ରାତି ପାହିଲେ ଖୋଲିବ ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାର, ସାଧାରଣ ଭକ୍ତଙ୍କ ପ୍ରବେଶ ନେଇ ଲାଗିବ କଟକଣା

ପୁରୀ, ୧୭/୭: ମହାପ୍ରଭୁଙ୍କ ବାହାର ରତ୍ନଭଣ୍ଡାର ଗତ ୧୪ ତାରିଖ ଦିନ  ଖୋଲିସାରିଛି। ଆସନ୍ତାକାଲି ଭିତର ରତ୍ନଭଣ୍ଡାର ଖୋଲିବ। ମହାପ୍ରଭୁଙ୍କ ଏହି ରତ୍ନଭଣ୍ଡାର ସକାଳ ୯ଟା ୫୧ରୁ ୧୨ଟା ୧୫ର ମଧ୍ୟରେ ଖୋଲାଯିବ। ଭିତର…
Read More...

ନିଲମ୍ବନ ଉଠିବା ପରେ ଆଇପିଏସ୍‌ ଡିଏସ୍‌ କୁଟ୍ଟେଙ୍କୁ ଓଏସ୍‌ଡି ଭାବେ ନିଯୁକ୍ତି ଦେଲେ ସରକାର

ଭୁବନେଶ୍ବର, ୧୫/୭: ରାଜ୍ୟ ସରକାରଙ୍କ ଗୃହ ବିଭାଗ ୧୯୯୭ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଡିଏସ୍‌ କୁଟ୍ଟେଙ୍କୁ ଓଏସ୍‌ଡି ଭାବେ ନିଯୁକ୍ତି ଦେଇଛନ୍ତି। ଗୃହ ବିଭାଗ ପକ୍ଷରୁ ଏନେଇ ଆଜି ନିର୍ଦ୍ଦେଶନାମା ଜାରି ହୋଇଛି।…
Read More...

ଝାରସୁଗୁଡ଼ା ବିଧାୟକଙ୍କ ନିର୍ବାଚନକୁ ଚାଲେଞ୍ଜ, ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଦୀପାଳି ଦାସ

କଟକ, ୧୨/୭ : ହାଇକୋର୍ଟରେ ଝାରସୁଗୁଡ଼ା ବିଧାନସଭା ଆସନ ନିର୍ବାଚନ ପ୍ରସଂଗ ପହଞ୍ଚିଛି। ପୂର୍ବତନ ବିଧାୟକ ଦୀପାଳି ଦାସ ହାଇକୋର୍ଟରେ ନିର୍ବାଚନୀ ମୋକଦ୍ଦମା ରୁଜୁ କରିଛନ୍ତି। ଝାରସୁଗୁଡ଼ା ଆସନରୁ ବିଧାୟକ ଭାବେ…
Read More...

ସୋଆ ଏବଂ ଏଭିଏନ୍‌ଏଲ୍ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର, ୧୨/୦୭: ଯୁଗ୍ମ ଗବେଷଣା, ପରାମର୍ଶ, ଶିକ୍ଷା, ପ୍ରଶିକ୍ଷଣ ଓ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ଆର୍‌ମୋର୍ଡ ଭେହିକିଲ୍ସ ନିଗମ ଲିମିଟେଡ୍ (ଏଭିଏନ୍‌ଏଲ୍‌) ଓ ଶିକ୍ଷା ଓ…
Read More...

ଅରବିନ୍ଦ ପାଢ଼ୀ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ, ୨୨/୭: ବଡ଼ ଠାକୁରଙ୍କ ପହଣ୍ଡି ଅଘଟଣ ପରେ ଆକ୍ସନ ମୋଡ଼ରେ ରାଜ୍ୟ ସରକାର। ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଅରବିନ୍ଦ ପାଢୀଙ୍କୁ ମିଳିଲା ଦାୟିତ୍ବ। ଗୁରୁବାର ରାତି ଅଧିଆ ଆଇନ…
Read More...

କାଲିଠାରୁ ଭକ୍ତଙ୍କୁ ମିଳିବ ଆଡ଼ପ ଦର୍ଶନ ସହ ଆଡ଼ପ ଅବଢ଼ା

ପୁରୀ, ୯/୭: ରତ୍ନବେଦି ଛାଡ଼ି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ଚତୁର୍ଦ୍ଧା ବିଗ୍ରହ ବଡ଼ଦାଣ୍ଡରେ ତିନିଦିନର ଲୀଳାଖେଳ ସାରି ଆଜି ଜନ୍ମବେଦି(ଆଡ଼ପମଣ୍ଡପ)କୁ ବିଜେ କରୁଛନ୍ତି। ସୋମବାରଠାରୁ…
Read More...

ଆଡ଼ପ ପହଣ୍ଡିରେ ଅଘଟଣ: ରଥରୁ ଓହ୍ଲାଇଲା ‌ବେଳେ ହାମୁଡ଼ି ପଡ଼ିଲେ ପ୍ରଭୁ ବଳଭଦ୍ର, ୫ ସେବାୟତ ଆହତ

ପୁରୀ, ୯/୭: ଶ୍ରୀକ୍ଷେତ୍ରର ଶରଧାବାଲିରେ ମଙ୍ଗଳବାର ଆଡ଼ପ ପହଣ୍ଡି ସମୟରେ ଅଘଟଣ ଘଟିଛି। ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ ନୀତି ବେଳେ ଏହି ଅଘଟଣ ଘଟିଛି। ଫଳରେ ୫ ଜଣ ସେବାୟତ ଆହତ ଥିବା ଜଣାପଡ଼ିଛି।…
Read More...

ଜଗନ୍ନାଥଙ୍କ ଭଜନକୁ ଅଶ୍ଳୀଳ ଭାବରେ ଗାଇବା ପରେ ହ୍ୟୁମାନଙ୍କ ନାମରେ ଥାନାରେ ଅଭିଯୋଗ

ଭୁବନେଶ୍ୱର, ୮/୭: ପୁଣି ଥରେ ଅଡୁଆରେ ପଡିଲେ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର । ତାଙ୍କ ସହ ସିଙ୍ଗର ରୁକୁ ସୁନାଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ଏଥର ଭଜନକୁ ନେଇ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ହ୍ୟୁମାନ ସାଗର…
Read More...

କିଶୋର ଜେନା ଓ ଅମିତ ରୋହିଦାସଙ୍କୁ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର, ୮/୭: ଆଗାମୀ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର ଦୁଇ ଯୁବ ତାରକା  କିଶୋର ଜେନା ଏବଂ  ଅମିତ ରେହିଦାସଙ୍କୁ ଲକ୍ଷ୍ୟ ସାଧନ ଦିଗରେ ପ୍ରୋତ୍ସାହିତ କରିବା…
Read More...

ରଥଯାତ୍ରାର ଭିଡ଼ ଭିତରେ ଅଣନିଃଶ୍ବାସୀ ହୋଇଗଲେ ଜଣେ ଭକ୍ତ, ଡାକ୍ତରଖାନାରେ ମୃତ ଘୋଷିତ

ପୁରୀ, ୭/୭: ଶ୍ରୀକ୍ଷେତ୍ର ରଥଯାତ୍ରାରେ ରବିବାର ସନ୍ଧ୍ୟାରେ ଅଘଟଣ ଘଟିଛି। ପ୍ରବଳ ଭିଡ଼ ଯୋଗୁଁ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ ଆଜି ସନ୍ଧ୍ୟା ୫ଟା…
Read More...