Browsing Category
ରାଜ୍ୟ
ବିଜୟପାଲ ସିଂ ତୋମର ଓଡ଼ିଶା ପ୍ରଭାରୀ, ସଂବିତ ଉତ୍ତର-ପୂର୍ବ ସଂଯୋଜକ, ଅପରାଜିତା କେରଳ ସହପ୍ରଭାରୀ
ନୂଆଦିଲ୍ଲୀ, ୫/୭: ସାଧାରଣ ନିର୍ବାଚନ ପରେ ବିଜେପି ପକ୍ଷରୁ ସଂଗଠନିକ ସ୍ତରରେ କେତେକ ପରିବର୍ତ୍ତନ କରାଯାଇଛି । ଦଳ ୨୪ଟି ରାଜ୍ୟର ପ୍ରଭାରୀ ଓ ସହ ପ୍ରଭାରୀ ନିଯୁକ୍ତ କରିଛି। ବିଜୟପାଲ ସିଂ ତୋମର ଓଡ଼ଶା ପ୍ରଭାରୀ…
Read More...
Read More...
ଜୁଲାଇ ୮ରେ ଖୋଲିବନି ରତ୍ନଭଣ୍ଡାର, ସୂଚନା ଦେଲେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ
ଭୁବନେଶ୍ବର, ୪/୭: ରତ୍ନଭଣ୍ଡାର ଖୋଲିବା ନେଇ ଜଗନ୍ନାଥପ୍ରେମୀ ଓ ଓଡ଼ିଶାବାସୀ ଅପେକ୍ଷାରତ ଅଛନ୍ତି। ମାତ୍ର ମହାପ୍ରଭୁଙ୍କ ଏହି ଦିବ୍ୟ ଭଣ୍ଡାର କେବେ ଖୋଲିବ ସେନେଇ ଦିନ ନିର୍ଦ୍ଧାରଣ ହୋଇପାରି ନାହିଁ। କିନ୍ତୁ ସରକାର…
Read More...
Read More...
ରଥଯାତ୍ରା ପ୍ରସ୍ତୁତି: ସମୀକ୍ଷା କଲେ ଡିଜିପ, ବଡ଼ଦାଣ୍ଡରେ ମକ୍ଡ୍ରିଲ୍
ପୁରୀ, ୪/୭: ମହାପ୍ରଭୁଙ୍କ ଘୋଷଯାତ୍ରା-୨୦୨୪ ପାଇଁ ଗୁରୁବାର ଅପରାହ୍ଣରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଅରୁଣ କୁମାର ଷଡ଼ଙ୍ଗୀ ପୁରୀରେ ସମୀକ୍ଷା ବୈଠକ କରିଛନ୍ତି। ପୌର ସଦନରେ ଆୟୋଜିତ ଉଚ୍ଚସ୍ତରୀୟ…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ସୋଆ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକ
ଭୁବନେଶ୍ଵର, ୩/୭: ବୁଧବାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ସୋଆ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକ।
ଏହି ଅବସରରେ ଏକ ବିକଶିତ…
Read More...
Read More...
ରଥଯାତ୍ରା ପାଇଁ ଜୁଲାଇ ୮ ତାରିଖ ଦିନ ବନ୍ଦ ରହିବ ବ୍ୟାଙ୍କ, ରାଜସ୍ବ ଓ ମାଜିଷ୍ଟ୍ରେଟ୍ଙ୍କ କୋର୍ଟ
ଭୁବନେଶ୍ବର, ୩/୭: ବିଶ୍ବ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଆସନ୍ତା ୮ ତାରିଖ (ସୋମବାର) ଦିନ ଓଡ଼ିଶା ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ରାଜସ୍ବ ଓ ମାଜିଷ୍ଟ୍ରେଟ୍ଙ୍କ କୋର୍ଟ…
Read More...
Read More...
ସର୍ବନିମ୍ନ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ ସରକାରୀ ଭତ୍ତା: ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ଭୁବନେଶ୍ବର, ୨/୭: ବିଭିନ୍ନ ବର୍ଗରେ ଲୋକଙ୍କୁ ମିଳୁଥିବା ସରକାରୀ ଭତ୍ତା ପରିମାଣ ବୃଦ୍ଧି ପାଇବ। ଏହି ଭତ୍ତା ଟଙ୍କାକୁ ସର୍ବନିମ୍ନ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ। ଏନେଇ ଘୋଷଣା କରିଛନ୍ତି ସାମାଜିକ ସୁରକ୍ଷା…
Read More...
Read More...
ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ପୁରୀ, ୭/୭: ରଥଯାତ୍ରା-୨୦୨୪ ପାଇଁ ୨ ଦିନ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇଦିନ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବାରୁ ଜୁଲାଇ ୮ ତାରିଖକୁ ଛୁଟି ଘୋଷଣା କରବାକୁ ମୁଖ୍ୟମନ୍ତ୍ରୀ…
Read More...
Read More...
ଦିଲ୍ଲୀଗସ୍ତ ସାରି ଭୁବନେଶ୍ବର ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପ-ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର, ୩୦/୬: ଦିଲ୍ଲୀ ଗସ୍ତ ସାରି ଭୁବନେଶ୍ବର ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ କନକବର୍ଦ୍ଧନ ସିଂହଦେଓ। ଆଜି ସେମାନେ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ…
Read More...
Read More...
ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କଲେ ମନୋଜ ଆହୁଜା
ଭୁବନେଶ୍ବର, ୩୦/୬: ବରିଷ୍ଠ ଆଇଏଏସ୍ ମନୋଜ ଆହୁଜା ଓଡ଼ିଶା ସରକାରଙ୍କ ନୂଆ ମୁଖ୍ୟ ଶାସନ ସଚିବ ଭାବେ ରବିବାର ଦାୟିତ୍ବ ଗ୍ରହଣ କରିଛନ୍ତି। ଲୋକସେବା ଭବନରେ ସେ ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଠାରୁ…
Read More...
Read More...
ଜୁଲାଇ ୧ରୁ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିବେ ଶୁଣାଣି
ଭୁବନେଶ୍ବର, ୨୯/୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିବାର ୧୮ ଦିନ ବିତିଲାଣି। ତେବେ ସେ କେଉଁଠି ରହିବେ ତାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ମିଳିଥିବା ସୂଚନା ମୁତାବକ, ଜୁଲାଇ ୧ ତାରିଖରୁ ଅଭିଯୋଗ…
Read More...
Read More...