନ୍ତି, ସେହିଭଳି ସୁସ୍ଥ ଓ ନିରାପଦ ଭାବେ ତୀର୍ଥଯାତ୍ରା ସମ୍ପନ୍ନ କରି ଅଶେଷ ପୁଣ୍ୟ ଅର୍ଜନ କରି ଘରକୁ ଫେରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ…
Read More...

ଅଙ୍ଗନୱାଡି କର୍ମଚାରୀଙ୍କ ଦରମା ବୃଦ୍ଧି କରିବେ ସରକାର: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୧୬/୧: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁବାର କହିଛନ୍ତି ଯେ, ପ୍ରସ୍ତାବ ଅନୁଯାୟୀ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା ବୃଦ୍ଧି ଉପରେ ଓଡ଼ିଶା ସରକାର ବିଚାର କରୁଛନ୍ତି। କେନ୍ଦ୍ରୀୟ ଅନୁମୋଦନ ଲୋଡିଥିବା…
Read More...

ପଦ୍ମ ବିଜେତାଙ୍କୁ ସମ୍ମାନସୂଚକ ସହାୟତା ଭାବେ ମାସକୁ ମିଳିବ ୩୦ ହଜାର

ଭୁବନେଶ୍ୱର, ୨୦/୧: ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ପକ୍ଷରୁ ସମ୍ମାନସୂଚକ ସହାୟତା ରାଶି ଘୋଷଣା କରାଯାଇଛି। ସେମାନଙ୍କୁ ମାସିକ ୩୦ ହଜାର ଟଙ୍କା ମିଳିବ । ଓଡ଼ିଶା ସରକାର  ଏହି…
Read More...

ବିଜେଡିକୁ ଦିଆଯାଇଥିବା ଜମିକୁ ଫେରାଇ ଆଣନ୍ତୁ ସରକାର: ଜଗନ୍ନାଥ ପ୍ରଧାନ

ଭୁବନେଶ୍ବର, ୧୩/୧: ବିଜେଡିକୁ ଦିଆଯାଇଥିବା ଜମିକୁ ଫେରାଇ ଆଣନ୍ତୁ ସରକାର। ଦଳୀୟ କାର୍ଯ୍ୟାଳୟ କରିବା ପାଇଁ ବିଜେଡି ଯେଉଁ ସରକାରୀ ଜମି ନେଇଥିଲା ଓ ଶଙ୍ଖଭବନ ନିର୍ମାଣ କରିଥିଲା, ଏବେ ତାହା ହୋଟେଲରେ ପରିଣତ ହୋଇଛି।…
Read More...

ସହଦେବ ନାୟକଙ୍କ ୨ ସନ୍ତାନଙ୍କ ପାଠପଢ଼ା ଦାୟିତ୍ବ ନେଲେ ବିରୋଧୀ ଦଳ ନେତା

ଭୁବନେଶ୍ବର, ୧୧/୧: ରାଜ୍ୟର ଶାସନ ଦାୟିତ୍ବରେ ସିନା ନାହିଁ। ‌ହେଲେ ଓଡ଼ିଆଙ୍କ ଦୁଃଖକୁ ବୁଝିପାରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ସବୁବେଳେ କୁହନ୍ତି, ଓଡ଼ିଶାର ସାଢ଼େ ୪ କୋଟି ଲୋକ ତାଙ୍କର ପରିବାରର…
Read More...