Browsing Category

ଦେଶ ବିଦେଶ

ମୋଦିଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ବର, ୬/୩ : ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତୀବ୍ର ହୋଇଛି। ୟୁକ୍ରେନରୁ ଭାରତୀୟମାନଙ୍କୁ ଉଦ୍ଧାର କାର୍ଯ୍ୟ ବି ଜାରି ରହିଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି…
Read More...

ବେଲାରୁଷ-ପୋଲାଣ୍ଡ ସୀମାରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା

ନୂଆଦିଲ୍ଲୀ, ୩।୩: ଋଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ସଙ୍କଟ ଭିତରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ବସିଛି। ବେଲାରୁଷ-ପୋଲାଣ୍ଡ ସୀମାରେ ଉଭୟ ଦେଶ ମଧ୍ୟରେ ଶାନ୍ତି ପାଇଁ ଆରମ୍ଭ ହୋଇଛି ବୈଠକ। ବୈଠକରେ ଋଷ ଓ…
Read More...

ଆଜି ପୁଣି ପୁଟିନଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ, ୨।୩: ୟୁକ୍ରେନର ସ୍ଥିତି ଦିନକୁ ଦିନ ଜଟିଳ ହେଉଥିବାରୁ ଆଜି ପୁଣିଥରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୟୁକ୍ରେନର ବିଭିନ୍ନ ପ୍ରାନ୍ତରେ ଫସି…
Read More...

ଆଲୋଚନା ପାଇଁ ରାଜି ହେଲା ୟୁକ୍ରେନ, ବେଲାରୁଷରେ ଶାନ୍ତି ଆଲୋଚନା

ନୂଆଦିଲ୍ଲୀ, ୨୭।୨: ଭୟାବହ ଯୁଦ୍ଧ ମଧ୍ୟରେ ୟୁକ୍ରେନ-ରୁଷ ମଧ୍ୟରେ ଆଲୋଚନାର ଆଶା ସଞ୍ଚାର ହୋଇଛି। ବେଲାରୁଷରେ ଶାନ୍ତି ଆଲୋଚନା ପାଇଁ ରାଜି ହୋଇଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି। ବେଲାରୁଷ ସୀମାରେ…
Read More...

୧୨ରୁ ୧୮ ବର୍ଷ ପିଲାଙ୍କୁ କୋର୍ବେଭାକ୍ସ ଟିକା, ମିଳିଲା ଅନୁମତି

ନୂଆଦିଲ୍ଲୀ, ୨୧।୨: ଦେଶରେ କରୋନା ଭୂତାଣୁର ବିପଦ ହୁଏତ ସାମାନ୍ୟ ଟଳିଯାଇଛି, କିନ୍ତୁ ଏହା ବିରୋଧରେ ଟିକାକରଣ ଅଭିଯାନ ଲଗାତର ଜାରି ରହିଛି। ଏବେ କରୋନାର ଭ୍ୟାକସିନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ୧୫ରୁ ୧୮ ବର୍ଷର…
Read More...

ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ଫେରିଗଲେ ରାଷ୍ଟ୍ରପତି

ଭୁବନେଶ୍ବର, ୨୦।୨: ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ଆଜି ପ୍ରତ୍ୟାବର୍ତ୍ତନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର…
Read More...

ପରଲୋକରେ ବାପି ଲାହିରି

ଭୁବନେଶ୍ବର, ୧୬।୨: ପ୍ରସିଦ୍ଧ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ତଥା ଡିସ୍କୋ କିଙ୍ଗ ବାପି ଲାହିରି ଆଉ ନାହାନ୍ତି। ମୁମ୍ବାଇର ଜୁହୁର କ୍ରିଟିକେୟାର ହସ୍ପିଟାଲରେ ବାପି ଦା’ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ…
Read More...

କଡ଼ା ଚେତାବନୀ ଦେଲେ ସୁପ୍ରିମକୋର୍ଟ: ହିଜାବ ବିବାଦକୁ ଜାତୀୟ ପ୍ରସଙ୍ଗ କର ନାହିଁ

ନୂଆଦିଲ୍ଲୀ, ୧୧।୨: ‘ହିଜାବ ବିବାଦକୁ ଜାତୀୟ ସ୍ତରର ପ୍ରସଙ୍ଗ କରନ୍ତୁ ନାହିଁ। ଏହାର ଜରୁରୀ ଶୁଣାଣିର କୌଣସି ଆବଶ୍ୟକତା ନାହିଁ। ଠିକ୍‌ ସମୟରେ  ହସ୍ତକ୍ଷେପ ସହ ଏହାର ଶୁଣାଣି କରାଯିବ।’  ହିଜାବ ବିବାଦକୁ ନେଇ…
Read More...

୧୧ ବରିଷ୍ଠ ଅଧିକାରୀଙ୍କୁ ଆଇଏଏସ୍ ପଦବୀକୁ ପଦୋନ୍ନତି

ଭୁବନେଶ୍ବର, ୨୧।୧: ଓଡ଼ିଶା ପ୍ରଶାସନିକ ସେବାର ୧୧ଜଣ ବରିଷ୍ଠ ଅଧିକାରୀଙ୍କୁ ଆଜି କେନ୍ଦ୍ର ସରକାର ଆଇଏଏସ୍ ପଦବୀକୁ ପଦୋନ୍ନତି ଦେଇଛନ୍ତି। ଏନେଇ ଆଜି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି…
Read More...

ଆତଙ୍କବାଦୀଙ୍କ ଟାର୍ଗେଟରେ ଗଣତନ୍ତ୍ର ଦିବସ: ସତର୍କ କଲା ଗୁଇନ୍ଦା ବିଭାଗ

ନୂଆଦିଲ୍ଲୀ, ୧୮।୧: ଆସନ୍ତା ଗଣତନ୍ତ୍ର ଦିବସରେ ହମଲା କରିବାକୁ ଯୋଜନା କରିଛନ୍ତି ଆତଙ୍କବାଦୀ। ଗଣତନ୍ତ୍ର ଦିବସରେ ଦିଲ୍ଲୀରୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ସମ୍ବୋଧନ କରିବେ। ଏହି କାର୍ଯ୍ୟକ୍ରମରେ…
Read More...