Browsing Category

ରାଜନୀତି

ପ୍ରଶାନ୍ତ ଜଗଦେବଙ୍କୁ ୩ ଦିନ ଅନ୍ତରୀଣ ଜାମିନ

ଖୋର୍ଦ୍ଧା, ୭/୪: ଖୋର୍ଦ୍ଧାର ବିଜେପି ବିଧା୍ୟକ ପ୍ରଶାନ୍ତ ଜଗଦେବଙ୍କୁ  ୩ ଦିନ ଲାଗି ଅନ୍ତରୀଣ ଜାମିନ ମିଳିଛି। ଜିଲ୍ଲା ପ୍ରଥମ ଅତିରିକ୍ତ ଜଜ୍ ତାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି। ୯ ତାରିଖରୁ ତାଙ୍କୁ ୩ ଦିନ…
Read More...

୬ ମାସ ଛୁଟିରେ ଗଲେ ସଚିବ ସୁଜାତା କାର୍ତ୍ତିକେୟନ୍‌

ଭୁବନେଶ୍ବର, ୭/୬: ଝିଅର ଦଶମ ଶ୍ରେଣୀ ପରୀକ୍ଷା ପ୍ରସ୍ତୁତି ପାଇଁ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ସୁଜାତା ଆର୍‌ କାର୍ତ୍ତିକେୟନ୍‌ ୬ ମାସ ପାଇଁ ଛୁଟିରେ ଯାଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ…
Read More...

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଇସ୍ତଫା ଦେଲେ ସୁରେଶ ମହାପାତ୍ର ଓ ଆର୍‌ ବାଳକ୍ରିଷ୍ଣନ

ଭୁବନେଶ୍ବର, ୬/୬ : ଓଡ଼ିଶାରୁ ବିଜେଡି ସରକାର ଗଲା ପରେ ଭିନ୍ନଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି। ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଗତକାଲି (ବୁଧବାର) ମୁଖ୍ୟମନ୍ତ୍ରୀ ପଦବିରୁ ଇସ୍ତଫା ଦେଲା ପରେ ଆଜି…
Read More...

ବିଜେଡିର ଏସବୁ ଟାଣୁଆ ନେତାନେତ୍ରୀଙ୍କ ଉପରୁ ମୁହଁ ଫେରାଇନେଲେ ଭୋଟର

ଭୁବନେଶ୍ୱର, ୪/୬: ଜୋରଦାର ପ୍ରଚାର ସତ୍ତ୍ୱେ ଓଡ଼ିଶାରେ ଆଶାତୀତ ସଫଳତା ପାଇପାରିନାହିଁ ବିଜେଡି। ଲୋକଙ୍କ ମୁଡ଼ ବିଜେଡି ବିପକ୍ଷରେ ଯାଇଛି। ବିଜେପି ଉପରେ ଭରସା କରିଛନ୍ତି ଭୋଟର। ତେବେ ଆଜି ଆମେ ଆପଣଙ୍କୁ କହିବୁ…
Read More...

ଆସନ୍ତାକାଲି ଦିଲ୍ଲୀରେ ବସିବ ଏନଡିଏର ବୈଠକ: ଯୋଗ ଦେବେ ନୀତୀଶ, ଚନ୍ଦ୍ରବାବୁ

ନୂଆଦିଲ୍ଲୀ, ୪/୬ : ଲୋକସଭା ନିର୍ବାଚନରେ ବର୍ତ୍ତମାନ ସୁଦ୍ଧା ଏନଡିଏ ପ୍ରାୟ ୨୯୩ ଆସନରେ ବିଜୟୀ କିମ୍ବା ଆଗୁଆ ଥିବା ବେଳେ ଇଣ୍ଡିଆ ମେଣ୍ଟ ୨୩୦ ଆସନରେ ବିଜୟୀ କିମ୍ବା ଆଗୁଆ ରହିଛି । ଆସନ୍ତାକାଲି ଦିଲ୍ଲୀରେ ଏନଡିଏ…
Read More...

ବିନା ଅନୁମତିରେ ହୋଇପାରିବନି ବିଜୟ ଶୋଭାଯାତ୍ରା: ପୁଲିସ ଡିଜି

ଭୁବନେଶ୍ୱର, ୩/୬: ଆସନ୍ତାକାଲି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ତେବେ ଏହାକୁ ନେଇ ପୁଲିସ ଡିଜି କହିଛନ୍ତି ଯେ ଗଣତି ବେଳେ ସୁରକ୍ଷା ବ୍ୟବସ୍ଥା ଓ ଫଳାଫଳ ଘୋଷଣା ପରେ ବିଜୟ ଶୋଭାଯାତ୍ରା ପାଇଁ ପୁଲିସ ଅନୁମତି ବିନା ହେବ…
Read More...

ଓଡ଼ିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ

ଭୁବନେଶ୍ୱର, ୩/୬: ଓଡିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ। ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କିଛି ସମୟ ଆଗରୁ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ରାଜ୍ୟ କ୍ୟାବିନେଟ ବୈଠକ…
Read More...

ରାଜ୍ୟର ଶେଷ ପର୍ଯ୍ୟାୟ ମତଦାନରେ ୪୬୦ ଜଣ ପ୍ରାର୍ଥୀ; ଭୋଟ୍‌ ଦେବେ ୯୯ଲକ୍ଷ ୬୧ହଜାର ମତଦାତା

ଭୁବନେଶ୍ବର, ୩୦/୫: ଦେଶରେ ସପ୍ତମ ଓ ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଭୋଟ୍ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ମୟୂରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା…
Read More...

୨୯ରେ ମଲ୍ଲିକାର୍ଜୁନ, ୩୦ରେ ରାହୁଲ ଗାନ୍ଧୀ ଓଡ଼ିଶା ଆସି ନିର୍ବାଚନ ପ୍ରଚାର କରିବେ: ପିସିସି ସଭାପତି

ଭୁବ‌ନେଶ୍ବର, ୨୮/୫:  ଅଖିଳ ଭାରତୀୟ ଜାତୀୟ କଂଗ୍ରେସ (ଏଆଇସିସି) ସଭାପତି ମଲ୍ଲକାର୍ଜୁନ ଖଡ୍‌ଗେ ଆସନ୍ତାକାଲି (୨୯ ତାରିଖ)ରେ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ନିର୍ବାଚନ ପ୍ରଚାର କରିବେ। କଂଗ୍ରେସ  ନେତା  ରାହୁଲ…
Read More...

ବିଜେଡି ଛାଡ଼ିଲେ ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

ସିମୁଳିଆ, ୨୨/୫: ବାଲେଶ୍ବର ଜିଲ୍ଲା ବିଜେଡିକୁ ଶକ୍ତ ଧକ୍କା। ପୁଣି ଦଳ ଛାଡ଼ିଲେ ଆଉଜଣେ ବିଧାୟକ। ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆଜି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା…
Read More...