Browsing Category

ସଂସ୍କୃତି / ପର୍ଯ୍ୟଟନ

ଶେଷନିଦ୍ରାରେ ତବଲା ବାଦକ ପଣ୍ଡିତ ଉମେଶ କର

ଭୁବନେଶ୍ୱର, ୮।୧୦: ପ୍ରଖ୍ୟାତ ତାବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କର ଆଉ ନାହାନ୍ତି। ଆଜି ସକାଳେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ…
Read More...

ଖୋଲିଲା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ

ବାରିପଦା, ୧/୧୧: ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ମୟୂରଭଞ୍ଜ ଜିଲ୍ଲାସ୍ଥିତ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ। ନଭେମ୍ବର ୧ ତାରିଖରୁ ୨୦୨୩ ମସିହା ଜୁନ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଅଭୟାରଣ୍ୟ ଭିତରକୁ ପ୍ରବେଶ…
Read More...

ଗାନ୍ଧୀ ଶିଳ୍ପବଜାର-୨୦୨୨ ଉଦ୍‌ଘାଟିତ: ୧୨ଟି ରାଜ୍ୟର ହସ୍ତଶିଳ୍ପ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରୟ

ଭୁବନେଶ୍ୱର, ୩୦।୧୦: ଭୁବନେଶ୍ବର ଏକାମ୍ର ହାଟଠାରେ ସର୍ବଭାରତୀୟ ସ୍ତରର ପ୍ରଦର୍ଶନୀ-‘ଗାନ୍ଧୀ ଶିଳ୍ପବଜାର୨୦୨୨ ଆରମ୍ଭ ହୋଇଛି।  ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ, ଏବଂ ରାଜ୍ୟ ସମବାୟ…
Read More...

ଜୟପୁର ବିମାନ ବନ୍ଦରକୁ ମିଳିଲା ଲାଇସେନ୍ସ

ଭୁବନେଶ୍ବର, ୨୦।୧୦: ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାକୁ ଖୁବଶୀଘ୍ର ବିମାନ ସଂଯୋଗ ସୁବିଧା ମିଳିବ। ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ପକ୍ଷରୁ କୋରାପୁଟର ଜୟପୁରସ୍ଥିତ ବିମାନ…
Read More...

୭ ସ୍ଥାନରେ ବାଣ ବିକ୍ରିକୁ ଅନୁମତି

ଭୁବନେଶ୍ୱର, ୧୫।୧୦: ଦୁଇ ବର୍ଷ ପରେ ବେଶ୍‌ ଜାକଜକମରେ ପାଳନ ହେବ ଦୀପାବଳି। ଦୀପରେ ସଜ୍ଜିତ ରାଜଧାନୀ ବାଣର ଶବ୍ଦ‌େରେ କମ୍ପିକ। ଏଥର ରାଜଧାନୀର ୭ଟି ଜାଗାରେ ବାଣ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ…
Read More...

ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାରେ ୧୦ କୋଟି ୩୫ ଲକ୍ଷ ଟଙ୍କାର ବେପାର

ଭୁବନେଶ୍ୱର, ୧୩।୧୦: ଓଡ଼ିଶା ସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ‘ବୟନିକା’ ଆନୁକୂଲ୍ୟରେ ପ୍ରଦର୍ଶନୀ ପଡ଼ିଆ ଓ ଏକାମ୍ର ହାଟରେ ଆରମ୍ଭ ହୋଇଥିବା ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଅକ୍ଟୋବର ୧୨…
Read More...

ଆଜି ପବିତ୍ର କୁମାର ପୂର୍ଣ୍ଣିମା, ଶ୍ରୀସୁଦର୍ଶନଙ୍କ ନଗର ବିଜେ ନୀତି

ପୁରୀ, ୯/୧୦: ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତି। ମହାଲକ୍ଷ୍ମୀ ଓ ମହାପ୍ରଭୁଙ୍କ ମଧ୍ୟରେ ପାରମ୍ପରିକ ଦ୍ୟୂତକ୍ରୀଡ଼ା ପ୍ରତିଯୋଗିତା ହେବ। ମା’ଲକ୍ଷ୍ମୀ ସାଆନ୍ତାଣୀଙ୍କଠାରୁ…
Read More...

ଅଭିନେତ୍ରୀ ଆଶା ପାରେଖ ପାଇଲେ ‘ଦାଦା ସାହେବ ଫାଲକେ ପୁରସ୍କାର’

ନୂଆଦିଲ୍ଲୀ, ୩୦।୯: ବଲିଉଡ୍‌ର ପ୍ରଖ୍ୟାତ ଅଭିନେତ୍ରୀ ଆଶା ପାରେଖ ଆଜି ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ‘ଦାଦା ସାହେବ ଫାଲକେ ପୁରସ୍କାର’ ଗ୍ରହଣ କରିଛନ୍ତି। ୨୦୨୦ ବର୍ଷ ପାଇଁ ତାଙ୍କୁ ଚଳଚ୍ଚିତ୍ର…
Read More...

କୋଣାର୍କ ସୌନ୍ଦର୍ଯ୍ୟକରଣ: ୩୦ ଏକରରେ ରହିବ ଲ୍ୟାଣ୍ଡସ୍କେପିଙ୍ଗ

କୋଣାର୍କ ୨୧/୯: ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର ଭିତିଭୂମିକୁ ଆନ୍ତର୍ଜାତୀୟସ୍ତରୀୟ କରିବା ପାଇଁ ଜୋରଦାର ପ୍ରସ୍ତୁତ ଚଳାଇଛନ୍ତି ରାଜ୍ୟ ସରକାର। ଚନ୍ଦ୍ରଭାଗା ବେଳାଭୂମି ସୌନ୍ଦର୍ଯ୍ୟକରଣ ନିମନ୍ତେ ୪୬ କୋଟି, କୋଣାର୍କ…
Read More...

ପୁରୀ ବେଳାଭୂମିରେ ଫୁଲଡ୍ରେସ ଏୟାର ସୋ’

ପୁରୀ, ୧୭/୯: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହେଉଛି। ଏହାକୁ ଅଧିକ ଦେଶପ୍ରେମ କରିବା ଉଦ୍ଦେଶ୍ୟରେ ବାୟୁସେନାର ୯ଟି ହକ୍ ବିମାନ ଦ୍ଵାରା ସୂର୍ଯ୍ୟ କିରଣ ସୋ…
Read More...