Browsing Category
ରାଜ୍ୟ
ମାଧ୍ୟମିକ ଶିକ୍ଷା ବୋର୍ଡରେ ଉପସଭାପତି ହେଲେ ଅମୂଲ୍ୟ ପ୍ରଧାନ
ଭୁବନେଶ୍ବର, ୧୪/୮: ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (ଓଟିଇଟି) ପ୍ରଶ୍ନପତ୍ର ଲିଙ୍କ ମାମଲାରେ ନିରାହ ରଂଜନ ମହାନ୍ତି ଗିରଫ ହେବା ସହ ନିଲମ୍ବିତ ହେଲା ପରେ ରାଜ୍ୟ ସରକାର ମାଧ୍ୟମିକ ଶିକ୍ଷା ବୋର୍ଡରେ ନିଯୁକ୍ତି ନେଇ…
Read More...
Read More...
ଏମ୍ସ ଭୁବନେଶ୍ୱରରେ ଆସ୍ଥେଟିକ୍ ସର୍ଜରୀ ୨୦୨୫ ସମ୍ମିଳନୀ
ଭୁବନେଶ୍ୱର, ୧୪/୮: ଏମ୍ସ ଭୁବନେଶ୍ୱରରେ ଆସ୍ଥେଟିକ୍ ସର୍ଜରୀ ୨୦୨୫ ସମ୍ମିଳନୀ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ପ୍ଲାଷ୍ଟିକ୍ ସର୍ଜରୀ ଏବଂ ସୌନ୍ଦର୍ଯ୍ୟବୃଦ୍ଧି ଅସ୍ତ୍ରୋପଚାର କ୍ଷେତ୍ରରେ ପ୍ରତିଷ୍ଠିତ ପ୍ରମୁଖ ଜାତୀୟ…
Read More...
Read More...
ପ୍ରଫେସର ଶାନ୍ତନୁ କୁମାର ସ୍ୱାଇଁ ସିକ୍କିମ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ
ଭୁବନେଶ୍ବର, ୮/୮: ଓଡ଼ିଆ ପୁଅ ତଥା ପ୍ରଖ୍ୟାତ ଶିକ୍ଷାବିଦ ପ୍ରଫେସର ଶାନ୍ତନୁ କୁମାର ସ୍ୱାଇଁଙ୍କୁ ସିକ୍କିମ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବରେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ରାଷ୍ଟ୍ରପତି ଦ୍ରୌପଦୀ…
Read More...
Read More...
ଏମ୍ସ ଭୁବନେଶ୍ବର ସମେତ ଏକାଧିକ ସ୍ଥାନରେ ସିବିଆଇର ଚଢ଼ଉ
ଭୁବନେଶ୍ବର, ୮/୮: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି ଏମ୍ସ ଭୁବନେଶ୍ବର ସମେତ ରାଜଧାନୀ ଭୁବନେଶ୍ବରର ଏକାଧିକ ସ୍ଥାନରେ ଚଢ଼ଉ କରିଛି। ନିଯୁକ୍ତି କ୍ଷେତ୍ରରେ ଦୁର୍ନୀତି ନେଇ ସିବିଆଇ ଏହି ଚଢ଼ଉ କରିଥିବା…
Read More...
Read More...
ସପ୍ତାହରେ ଥରେ ହ୍ୟାଣ୍ଡଲୁମ ପରିଧାନ କରନ୍ତୁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର, ୮/୮: ଜାତୀୟ ହସ୍ତତନ୍ତ ଦିବସ ୨୦୨୫ ଉପଲକ୍ଷେ ରାଜ୍ୟ ସରକାର ଓଡ଼ିଶାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ 'ଏକତା' ଭୁବନେଶ୍ବରର ଜନତା ମଇଦାନରେ ଆୟୋଜନ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ହରି ବାବୁ…
Read More...
Read More...
ହାଇକୋର୍ଟରେ ସରକାରଙ୍କ ସତ୍ୟପାଠ: ରାଜ୍ୟରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ
ଭୁବନେଶ୍ବର, ୮/୮: ପ୍ରଚଳିତ ଆଇନ ଅନୁସାରେ ଓଡ଼ିଶାରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ଅବଗତ କରିଛନ୍ତି। ଓଡ଼ିଶା ଗୋ ହତ୍ୟା ନିରୋଧ ଆଇନ, ୧୯୬୦ର ଧାରା ୩ ଅନୁସାରେ ରାଜ୍ୟରେ ଗୋ…
Read More...
Read More...
ଆଉ ୪ ସାଂଗଠନିକ ଜିଲ୍ଲା ସଭାପତିଙ୍କୁ ନିଯୁକ୍ତ କଲା ବିଜେଡି
ଭୁବନେଶ୍ୱର, ୪/୮: ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ସୋମବାର ଦଳର ଆଉ ଚାରି ଜଣ ସାଂଗଠନିକ ଜିଲ୍ଲା ସଭାପତିଙ୍କୁ ନିଯୁକ୍ତ କରିଛନ୍ତି। ଏହି ଜିଲ୍ଲାଗୁଡ଼ିକ ହେଲା ଗଂଜାମ, କେନ୍ଦ୍ରାପଡ଼ା, କଳାହାଣ୍ଡି ଓ…
Read More...
Read More...
ଲକ୍ଷପତି ଦିଦି ଏବେ କୋଟିପତି ଦିଦି ହେବେ: ଏସଏଚଜିରୁ ବିନା ସୁଧରେ ମିଳିବ ୧୦ ଲକ୍ଷ ଋଣ
ଭୁବନେଶ୍ବର, ୪/୮: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ହିତାଧିକାରୀଙ୍କ ସହିତ କଥା ହୋଇଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଲକ୍ଷପତି ଦିଦି ଙ୍କୁ ଏବେ ଏସଏଚଜିରୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ଋଣ…
Read More...
Read More...
ଆନ୍ଧ୍ରରେ ୬ ଓଡ଼ିଆ ଶ୍ରମିକ ମୃତ୍ୟୁ ଘଟଣା: ଅନୁକମ୍ପାମୂଳକ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର, ୩/୮: ଆନ୍ଧ୍ରପ୍ରଦେଶର ବାପଟାଲା ଜିଲ୍ଲା ବାଲିକୁରୁମା ପଥର କୁଆରୀରେ ବିସ୍ଧୋରଣ ଘଟି ୬ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସିଏମ୍ଓ…
Read More...
Read More...
ଭବିଷ୍ୟତରେ ପର୍ଯ୍ୟାପ୍ତ କାର୍ଯ୍ୟ ରହିବ, କିନ୍ତୁ ଚାକିରି ରହିବ ନାହିଁ : ଡକ୍ଟର ଆନନ୍ଦ ଦେଶପାଣ୍ଡେ
ଭୁବନେଶ୍ୱର, ୨/୮: ବର୍ତମାନ ସମୟରେ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ (ଏଆଇ)ର ଆବିର୍ଭାବ ଚାକିରି ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଛାତ୍ରଛାତ୍ରୀମାନେ କିନ୍ତୁ ନିଜେ ନିଯୁକ୍ତି ସୃଷ୍ଟି କରି ନିଜର ଭାଗ୍ୟ…
Read More...
Read More...