Browsing Category
ଜିଲ୍ଲା ଖବର
୪୨ ଡିଗ୍ରିରେ ସିଝିଲା ବୌଦ୍ଧ ଓ ମାଲକାନଗିରି
ଭୁବନେଶ୍ବର, ୪/୪: ଏପ୍ରିଲ ପ୍ରଥମ ସପ୍ତାହରୁ ପ୍ରବଳ ଖରା ଅନୁଭୂତ ହୋଇଛି। ଖରାରେ ରାଜ୍ୟବାସୀ ସିଝିଛନ୍ତି। ମାଲକାନଗିରି ଓ ବୌଦ୍ଧରେ ଅଧିକ ଅସହ୍ୟ ହୋଇପଡ଼ିଛି। ଉଭୟ ମାଲକାନଗିରି ଓ ବୌଦ୍ଧରେ ଆଜି ଦିନର ତାପମାତ୍ରା…
Read More...
Read More...
ରାଜ୍ୟର ପାରଦ ଡେଇଁଲା ୪୦ ଡିଗ୍ରି: ୪୧ ଡିଗ୍ରିରେ ସିଝିଲେ ମାଲକାନଗିରିବାସୀ
ଭୁବନେଶ୍ବର, ୩୦/୩: ରାଜ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ମାଲକାନଗିରିରେ ଶନିବାର ଦିନ ତାପମାତ୍ରା ସର୍ବାଧିକ ୪୧ଡ଼ିଗ୍ରି ଛୁଇଁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…
Read More...
Read More...
ଏପ୍ରିଲ ୨ରୁ ସକାଳୁଆ ସ୍କୁଲ, ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଯାଏଁ ପୂର୍ବାହ୍ନ ୭ଟାରୁ ୧୧ଟା ୩୦ ଯାଏଁ ହେବ ପାଠପଢ଼ା
ଭୁବନେଶ୍ବର, ୩୦/୩: ପରିବର୍ତ୍ତିତ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି। ଆସନ୍ତା ଏପ୍ରିଲ ୨ ତାରିଖ ଠାରୁ ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ସକାଳ ୭ଟାରୁ ଆରମ୍ଭ ହୋଇ ଦିନ…
Read More...
Read More...
କେନ୍ଦୁପତ୍ର ତୋଳାଳିଙ୍କ ବୋନସ୍ ବୃଦ୍ଧି କଲେ ରାଜ୍ୟ ସରକାର
ସମ୍ବଲପୁର, ୧୧/୨: ବଢ଼ିଲା କେନ୍ଦୁପତ୍ର ତୋଳାଳିଙ୍କ ବୋନସ୍ । ବୋନସକୁ ୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରାଗଲା। ଏଥିରେ ଉପକୃତ ହେବେ ୮ ଲକ୍ଷ ୫୦ ହଜାର ତୋଳାଳି। ଏଥିପାଇଁ ୯୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି…
Read More...
Read More...
କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ, ବିଭାଜନ ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ
ଅନୁଗୁଳ: ଅନୁଗୁଳ ଜିଲ୍ଲାର କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ, ବିଭାଜନ ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ କରାଯାଇଛି। ଏଥିରେ ପ୍ରଦୀପ ପ୍ରଜ୍ଵଂଲନ କରି ଅତିଥିମାନେ ଆନୁଷ୍ଠାନିକ ଭାବେ ଉତ୍ସବ ଉଦ୍ଘାଟନ କରିଥିଲେ । ପ୍ରଥମେ…
Read More...
Read More...
କଟକ ଜିଲ୍ଲାର ପ୍ରତି ପଞ୍ଚାୟତରେ ବ୍ୟାଙ୍କ ସେବା ପହଞ୍ଚିବ: ୫ଟି ଅଧ୍ୟକ୍ଷ
କଟକ, ୫/୧: ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ କଟକ ଗସ୍ତରେ ଆସି ବାଲିଯାତ୍ରା ପଡ଼ିଆରେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ ଜନସାଧାରଣଙ୍କୁ ଗମନାଗମନ ଓ ସ୍ୱାସ୍ଥ୍ୟ ସେବା ସୁବିଧା ପାଇଁ ନିଶ୍ଚିତ…
Read More...
Read More...
ଆସନ୍ତାକାଲି ମହଳୟା ପାଇଁ ବିଦ୍ୟାଳୟ ଛୁଟି, ୨୦ରୁ ୨୯ ଯାଏଁ ଦଶହରା ଅବକାଶ
ଭୁବନେଶ୍ବର, ୧୩/୧୦: ଆସନ୍ତାକାଲି (ଅକ୍ଟୋବର ୧୪) ପବିତ୍ର ମହାଳୟା ଅନୁଷ୍ଠିତ ହେବ। ଏହି ଅବସରରେ ରାଜ୍ୟର ସବୁ ସ୍କୁଲଗୁଡ଼ିକୁ ଛୁଟି ରହିବ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏନେଇ ଛୁଟି ଘୋଷଣା କରିଛି। ଏଥି ସହିତ…
Read More...
Read More...