Browsing Category
ମୁଖ୍ୟ ଖବର
ଅଙ୍ଗନୱାଡି କର୍ମଚାରୀଙ୍କ ଦରମା ବୃଦ୍ଧି କରିବେ ସରକାର: ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ବର, ୧୬/୧: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁବାର କହିଛନ୍ତି ଯେ, ପ୍ରସ୍ତାବ ଅନୁଯାୟୀ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା ବୃଦ୍ଧି ଉପରେ ଓଡ଼ିଶା ସରକାର ବିଚାର କରୁଛନ୍ତି। କେନ୍ଦ୍ରୀୟ ଅନୁମୋଦନ ଲୋଡିଥିବା…
Read More...
Read More...
ପଦ୍ମ ବିଜେତାଙ୍କୁ ସମ୍ମାନସୂଚକ ସହାୟତା ଭାବେ ମାସକୁ ମିଳିବ ୩୦ ହଜାର
ଭୁବନେଶ୍ୱର, ୨୦/୧: ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ପକ୍ଷରୁ ସମ୍ମାନସୂଚକ ସହାୟତା ରାଶି ଘୋଷଣା କରାଯାଇଛି। ସେମାନଙ୍କୁ ମାସିକ ୩୦ ହଜାର ଟଙ୍କା ମିଳିବ । ଓଡ଼ିଶା ସରକାର ଏହି…
Read More...
Read More...
ବିଜେଡିକୁ ଦିଆଯାଇଥିବା ଜମିକୁ ଫେରାଇ ଆଣନ୍ତୁ ସରକାର: ଜଗନ୍ନାଥ ପ୍ରଧାନ
ଭୁବନେଶ୍ବର, ୧୩/୧: ବିଜେଡିକୁ ଦିଆଯାଇଥିବା ଜମିକୁ ଫେରାଇ ଆଣନ୍ତୁ ସରକାର। ଦଳୀୟ କାର୍ଯ୍ୟାଳୟ କରିବା ପାଇଁ ବିଜେଡି ଯେଉଁ ସରକାରୀ ଜମି ନେଇଥିଲା ଓ ଶଙ୍ଖଭବନ ନିର୍ମାଣ କରିଥିଲା, ଏବେ ତାହା ହୋଟେଲରେ ପରିଣତ ହୋଇଛି।…
Read More...
Read More...
ସହଦେବ ନାୟକଙ୍କ ୨ ସନ୍ତାନଙ୍କ ପାଠପଢ଼ା ଦାୟିତ୍ବ ନେଲେ ବିରୋଧୀ ଦଳ ନେତା
ଭୁବନେଶ୍ବର, ୧୧/୧: ରାଜ୍ୟର ଶାସନ ଦାୟିତ୍ବରେ ସିନା ନାହିଁ। ହେଲେ ଓଡ଼ିଆଙ୍କ ଦୁଃଖକୁ ବୁଝିପାରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ସବୁବେଳେ କୁହନ୍ତି, ଓଡ଼ିଶାର ସାଢ଼େ ୪ କୋଟି ଲୋକ ତାଙ୍କର ପରିବାରର…
Read More...
Read More...
ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ସବୁ ମାମଲାରେ ଦୋଷମୁକ୍ତ
ବ୍ରହ୍ମପୁର, ୮/୧: ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ସବୁ ମାମଲାରେ ଦୋଷମୁକ୍ତ ହୋଇଛନ୍ତି। ଗତକାଲି ତାଙ୍କୁ ଦୁଇଟି ମାମଲାରେ ଦୋଷମୁକ୍ତ ଘୋଷଣା କରିଥିଲେ ନ୍ୟାୟାଳୟ। ଆଜି ତାଙ୍କୁ ଅନ୍ୟ ୩ଟି ମାମଲାରେ…
Read More...
Read More...
ଭୁବନେଶ୍ବରରେ ଯୁବକଙ୍କୁ ହତ୍ୟା: ମହିଳା ସମେତ ୩ ଅଭିଯୁକ୍ତ ନୟାଗଡ଼ରୁ ଗିରଫ
ଭୁବନେଶ୍ବର, ୮/୧: ରାଜଧାନୀ ଭୁବନେଶ୍ବରର ରସୁଲଗଡ଼ ଓଭରବ୍ରିଜ୍ ନିକଟରେ ଆଜି ସକାଳୁ ବହୁଚର୍ଚ୍ଚିତ ସହଦେବ ନାୟକ ହତ୍ୟା ଘଟଣାରେ କମିସନରେଟ୍ ପୁଲିସର ସ୍ଵତନ୍ତ୍ର ଟିମ୍ ତିନି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ…
Read More...
Read More...
ଏଚ୍ଏମ୍ପିଭିର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି: ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ବର, ୭/୧: ଦେଶରେ ଏଚ୍ଏମ୍ପିଭି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଏଯାଏ କିନ୍ତୁ ଓଡ଼ିଶାରେ ଏହାର କୌଣସି ପ୍ରଭାବ ନାହିଁ। ଏଣୁ ଏହାକୁ ନେଇ ଆଦୌ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ…
Read More...
Read More...
ଏଚ୍ଏମ୍ପିଭି ଭୂତାଣୁ ଆତଙ୍କ: ମହାରାଷ୍ଟ୍ର ସରକାର ଜାରି କଲେ ସତର୍କ ସୂଚନା
ମୁମ୍ବାଇ, ୬/୧: ହ୍ୟୁମାନ ମେଟାପ୍ନ୍ୟୁମୋ ଭାଇରସ୍ (ଏଚଏମପିଭି) ବର୍ତ୍ତମାନ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। କରୋନା ପରି ପରିବେଶ ପୁନର୍ବାର ଦେଖାଯିବା ନେଇ ସାରା ବିଶ୍ୱରେ ଭୟ ସୃଷ୍ଟି ହୋଇଛି। ଏହି ସମୟରେ, ଖବର…
Read More...
Read More...
ଦର ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ଭୁବନେଶ୍ବର, ୬/୧: ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ଆନ୍ଦୋଳନ କରାଯାଇଛି। ରାଜଧାନୀରେ ହଜାର ହଜାର ବିଜେଡି କର୍ମୀଙ୍କ ମେଳରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ…
Read More...
Read More...
ଏଚ୍ଏମ୍ପିଭି ଆତଙ୍କ: ଚୀନ୍ରେ ଫେରିଲା ମାସ୍କ୍, କରୋନାଠୁ ବେଶୀ ବିପଜ୍ଜନକ
ବେଜିଂ, ୫/୧: ଚୀନ୍ରେ ଏଚ୍ଏମ୍ପିଭି ଭୂତାଣୁ ଦ୍ରୁତ ଗତିରେ ବ୍ୟାପୁଛି। ଏହାର ସଂକ୍ରମଣରେ ବୃଦ୍ଧି ଘଟୁଥିବା ଦୃଷ୍ଟିରୁ ଚୀନ୍ର ଅନେକ ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଏହି ଭୂତାଣୁ କରୋନା…
Read More...
Read More...