Browsing Category

ରାଜନୀତି

ଅକ୍ଟୋବର ୩୧ରୁ ଓଡ଼ିଶାରେ ‘ଭାରତ ଯୋଡ଼ ପଦଯାତ୍ରା’

ଭୁବନେଶ୍ବର, ୧୮।୯: କଂଗ୍ରେସ ପକ୍ଷରୁ ତାମିଲନାଡୁର କନ୍ୟାକୁମାରୀରୁ ‘ଭାରତ ଯୋଡ଼ୋ’ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ଆସନ୍ତା ଅକ୍ଟୋବର ୩୧ ତାରିଖରୁ ଏହା ଆରମ୍ଭ ହେବ। ରବିବାର ଭୁବନେଶ୍ୱରରେ ଏକ ସାମ୍ବାଦିକ…
Read More...

‘ଭିସୁଟ୍‌’ର ଉନ୍ନତୀକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନ୍‌ ଅନୁମୋଦିତ, ୫ଟିରେ ହେବ ରୂପାନ୍ତରୀକରଣ

ଭୁବନେଶ୍ବର, ୧୭।୯: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍‌ନୋଲେଜି (ଭିସୁଟ)ର ଉନ୍ନତୀକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି। ୨୦୨୬…
Read More...

ସିଏମସି କମିସନରଙ୍କ ବାଥରୁମ୍ ଖୋଲା, କବାଟ ଭେଟି ଦେଲା କଂଗ୍ରେସ

କଟକ, ୧୪/୯: ସିଏମସି କମିସନରଙ୍କୁ ଭେଟି ବାଥରୁମ୍ କବାଟ ଭେଟି ଦେଲେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ। ଗତକାଲି ସିଏମସି ବୈଠକରେ ଅର୍ଥାଭାବ ଯୋଗୁଁ ସିଏମସିର ବାଥରୁମ କବାଟ ଲଗାଇ ହେଉ ନାହିଁ ବୋଲି ମେୟର…
Read More...

ଆଇଏଏସସ୍ତରରେ ଅଦଳବଦଳ: ଶାଳିନୀ ପଣ୍ଡିତ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ବର, ୧୪।୯: ରାଜ୍ୟ ସରକାର ଆଜି ଆଇଏଏସ୍‌ସ୍ତରରେ ଅଦଳବଦଳ କରିଛନ୍ତି। ଦୀର୍ଘଦିନ ଧରି ଅତିରିକ୍ତ ଦାୟିତ୍ୱରେ ଚାଲୁଥିବା ସ୍ୱାସ୍ଥ୍ୟ ବିଭାଗକୁ ଏବେ ଫୁଲଟାଇମ୍ ସଚିବ ମିଳିଛି। ଏନଏଚଏମ୍ ନିର୍ଦ୍ଦେଶିକା ତଥା…
Read More...

ବିଧାୟକଙ୍କ ସ୍ୱାସ୍ଥ୍ୟବୀମା ବୃଦ୍ଧି କଲେ ରାଜ୍ୟ ସରକାର, ଅନୁମୋଦନ ଦେଲେ ବାଚସ୍ପତି

ଭୁବନେଶ୍ୱର, ୭।୯: ଓଡ଼ିଶା ବିଧାନସଭାର ସଦସ୍ୟ/ସଦସ୍ୟା ଓ ପୂର୍ବତନ ସଦସ୍ୟ/ସଦସ୍ୟାମାନଙ୍କ ନିମନ୍ତେ ସରକାରଙ୍କ ତରଫରୁ ୨୦୧୨-୧୩ ଆର୍ଥିକ ବର୍ଷରୁ ରାଷ୍ଟ୍ରୀୟ ବୀମା କମ୍ପାନି ମାଧ୍ୟମରେ ସ୍ୱାସ୍ଥ୍ୟବୀମାର ସୁବିଧା ଯୋଗାଇ…
Read More...

ପିଏମ-ଶ୍ରୀ ଯୋଜନାକୁ କ୍ୟାବିନେଟର ଅନୁମୋଦନ, ଦେଶର ୧୪ହଜାର ସ୍କୁଲର କରାଯିବ ନବୀକରଣ

ନୂଆଦିଲ୍ଲୀ, ୭।୯: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଦେଶର ୧୪,୫୦୦ ବିଦ୍ୟାଳୟର ନବୀକରଣ ନିଷ୍ପତ୍ତି ଅନୁମୋଦିତ ହୋଇଛି। ପିଏମ୍- ଶ୍ରୀ ବିଦ୍ୟାଳୟ ଯୋଜନା ଅଧୀନରେ ଏହି…
Read More...

‘ଜୀବନବ୍ୟାପୀ ସାଧନା ସମ୍ମାନ’ ନେଇ ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୬।୯: ନୂଆଦିଲ୍ଲୀରୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ନେଇ ଭୁବନେଶ୍ୱର ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନଙ୍କ ପ୍ରିୟ ନେତାଙ୍କୁ ନିଜ ମାଟିରେ ସ୍ୱାଗତ କରିବା ପାଇଁ ବିଜେଡି ନେତା ଓ…
Read More...

ସେପ୍ଟେମ୍ବର ୨୯ରେ ଓଡ଼ିଶା ଆସିବେ ଜେ.ପି ନଡ୍ଡା

ଭୁବନେଶ୍ଵର, ୬।୯: ସେପ୍ଟେମ୍ବର ୨୯ ଓ ୩୦ରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ବିଜେପି କୋର୍ କମିଟି ବୈଠକରେ ଚୂଡ଼ାନ୍ତ ହେଲା କାର୍ଯ୍ୟକ୍ରମ। ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲଙ୍କ ସହ…
Read More...

‘ନୂଆଖାଇ’ରେ ୨ ଦିନ ସରକାରୀ ଛୁଟି ପାଇଁ ବିରୋଧୀ ଦଳ ନେତାଙ୍କ ଦାବି

ଭୁବନେଶ୍ବର, ୨୬।୮: ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’ରେ ୨ ଦିନ ସରକାରୀ ଛୁଟି ଘୋଷଣା କରିବା ପାଇଁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଦାବି କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨ ପୃଷ୍ଠାର…
Read More...

ରାଇରଙ୍ଗପୁରରେ ହେବ ରାଷ୍ଟ୍ରପତିଙ୍କ ପାଇଁ ସ୍ୱତନ୍ତ୍ର ସର୍କିଟ ହାଉସ୍‌

ଭୁବନେଶ୍ବର, ୨୬।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଘର ରାଇରଙ୍ଗପୁର ସହରରେ ତାଙ୍କ ଅସ୍ଥାୟୀ ରହଣୀ ନିମନ୍ତେ ସ୍ୱତନ୍ତ୍ର ସର୍କିଟ ହାଉସ୍ ନିର୍ମାଣ ହେବ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ପ୍ରାୟ ୫୦କୋଟି…
Read More...