Browsing Category

ରାଜ୍ୟ

୫,୮୨୨ ଡାକ୍ତରଙ୍କୁ ନିଯୁକ୍ତି ଦେବେ ସରକାର: ପ୍ରକ୍ରିୟା ଆରମ୍ଭ କରିବାକୁ ଓପିଏସସିକୁ ଅନୁରୋଧ

ଭୁବନେଶ୍ୱର, ୧୮/୩: ରାଜ୍ୟର ଡାକ୍ତରଖାନାଗୁଡ଼ିକରେ ଡାକ୍ତରଙ୍କ ଘୋର ଅଭାବ ମଧ୍ୟରେ, ସରକାର ୫,୮୨୨ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)କୁ ଅନୁରୋଧ କରିଛନ୍ତି।…
Read More...

ସମ୍ ହସ୍ପିଟାଲରେ ଜଟିଳ ଫୁସ୍‌ଫୁସ୍ କର୍କଟ ରୋଗୀଙ୍କର ବିରଳ ଶଲ୍ୟ ଚିକିତ୍ସା

ଭୁବନେଶ୍ୱର, ୧୮/୩: ଫୁସ୍‌ଫୁସ୍‌ରେ କର୍କଟ ରୋଗ ଭଳି ଗଭୀର ସମସ୍ୟା ଥିବା ସତ୍ୱେ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଶଲ୍ୟ ଚିକିତ୍ସକମାନେ ଜଣେ ୪୫ ବର୍ଷ ବୟସ୍କ ମହିଳାଙ୍କର…
Read More...

ରାଜ୍ୟର ୨,୬୦୩ଟି ଗାଁରେ ମୋବାଇଲ ସଂଯୋଗ ନାହିଁ, ସମସ୍ତଙ୍କ ପାଇଁ ନେଟୱାର୍କ ସୁନିଶ୍ଚିତ କରିବ ଡିବିଏନ ପ୍ରକଳ୍ପ:…

ଭୁବନେଶ୍ୱର, ୧୭/୩: ଡିଜିଟାଲ୍ ପ୍ରଯୁକ୍ତିର ପ୍ରସାର ସତ୍ତ୍ୱେ, ଓଡ଼ିଶାର ୨,୬୦୩ ଗାଁରେ ମୋବାଇଲ୍ ସଂଯୋଗ ନାହିଁ ବୋଲି ସୋମବାର ରାଜ୍ୟ ବିଧାନସଭାରେ ସୂଚନା ଦିଆଯାଇଛି। ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଏକ ପ୍ରଶ୍ନର…
Read More...

ଜୀବନରେ ଶୃଙ୍ଖଳା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ: ଜଷ୍ଟିସ୍ ବି. ଆର୍ ଷଡ଼ଙ୍ଗୀ

ଭୁବନେଶ୍ୱର, ମାର୍ଚ୍ଚ ୧୭: ପ୍ରତ୍ୟେକ ଦିନ, ପ୍ରତ୍ୟେକ ମୁହୂର୍ତ ଏବଂ ପ୍ରତ୍ୟେକ କ୍ଷଣରୁ ଶିକ୍ଷା ଗ୍ରହଣ କରାଯାଇପାରିବ। ଶିକ୍ଷା ଗ୍ର୍ରହଣ ପ୍ରକ୍ରିୟା ସବୁବେଳେ ଜାରି ରଖିବା ଜରୁରୀ। ଏଥି ସହିତ ଜୀବନରେ ଶୃଙ୍ଖଳା…
Read More...

ଆରପାରିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୧୭/୩: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ। ୮୩ ବର୍ଷ ବୟସରେ ଦିଲ୍ଲୀ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମିଳିଥିବା…
Read More...

ରାସନ କାର୍ଡରେ ଖୁବ୍ ଶୀଘ୍ର ମିଳିବ ଗହମ: ମନ୍ତ୍ରୀ

ଭୁବନେଶ୍ବର, ୧୨/୩: ଆଗାମୀ ଦିନରେ ରାଜ୍ୟର ଲୋକଙ୍କୁ ରାସନ କାର୍ଡ ମାଧ୍ୟମରେ ପୂର୍ବ ଭଳି ଗହମ ଯୋଗାଇ ଦିଆଯିବ। ଏନେଇ ଏକ ପ୍ରଶ୍ନ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭାରେ…
Read More...

ଔଷଧ ସେବନ କଲେ ଉପଶମ ହେଉନି ରୋଗ: ବଜାରରେ ନକଲି ଔଷଧ ରାକେଟ

ଭୁବନେଶ୍ବର, ୧୦/୩: ଔଷଧ ସେବନ କଲେ ମଧ୍ୟ ରୋଗ ଉପଶମ ହେଉନି। ରୋଗୀଙ୍କ ବିଶ୍ୱାସରେ ବିଷ ଦିଆଯାଉଛି। ମାର୍କେଟରେ ନକଲି ଔଷଧ ବିକ୍ରି ଜାରି ରହିଛି। ବାହାର ରାଜ୍ୟରୁ ଓଡ଼ିଶାକୁ ନକଲି ଔଷଧ ଆସୁଛି ବୋଲି…
Read More...

ସରକାର ଗତ ୯ ମାସରେ ୨୧ହଜାର କୋଟିରୁ ଅଧିକ ଟଙ୍କା ଋଣ କରିଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବ‌ନେଶ୍ବର, ୧୦/୩: ଓଡ଼ିଶାରେ ନୂତନ ସରକାର ଦାୟିତ୍ୱ ନେବା ପରଠାରୁ ମୋଟ କେତେ ଟଙ୍କା ଋଣ କରିଛନ୍ତି ଏବଂ କେଉଁ କାରଣ ପାଇଁ ଋଣ କରିଛନ୍ତି; ଋଣ ହୋଇଥିବା ଅର୍ଥ କେତେ ପରିମାଣ ଖୋଲା ବଜାରରୁ କରାଯାଇଛି ବ‌ୋଲି ଭୋଗରାଇ…
Read More...

ପରଲୋକରେ ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସ

ଜଳେଶ୍ୱର, ୯/୩: ଆଜି ଭୋର ୪ ଟା ବେଳେ ଓଡ଼ିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ପରଲୋକ ହୋଇଯାଇଛି ବୋଲି ପୁତ୍ର ଅଭିଜିତ ଦାସ ସୂଚନା ଦେଇଛନ୍ତି।। ମୃତ୍ୟୁ ବେଳକୁ ତାଙ୍କୁ ୮୬…
Read More...

ବଢ଼ିବ ତାତି: ୬ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କଲେ ସ୍ୱତନ୍ତ୍ର ରିଲିଫ୍ କମିସନର

ଭୁବନେଶ୍ୱର, ୯/୩: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆଗାମୀ ୪-୫ ଦିନ ମଧ୍ୟରେ ସାରା ଓଡ଼ିଶାରେ ତାପମାତ୍ରା ଧୀରେ ଧୀରେ ୩-୫ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ଏହାକୁ…
Read More...