Browsing Category

ରାଜ୍ୟ

ରାଜ୍ୟରେ ହାତୀ ସଂଖ୍ୟା ୨୦୯୮, ପାଞ୍ଚ ବର୍ଷରେ ୪୦୩ ଗଜରାଜଙ୍କ ମୃତ୍ୟୁ

ଭୁବନେଶ୍ବର, ୫/୬: ରାଜ୍ୟରେ ହାତୀମାନଙ୍କର ସଂଖ୍ୟା ବଢ଼ିଛି। ଏବେ ଜଗଂଗଲରେ ମୋଟ୍‌ ୨୦୯୮ ହାତୀ ଅଛନ୍ତି। ପିସିସିଏଫ୍‌ଙ୍କ ପକ୍ଷରୁ ବୁଧବାର ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ଗତ ପାଞ୍ଚବର୍ଷ ମଧ୍ୟରେ ରାଜ୍ୟରେ ୪୦୩…
Read More...

ବିଜେଡିର ଏସବୁ ଟାଣୁଆ ନେତାନେତ୍ରୀଙ୍କ ଉପରୁ ମୁହଁ ଫେରାଇନେଲେ ଭୋଟର

ଭୁବନେଶ୍ୱର, ୪/୬: ଜୋରଦାର ପ୍ରଚାର ସତ୍ତ୍ୱେ ଓଡ଼ିଶାରେ ଆଶାତୀତ ସଫଳତା ପାଇପାରିନାହିଁ ବିଜେଡି। ଲୋକଙ୍କ ମୁଡ଼ ବିଜେଡି ବିପକ୍ଷରେ ଯାଇଛି। ବିଜେପି ଉପରେ ଭରସା କରିଛନ୍ତି ଭୋଟର। ତେବେ ଆଜି ଆମେ ଆପଣଙ୍କୁ କହିବୁ…
Read More...

ବିନା ଅନୁମତିରେ ହୋଇପାରିବନି ବିଜୟ ଶୋଭାଯାତ୍ରା: ପୁଲିସ ଡିଜି

ଭୁବନେଶ୍ୱର, ୩/୬: ଆସନ୍ତାକାଲି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ତେବେ ଏହାକୁ ନେଇ ପୁଲିସ ଡିଜି କହିଛନ୍ତି ଯେ ଗଣତି ବେଳେ ସୁରକ୍ଷା ବ୍ୟବସ୍ଥା ଓ ଫଳାଫଳ ଘୋଷଣା ପରେ ବିଜୟ ଶୋଭାଯାତ୍ରା ପାଇଁ ପୁଲିସ ଅନୁମତି ବିନା ହେବ…
Read More...

ଓଡ଼ିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ

ଭୁବନେଶ୍ୱର, ୩/୬: ଓଡିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ। ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କିଛି ସମୟ ଆଗରୁ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ରାଜ୍ୟ କ୍ୟାବିନେଟ ବୈଠକ…
Read More...

ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି

ପୁରୀ, ୨/୬:  ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଭଉଁରି ନିତି ଚାଲୁଥିବା ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱତନ୍ତ୍ର ରିଲିଫ କମିସନର (ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ…
Read More...

ଚଳିତ ବର୍ଷ ଓଡ଼ିଶାରେ ରେକର୍ଡ ତାପମାତ୍ରା: ଜଳୁଛି ପଶ୍ଚିମ ଓଡ଼ିଶା, ଝାରସୁଗୁଡ଼ାରେ ପାରଦ ୪୭ ଡିଗ୍ରି

ଭୁବନେଶ୍ବର, ୩୦/୫: ରାଜ୍ୟରେ ଚଳିତ ବର୍ଷର ତାପମାତ୍ରା ରେକର୍ଡ କରିଛି। ଆଜି ପୂରା ପଶ୍ଚିମ ଓଡ଼ିଶା ପ୍ରବଳ ଖରାରେ ଜଳିଛି। ଝାରସୁଗୁଡ଼ାରେ ପାରଦ ୪୭ଡିଗ୍ରିକୁ ଉଠିଛି। ଏଥି ସହିତ ଝାରସୁଗୁଡ଼ାରେ ମେ’ ମାସର ସର୍ବକାଳୀନ…
Read More...

ରାଜ୍ୟର ଶେଷ ପର୍ଯ୍ୟାୟ ମତଦାନରେ ୪୬୦ ଜଣ ପ୍ରାର୍ଥୀ; ଭୋଟ୍‌ ଦେବେ ୯୯ଲକ୍ଷ ୬୧ହଜାର ମତଦାତା

ଭୁବନେଶ୍ବର, ୩୦/୫: ଦେଶରେ ସପ୍ତମ ଓ ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଭୋଟ୍ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ମୟୂରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା…
Read More...

୨୯ରେ ମଲ୍ଲିକାର୍ଜୁନ, ୩୦ରେ ରାହୁଲ ଗାନ୍ଧୀ ଓଡ଼ିଶା ଆସି ନିର୍ବାଚନ ପ୍ରଚାର କରିବେ: ପିସିସି ସଭାପତି

ଭୁବ‌ନେଶ୍ବର, ୨୮/୫:  ଅଖିଳ ଭାରତୀୟ ଜାତୀୟ କଂଗ୍ରେସ (ଏଆଇସିସି) ସଭାପତି ମଲ୍ଲକାର୍ଜୁନ ଖଡ୍‌ଗେ ଆସନ୍ତାକାଲି (୨୯ ତାରିଖ)ରେ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ନିର୍ବାଚନ ପ୍ରଚାର କରିବେ। କଂଗ୍ରେସ  ନେତା  ରାହୁଲ…
Read More...

ବିଜେଡି ଛାଡ଼ିଲେ ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

ସିମୁଳିଆ, ୨୨/୫: ବାଲେଶ୍ବର ଜିଲ୍ଲା ବିଜେଡିକୁ ଶକ୍ତ ଧକ୍କା। ପୁଣି ଦଳ ଛାଡ଼ିଲେ ଆଉଜଣେ ବିଧାୟକ। ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆଜି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା…
Read More...

ନିର୍ବାଚନ ପାଇଁ ଭୁବନେଶ୍ବରରେ ମୁତୟନ ହେବେ ୧୫ ପ୍ଲାଟୁନ ପୁଲିସ ଫୋର୍ସ

ଭୁବନେଶ୍ବର, ୨୨/୫: ରାଜଧାନୀ ଭୁବନେଶ୍ବରରେ ନିର୍ବାଚନକୁ ନେଇ ପୁଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଫ୍ରି ଫେୟାର ନିର୍ବାଚନ ନେଇ ପୁଲିସ ଅଧିକାରୀଙ୍କ ସହ ପୁଲିସ କମିଶନରଙ୍କ ଆଲୋଚନା ହୋଇଛି। ନିର୍ବାଚନ…
Read More...