Browsing Category

ଦେଶ ବିଦେଶ

ଜାନୁଆରି ୨୪ ନୁହେଁ ୨୩ରୁ ଆରମ୍ଭ ହେବ ଗଣତନ୍ତ୍ର ଦିବସ ପ୍ରସ୍ତୁତି ପର୍ବ

ନୂଆଦିଲ୍ଲୀ, ୧୫।୧: ଦେଶର ଗଣତନ୍ତ୍ର ଉତ୍ସବ ପାଳନକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ପ୍ରତିବର୍ଷ ଜାନୁଆରୀ ୨୪ରୁ ଦେଶରେ ଗଣତନ୍ତ୍ର ଦିବସ ପାଇଁ ଉତ୍ସବ ପାଳନ ଆରମ୍ଭ ହୋଇଥାଏ। ହେଲେ ଏଣିକି ୨୩ ତାରିଖରୁ…
Read More...

୩୧ରୁ ବଜେଟ ଅଧିବେଶନ, ଫେବୃଆରୀ ପହିଲାରେ ଆଗତ ହେବ ବଜେଟ

ନୂଆଦିଲ୍ଲୀ, ୧୪।୧:  ଆସନ୍ତା ୩୧ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ। ଆଜି ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଫେବୃଆରୀ ପହିଲାରେ ବଜେଟ ଆଗତ ହେବ। ଏପ୍ରିଲ ୮ ତାରିଖ ଯାଏ ଚାଲିବ ଅଧିବେଶନ। ପ୍ରଥମ ଦିନ…
Read More...

ୟୁପି ନିର୍ବାଚନ ପାଇଁ ଉନ୍ନାଉ ପୀଡ଼ିତାଙ୍କ ମା’ଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଲକ୍ଷ୍ନୌ, ୧୩।୧: ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ ସମସ୍ତ ଦଳ ଅଣ୍ଟା ଭିଡ଼ିଛନ୍ତି। ବିଭିନ୍ନ ନେତାମାନେ ମଧ୍ୟ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଉଛନ୍ତି। କିନ୍ତୁ ଏହି ଉତ୍ତେଜନା ମଧ୍ୟରେ କଂଗ୍ରେସ ଆଜି ପ୍ରାର୍ଥୀଙ୍କ ପ୍ରଥମ…
Read More...

ଏସ୍‌ ସୋମନାଥ ପରବର୍ତ୍ତୀ ଇସ୍ରୋ ମୁଖ୍ୟ

ନୂଆଦିଲ୍ଲୀ, ୧୧।୧: ଦେଶର ପରବର୍ତ୍ତୀ ଇସ୍ରୋ ମୁଖ୍ୟ ଭାବେ ଆଜି କେନ୍ଦ୍ର ସରକାର ବରିଷ୍ଠ ବୈଜ୍ଞାନିକ ଏସ୍‌ ସୋମନାଥଙ୍କୁ ନିଯୁକ୍ତି ଦେଇଛନ୍ତି। ସେ ବର୍ତ୍ତମାନ ଇସ୍ରୋ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା କେ ଶିବନଙ୍କ…
Read More...

କରୋନା ପରେ ନିମୋନିଆରେ ପୀଡ଼ିତ ଲତା ମଙ୍ଗେସକର

ମୁମ୍ବାଇ, ୧୨।୧: କରୋନା ପରେ ନିମୋନିଆରେ ପୀଡ଼ିତ ହୋଇଛନ୍ତି ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର। ଶନିବାର ରାତିରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କୁ ମୁମ୍ବାଇର ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଭର୍ତ୍ତି…
Read More...

ଘୋଷଣା ହେଲା ୫ ରାଜ୍ୟ ବିଧରନସଭା ନିର୍ବାଚନ ତାରିଖ

ନୂଆଦିଲ୍ଲୀ, ୮।୧: ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଥିବା ବେଳେ ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ ହୋଇଯାଇଛି। କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଏଥର ଲୋକଙ୍କ ସୁରକ୍ଷାକୁ…
Read More...

୨୪ ଘଣ୍ଟାରେ ମୁମ୍ବାଇରେ ୬୩୪୭ଟି ନୂଆ କରୋନା ମାମଲା

ମୁମ୍ୱାଇ, ୧।୧: ଦେଶରେ କରୋନାର ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ମୁମ୍ୱାଇରେ କରୋନା ବିସ୍ଫୋରଣ ହେଉଛି। ମହାନଗର ମୁମ୍ୱାଇରେ ଗତ ୨୪ ଘଣ୍ଟାରେ କରୋନାର ୬୩୪୭ଟି ନୂଆ ମାମଲା ସାମନାକୁ ଆସିଛି। ଯେବେ କି ଗୋଟିଏ ମୃତ୍ୟୁ…
Read More...

ଜାନୁଆରି ୨୬ରୁ ଝାରଖଣ୍ଡରେ ୨୫ଟଙ୍କା ଶସ୍ତାରେ ମିଳିବ ପେଟ୍ରୋଲ

ରାଞ୍ଚି, ୨୯।୧୨: ଟଙ୍କେ କି ଦୁଇ ଟଙ୍କା ନୁହେଁ ପୂରା ୨୫ ଟଙ୍କା ଶସ୍ତାରେ ମିଳିବ ତୈଳ। ଆଜି ଏଭଳି କିଛି ବଡ଼ ଘୋଷଣା କରିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ତେବେ ଏହି ଶସ୍ତା ପେଟ୍ରୋଲ ଡିଜେଲର ଲାଭ କେବଳ…
Read More...

ସ୍ବାସ୍ଥ୍ୟବୀମା ପଲିସିକୁ ନେଇ ଆଉ ଚଳିବନି ବାହାନା, ବଡ଼ ରାୟ ଦେଲେ ସୁପ୍ରିମକୋର୍ଟ

ଭୁବନେଶ୍ବର, ୨୯।୧୨: ସ୍ୱାସ୍ଥ୍ୟବୀମା ପଲିସି ନେଇ କୌଣସି ବାହାନା ଦେଖାଇ କ୍ଲେମ ପ୍ରତ୍ୟାଖ୍ୟାନ କରିପାରିବେନି କମ୍ପାନି। ଥରେ ସ୍ୱାସ୍ଥ୍ୟ ବୀମା କରିବା ପରେ କମ୍ପାନି ବର୍ତ୍ତମାନର ସ୍ୱାସ୍ଥ୍ୟ କଥା କହି ହିତାଧିକାରୀଙ୍କ…
Read More...

ରାଜଧାନୀ ପରେ ଏବେ କଟକରେ କଣ୍ଟେନମେଣ୍ଟ ଜୋନ୍

କଟକ, ୨୭।୧୨: କଟକ ସହରକୁ ଫେରିଲା କଣ୍ଟେନମେଣ୍ଟ। ଗୋଟିଏ ପରିବାରର ୬ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ସିଏମସି କଣ୍ଟେନମେଣ୍ଟ ଘୋଷଣା କରିଛି। କଟକ ନୂଆ ରାଉସାପାଟଣାର ଗୋପବନ୍ଧୁ ବିହାରରେ ଏହି ମାଇକ୍ରୋ…
Read More...