Browsing Category

ସଂସ୍କୃତି / ପର୍ଯ୍ୟଟନ

ଦୈତାରୀ ପଣ୍ଡାଙ୍କ ନାମରେ ଥାନାରେ ଅଭିଯୋଗ

ଭୁବନେଶ୍ୱର, ୬।୭: ‘ଜୁନ ୨୧ ତାରିଖରୁ ପାର୍ବତୀ ଗଣନାଟ୍ୟର ଅଖାଡ଼ାକୁ ଦୈତ୍ୟାରୀ ପଣ୍ଡା ଆସିବା କଥା। ଏଥିପାଇଁ ସେ ପାର୍ଟି ଠାରୁ ଅଗ୍ରିମ ଆକାରରେ ୧୫ ଲକ୍ଷ ଟଙ୍କା ମଧ୍ୟ ନେଇଛନ୍ତି। କିନ୍ତୁ ୧୫ ଦିନରୁ ଅଧିକ ସମୟ…
Read More...

ସାରଳା ମହାଭାରତର  ପାଠ ଆଧାରିତ ପ୍ରସ୍ତୁତି ଦଶଟି ପର୍ବ ସୋଆ ପକ୍ଷରୁ ପ୍ରକାଶିତ

ଭୁବନେଶ୍ୱର, ୨/୦୭: ଆଦିକବି ସାରଳା ଦାସଙ୍କ ଭଳି ସନ୍ଥ କବିଙ୍କର କୃତି ଭାରତୀୟ ସାହିତ୍ୟ ଓ ସଂସ୍କୃତିକୁ ନୂତନ ଦିଗ ଦେଖାଇବା ସହ ଲୋକମାନଙ୍କୁ କାଳାତୀତ ଶାସ୍ତ୍ରକୁ ସକ୍ରିୟ ଏବଂ ସଶକ୍ତ କରାଇବାରେ ବାଟ କଢ଼ାଇଛି। ନୂତନ…
Read More...

ରଥ-ପଥ, ଭକ୍ତ-ଭଗବାନ ମହାମିଳନ

ପୁରୀ,୧/୭: ରତ୍ନ ସିଂହାସନରୁ ଓହ୍ଲାଇ ଆସିଛନ୍ତି କାଳିଆ ସାଆନ୍ତ। ଦୀର୍ଘ ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ହେଲା ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଭକ୍ତ-ଭଗବାନଙ୍କ ହେଲା ଅପୂର୍ବ ମିଳନ। ନିର୍ଦ୍ଧାରିତ ସମୟର ଢ଼େର ପୂର୍ବରୁ…
Read More...

ଆତ୍ମହତ୍ୟାର ଦୀର୍ଘ ସମୟ ପୂର୍ବରୁ କିଛି ଖାଇନଥିଲେ ରାଇମୋହନ

ଭୁବନେଶ୍ୱର,୨୯/୬: ଓଲିଉଡ୍ର ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ମଞ୍ଚେଶ୍ୱର ଥାନା ପୁଲିସକୁ ହସ୍ତାନ୍ତର ହୋଇଛି। ଶ୍ୱାସରୁଦ୍ଧ (ଆସ୍ପିକ୍ସିଆ) ହିଁ ମୃତ୍ୟୁର କାରଣ ବୋଲି ରିପୋର୍ଟରେ…
Read More...

ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ଵର, ୨୭।୬: ଆସନ୍ତା ୧ ତାରିଖରେ ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ। ରଥଯାତ୍ରା ଭିଡ଼ରେ ମାସ୍କ ପିନ୍ଧନ୍ତୁ। ଲକ୍ଷଣ ଥିଲେ ପୁରୀ…
Read More...

ଆଉନାହାନ୍ତି ଅଭିନେତା ରାଇମୋହନ

ଭୁବନେଶ୍ବର, ୨୪।୬: ଆଉ ନାହାନ୍ତି ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ ପରିଡ଼ା। ଆତ୍ମହତ୍ୟା କରିଛନ୍ତି ଏହି ଲୋକପ୍ରିୟ ଅଭିନେତା। ପଳାଶୁଣୀର ପ୍ରାଚୀ ବିହାର ସ୍ଥିତ ଘରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।…
Read More...

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ପୁରୀ ୧୮/୦୬: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତି ବୈଠକରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ପୂର୍ବାହ୍ନ ସାଢ଼େ ୧୧ଟାରେ ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ଭିଡିଓ…
Read More...

ସରିଲା ଦେବ ସ୍ନାନ, ୧୫ ଦିନ ପରେ ରଥଯାତ୍ରାରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତି

ପୁରୀ, ୧୪।୬: ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ବିଗୁଲ ବାଜି ସାରିଛି। ଆଜି ସ୍ନାନବେଦୀରେ ମହାସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତି। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଆଜି ସଂପୂର୍ଣ୍ଣ ନୀତିବିଧି ସହକାରେ ପୁରୀ…
Read More...

ଦେବସ୍ନାନ ପୂର୍ଣ୍ଣିମା ନିମନ୍ତେ ଟ୍ରାଫିକ୍‌ କଟକଣା ଲାଗୁ

ପୁରୀ,୧୨/୬: ଦେବସ୍ନାନ ପୂର୍ଣ୍ଣିମା ନିମନ୍ତେ ସ୍ୱତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା ଲାଗୁ ହେବ। ଜୁନ୍‌ ୧୩ ତାରିଖ ରାତି ୧୨ଟାରୁ ଏହି କଟକଣା ଲାଗୁ ରହିବ। ସ୍ନାନବେଦୀରୁ ମହାପ୍ରଭୁଙ୍କ ବାହୁଡ଼ା ପହଣ୍ଡି ପର୍ଯ୍ୟନ୍ତ ଏହି…
Read More...

୯ରୁ ଚିଲିକାରେ ଚାଲିବ ହାଉସ୍‌ବୋଟ୍ ‘ଗରୁଡ଼’

ଭୁବନେଶ୍ୱର ୭/୬: ପର୍ଯ୍ୟଟନର ଶ୍ରୀବୃଦ୍ଧି ସାଙ୍ଗକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଚିଲିକାରେ ଆସନ୍ତା ଜୁନ୍‌ ୯ ତାରିଖରୁ ଚାଲିବ ହାଉସ୍‌ବୋଟ୍‌। ଏହା ହେଉଛି ରାଜ୍ୟରେ ପ୍ରଥମ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ…
Read More...