Browsing Category

ରାଜ୍ୟ

ପୁଣି ଗୋପାଳର ମେଡିକାଲ ଟେଷ୍ଟ ପାଇଁ ଆବେଦନ କଲା କ୍ରାଇମବ୍ରାଞ୍ଚ, ଖାରଜ କଲେ କୋର୍ଟ

କଟକ, ୨୦।୨: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ପୁଣି ଅଭିଯୁକ୍ତ ଗୋପାଳ ଦାସର ମେଡିକାଲ ଟେଷ୍ଟ ପାଇଁ ଝାରସୁଗୁଡା ଜେଏମ୍‌ଏଫ୍‌ସି କୋର୍ଟରେ ପ୍ରାର୍ଥନା କରିଛି କ୍ରାଇମବ୍ରାଞ୍ଚ। ହତ୍ୟାକାଣ୍ଡର…
Read More...

ବର୍ଷକ ଭିତରେ ଜିଲ୍ଲା ମାନ୍ୟତା ପାଇବ ପଦ୍ମପୁର : ନବୀନ

ବରଗଡ଼, ୧୯/୦୨: ବରଗଡ଼ ଝାରବନ୍ଧରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ଷକ ଭିତରେ ଜିଲ୍ଲା ମାନ୍ୟତା ପାଇବ ପଦ୍ମପୁର । ନୂଆ ପ୍ରକଳ୍ପର ଉଦଘାଟନ କରିବା ସହ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ।…
Read More...

ଆସନ୍ତାକାଲି ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଲୋକାର୍ପଣ ଓ ଶିଳାନ୍ୟାସ କରିବେ ଉନ୍ନୟନମୂଳକ ପ୍ରକଳ୍ପ

ଭୁବନେଶ୍ବର, ୧୮।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି (ଫେବ୍ରୁଆରି ୧୯) ଦିନିକିଆ ବରଗଡ଼ ଗସ୍ତରେ ଯିବେ। ଏହି ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ପଦ୍ମପୁର, ପାଇକମାଳ ଓ ଝାରବନ୍ଧରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ…
Read More...

୨୦ରେ ନୂଆ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮/୦୨: ନବ ନିଯୁକ୍ତ ଅଧ୍ୟାପକମାନଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ। ଆସନ୍ତା ୨୦ରେ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ହଲ୍‌ଠାରେ ଏହି ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟକ୍ରମ କରାଯିବ।…
Read More...

ଓଡ଼ିଶାକୁ ମିଳିବନି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଭୁବନେଶ୍ଵର, ୧୭/୦୨: ଓଡ଼ିଶାକୁ ମିଳିବନି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା। କେବଳ ଓଡ଼ିଶା ନୁହେଁ, କୌଣସି ରାଜ୍ୟକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦିଆଯିବ ନାହିଁ। ଏଥିଲାଗି ଅର୍ଥ କମିଶନ ତାଙ୍କ ରିପୋର୍ଟରେ ସୁପାରିଶ କରିଛନ୍ତି।…
Read More...

ଦେଶର ସବୁଠୁ ବଡ଼ ମଡେଲ ଜେଲ୍ ହେବ ଜାମୁଝରି ଜେଲ୍

ଭୁବନେଶ୍ଵର, ୧୭/୦୨: ଦେଶର ସବୁଠୁ ବଡ଼ ମଡେଲ ଜେଲ୍ ହେବ ଜାମୁଝରି ଜେଲ୍। ରାଜଧାନୀ ଉପକଣ୍ଠ ଜାମୁଝରିକୁ ଉଠିଯିବ ଝାରପଡ଼ା ଜେଲ୍। ୫୦ ଏକର ପରିମିତ ଅଞ୍ଚଳରେ ଭୁବନେଶ୍ୱର ମଡେଲ ଜେଲ୍ ନିର୍ମିତ ହେବ। ସହର ଭିତରୁ ଜେଲ…
Read More...

ପଞ୍ଚାୟତିରାଜ ଫଣ୍ଡରେ ହାତ ନ ମାରନ୍ତୁ ରାଜ୍ୟ ସରକାର: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର, ୧୭।୨: ରାଜ୍ୟ ଓ କେନ୍ଦ୍ରର ମିଳିତ କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଶିଶୁ ଓ ମହିଳାଙ୍କ କ୍ଷେତ୍ରରେ ପଞ୍ଚାୟତରାଜି ବିଭାଗର ଭୂମିକା ନେଇ…
Read More...

ନବ ଦାସ ହତ୍ୟା ଘଟଣା: ଝାରସୁଗୁଡ଼ା ସବ୍‌ଜେଲ୍‌ରୁ ଚୌଦ୍ବାରକୁ ସ୍ଥାନାନ୍ତର ହେବ ଗୋପାଳ, ପ୍ରଶାସନ ପକ୍ଷରୁ ବ୍ୟାପକ…

କଟକ, ୧୪।୨: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳକୃଷ୍ଣ ଦାସକୁ ଝାରସୁଗୁଡ଼ା ସବ୍‌ଜେଲରୁ କଟକ ଜିଲ୍ଲା ଚୌଦ୍ବାର ସର୍କଲ ଜେଲକୁ ସ୍ଥାନାନ୍ତର କରାଯାଇଛି। ଝାରସୁଗୁଡ଼ା ଏସଡିଜେଏମ୍‌…
Read More...

‘ଆମ ହସ୍‌ପିଟାଲ’ ଯୋଜନାରେ ରୂପାନ୍ତରୀକରଣ ହେବ ୧୪୭ଟି ଡାକ୍ତରଖାନା: ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ବର, ୧୪।୨: ‘ଆମ  ହସ୍ପିଟାଲ’ ଯୋଜନା ଅଧୀନରେ ରାଜ୍ୟର ୧୪୭ଟି ହସ୍ପିଟାଲକୁ ରୂପାନ୍ତରୀକରଣ କାର୍ଯ୍ୟ କରାଯିବ। ଏଥି ପାଇଁ ସରକାର ୭୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ସଚିବ…
Read More...

ସୋଆରେ କେନ୍ଦ୍ର ବଜେଟକୁ ନେଇ ଆଲୋଚନାଚକ୍ର ଆୟୋଜିତ

ଭୁବନେଶ୍ୱର, ୧୪/୦୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ଠାରେ କେନ୍ଦ୍ର ବଜେଟକୁ ନେଇ ସୋମବାର ଏକ  ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି।…
Read More...