Browsing Category

ରାଜ୍ୟ

ଖୁବ୍‌ଶୀଘ୍ର ବଜାରକୁ ଆସିବ ଓମ୍‌ଫେଡ୍‌ ଚକ୍‌ଲେଟ୍‌, ପାଣିବୋତଲ

ଭୁବନେଶ୍ୱର, ୯/୪: ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ୍‌ (ଓମ୍‌ଫେଡ୍‌) ଚକ୍‌ଲେଟ୍‌ ବଜାରରେ ପ୍ରବେଶ କରିବ। ଆଗାମୀ ଦିନରେ ଚକ୍‌ଲେଟ୍‌ ବିକ୍ରି କରିବ। ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ…
Read More...

ପାଣ୍ଡିଆନଙ୍କ ସମର୍ଥନରେ ପୁଣି ବାହାରିଲେ ନବୀନ

ଭୁବନେଶ୍ବର, ୯/୪: ଓଡ଼ିଶା ସରକାରରେ ପୂର୍ବତନ ୫ଟି ଅଧ୍ୟକ୍ଷ ତଥା ବି‌ଜେଡିରୁ ଇସ୍ତଫା ଦେଇଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ମୁହଁ…
Read More...

ଖୁବ୍‌ଶୀଘ୍ର ନୂଆ ଶକ୍ତିପୀଠ କରିଡ଼ର

ଭୁବନେଶ୍ବର, ୨୦/୪: ରାଜ୍ୟ ସରକାର ଶକ୍ତିପୀଠ କରିଡ଼ର ମାଧ୍ୟମରେ ଓଡ଼ିଶାର କିଛି ପୁରାତନ ମନ୍ଦିରର ଗୁରୁତ୍ବ ବଢ଼ାଇବାକୁ ଯାଉଛନ୍ତି। ଏହାରି ମାଧ୍ୟମରେ ରାଜ୍ୟରେ ରହିଥିବା ସମସ୍ତ ଶକ୍ତିପୀଠକୁ ଯୋଡାଯିବ। ସମସ୍ତ ଶକ୍ତିପୀଠ…
Read More...

ବରିଷ୍ଠ ନେତାଙ୍କ ସହ ଆଲୋଚନା କଲେ ନବୀନ, ଗଣମାଧ୍ୟମରେ ବକ୍ତବ୍ୟ ନ ରଖିବାକୁ ଅନୁରୋଧ

ଭୁବନେଶ୍ବର, ୮/୪: ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ କେତେକ ବରିଷ୍ଠ ନେତା ନବୀନ ନିବସରେ ପହଞ୍ଚି ଆଲୋଚନା କରିଥିବା ଜଣାଯାଇଛି। ପ୍ରାୟ ଦେଢ ଘଣ୍ଟା ଧରି ଦଳୀୟ ନେତାଙ୍କ ସହିତ ଆଲୋଚନା କରିଛନ୍ତି ନବୀନ। ଦଳରେ ଶୃଙ୍ଖଳା…
Read More...

ବଜେଟ୍‌ ଅଧିବେଶନ ଶେଷ: ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ପାରିତ

ଭୁବନେଶ୍ବର, ୩/୪: ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ତଥା ବଜେଟ୍‌ ଅଧିବେଶନ ଶେଷ ହୋଇଛି। ତିନୋଟି କାର୍ଯ୍ୟ ଦିବସ ପୂର୍ବରୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି। ଏହି…
Read More...

ଚାକିରିର ମାତ୍ର ୫ବର୍ଷ ପରେ ଇସ୍ତଫା ଦେଲେ ଆଇପିଏସ କାମ୍ୟା ମିଶ୍ର

ନୂଆଦିଲ୍ଲୀ, ୩/୪: ଲେଡି ଆଇପିଏସ କାମ୍ୟା ମିଶ୍ର  ମାତ୍ର ୨୨ବର୍ଷ ବୟସରେ ୟୁପିଏସି ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଆଇପିଏସ କାମ୍ୟା ମିଶ୍ର ହୋଇଥିଲେ । ଚାକିରି କରିବାର ମାତ୍ର ୫ବର୍ଷ ଭିତରେ ସେ ଏମିତି ଅନେକ କାମ…
Read More...

କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ଲାଇନଚ୍ୟୁତ: ଟ୍ରାକ୍ ମରାମତି କାମ ସରିଲା, ରେଳ ଚଳାଚଳ ହେବ ସ୍ୱାଭାବିକ

ଟାଙ୍ଗୀ, ୩୧/୩: ଗତକାଲି ବେଙ୍ଗାଲୁରୁରୁ ଗୌହାଟୀ ଯାଉଥିବା କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି  ମଙ୍ଗୁଳି ରେଳଷ୍ଟେସନ୍ ନିକଟରେ ଲାଇନ୍ଚ୍ୟୁତ ହେବା ପରେ ଏଠାରେ ୪ଟା ବେଳେ ଟ୍ରାକ୍ ମରାମତି କାମ ଆରମ୍ଭ ହୋଇଥିଲା।…
Read More...

ଜାତୀୟ ଅତୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ରଥଯାତ୍ରା ଓ ବାଲିଯାତ୍ରା

ଭୁବନେଶ୍ବର, ୩୧/୩: ଜାତୀୟ ଅତୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ରଥଯାତ୍ରା ଓ ବାଲିଯାତ୍ରା ସାମିଲ ହୋଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୋମବାର ସମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା…
Read More...

ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ମଧ୍ୟାହ୍ନ ଭୋଜନ: ପିଲା ଖାଇବେ ଅଣ୍ଡା-ଲଡୁ

ଭୁବନେଶ୍ବର, ୨୭/୩: ରାଜ୍ୟ ସରକାର ଏଣିକି ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଜନାରେ ସାମିଲ କରିବେ। ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ନବମ ଓ ଦଶମ ପିଲାଙ୍କୁ ଏହି ଯୋଜନାରେ…
Read More...

ଗୃହରେ ବିବୃତ୍ତି ରଖିଲେ ବାଚସ୍ପତି ସୁରମା ପାଢ଼ୀ

ଭୁବନେଶ୍ବର, ୨୬/୩: ବିଧାନସଭା ଅଧିବେଶନ ଜାରି ଥିବା ସମୟରେ ବିରୋଧୀ ଦଳର ବିଧାୟକମାନେ କରୁଥିବା ହଙ୍ଗାମା ନେଇ ବାଚସ୍ପତି ସୁରମା ପାଢ଼ୀ ବୁଧବାର ଦିନ ବିବୃତି ରଖିଛନ୍ତି। ସେ କହିଛନ୍ତି, ୭ ତାରିଖ ଗୃହ କାର୍ଯ୍ୟର…
Read More...