Browsing Category
ରାଜ୍ୟ
ସୋଆରେ ବିଦେଶୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର ୨୭/୭: ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପାଠ୍ୟକ୍ରମରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ୧୭ ଜଣ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଗୁରୁବାର ଏକ ବିଶେଷ…
Read More...
Read More...
ଆଇନ ପେସାଦାରମାନେ ଶୀଘ୍ର ଶୁଣାଣି ଓ ତ୍ବରିତ ନ୍ୟାୟ ଦିଗରେ କାମ କରିବା ଉଚିତ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ବର, ୨୬।୭ : କଟକସ୍ଥିତ ଓଡିଶା ହାଇକୋର୍ଟର ୭୫ ତମ ବର୍ଷ ପୂର୍ତ୍ତି ସମାରୋହର ଉଦଯାପନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇ କାରଗିଲ ଯୁଦ୍ଧ ସମୟରେ ନିଜ ଜୀବନକୁ ବଳିଦାନ ଦେଇଥିବା …
Read More...
Read More...
ଗଠନ ହେଲା ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ
ଭୁବନେଶ୍ବର, ୨୬/୭: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ରାଜ୍ୟ ସରକାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ଗଠନ କରିଛନ୍ତି। ଏହି…
Read More...
Read More...
୮ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟସ୍ତରୀୟ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ଅନୁମୋଦନ; ବିନିଯୋଗ ହେବ ୧୨୫୦ କୋଟି, ୩୬୪୦…
ଭୁବନେଶ୍ବର, ୨୫/୦୭: ଓଡ଼ିଶା ସରକାରଙ୍କ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ)ର ୧୨୦ତମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ…
Read More...
Read More...
ସମ୍ ସିଏଚ୍ଆର୍ –ବନ୍ଧ୍ୟାଦୋଷ ସମସ୍ୟା ଥିବା ଦମ୍ପତିଙ୍କର ଆଶାର କେନ୍ଦ୍ର
ଭୁବନେଶ୍ୱର, ୨୫/୦୭: ବନ୍ଧ୍ୟାଦୋଷ ସମସ୍ୟା ଥିôବା ଦମ୍ପତିଙ୍କର ଆଶାର କେନ୍ଦ୍ର ପାଲଟିଛି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ ପରିଚାଳିତ ଇନ୍ଫର୍ଟିଲିଟି ଆଣ୍ଡ ଇନ୍ ଭିଟ୍ରୋ…
Read More...
Read More...
ଡିଅର ପାର୍କରୁ ‘ସମ୍ବଲପୁର ଚିଡ଼ିଆଖାନା’
ସମ୍ବଲପୁର, ୨୪/୭: ମୋତିଝରଣସ୍ଥିତ ଡିଅର୍ ପାର୍କର ନାଁକୁ ପରିବର୍ତ୍ତନ କରାଯାଇଛି। ଏହାର ନାଁ ପୂର୍ବରୁ ‘ଡିଅର୍ ପାର୍କ ଓ ବନ୍ୟଜନ୍ତୁ ସଂରକ୍ଷଣ କେନ୍ଦ୍ର ଥିବା ବେଳେ ଏବେ ରାଜ୍ୟ ସରକାରଙ୍କ ବନ ବିଭାଗ ‘ସମ୍ବଲପୁର…
Read More...
Read More...
ଜେଇ ସିଭିଲ ମେନ୍ ପରୀକ୍ଷା ରଦ୍ଦ
ଭୁବନେଶ୍ବର,୨୩।୭: ଜେଇ ସିଭିଲ ମେନ ପରୀକ୍ଷାକୁ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ରଦ୍ଦ କରିଛନ୍ତି। ଟ୍ବିଟ୍ କରି ଏ ନେଇ ଓଏସଏସସି ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ତେବେ ସେପ୍ଟେମ୍ବର ୩ ତାରିଖରେ ପୁଣି ଥରେ ନୂତନ ପରୀକ୍ଷା…
Read More...
Read More...
ଆସନ୍ତାକାଲିଠାରୁ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ପୁରୀବାସୀ
ପୁରୀ, ୨୩/୭: ଶ୍ରୀମନ୍ଦିର ଚାରିଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ଦାବି ପରେ ପ୍ରଶାସନ ନରମିଛି। ଜୁଲାଇ ୨୪ ତାରିଖ ଠାରୁ ପୁରୀବାସୀ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ। କିନ୍ତୁ ଏଥି ପାଇଁ…
Read More...
Read More...
ସିବିଏସ୍ଇ ସ୍କୁଲରେ ଶିକ୍ଷାର୍ଥୀମାନେ ମାତୃଭାଷାରେ ପାଠ ପଢିପାରିବେ: କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର, ୨୨/୭: ସିବିଏସଇ ଅନୁବନ୍ଧିତ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀମାନଙ୍କୁ ବିକଳ୍ପ ଭାଷା ଭାବରେ ମାତୃଭାଷାରେ ଶିକ୍ଷାଦାନ ଦିଆଯାଇପାରିବ। ଏଥିପାଇଁ ସିବିଏସଇ ବିଜ୍ଞପ୍ତି ଜାରି କରିସାରିଛି ବୋଲି କେନ୍ଦ୍ର…
Read More...
Read More...