Browsing Category

ଖେଳ

୬୬୦ କୋଟି ଟଙ୍କାର କ୍ରୀଡ଼ା ଭିତ୍ତିଭୂମି ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୩/୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୬୬୦ କୋଟି ଟଙ୍କା କ୍ରୀଡ଼ା ଭିତ୍ତିଭୂମି ଉଦଘାଟନ କରିଛନ୍ତି। ଏଥ‌ିରେ ବିଶ୍ଵର ସର୍ବ ବୃହତ ହକି ଷ୍ଟାଡିୟମ ନିକଟରେ ନିର୍ମିତ ବହୁମୁଖୀ ଇଣ୍ଡୋର…
Read More...

ଅଷ୍ଟ୍ରେଲିଆ ବିଶ୍ବ ଚାମ୍ପିଅନ; ୬ ଓ୍ବିକେଟରେ ହାରିଲା ଭାରତ, ଟ୍ରାଭିସ ହେଡଙ୍କ ଶତକ

ଅହମଦାବାଦ, ୧୯/୨୨ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା ଆଇସିସି ବିଶ୍ବକପ ଫାଇନାଲରେ ଭାରତକୁ ୬ ଓ୍ବିକେଟରେ ପରାସ୍ତ କରି ବିଶ୍ବ ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ । ବ୍ୟାଟିଂ, ବୋଲିଂ ଓ ଫିଲଡିଂ ସବୁ…
Read More...

ଆସନ୍ତା ଶିକ୍ଷାବର୍ଷଠାରୁ ବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ପାଇବ କ୍ରୀଡ଼ା ବିଷୟବସ୍ତୁ: କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ବର, ୩୧/୫:ଆସନ୍ତା ଶିକ୍ଷା ବର୍ଷ (୨୦୨୪-୨୫)ରୁ ବିଦ୍ୟାଳୟ ପାଠ୍ୟକ୍ରମରେ କ୍ରୀଡା ବିଷୟବସ୍ତୁ ସ୍ଥାନ ପାଇବ। ପରବର୍ତ୍ତୀ ସମୟରେ ଏହାକୁ ବାଧ୍ୟତାମୂଳକ କରାଯିବ। କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି…
Read More...

ସିନିୟର ନ୍ୟାସ୍‌ନାଲ୍ ଟେବୁଲ୍ ଟେନିସ୍ ଚାମ୍ପିଅନ୍‌ସିପ୍‌ରେ ସୋଆ ଆଇନ୍ ଛାତ୍ରୀଙ୍କ ପ୍ରତିନିଧିତ୍ୱ

ଭୁବନେଶ୍ୱର ୨୦/୦୩: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌)ର ଇନ୍‌ଟିଗ୍ରେଟେଡ୍ ଲ’ର ତୃତୀୟ ବର୍ଷ ଛାତ୍ରୀ ସୁଶ୍ରୀ ପାୟଲ୍ ପାଣୀ ଜମ୍ମୁଠାରେ ସୋମବାର ଆରମ୍ଭ…
Read More...

ସୋଆରେ ‘ସୋଆ ସ୍ପୋର୍ଟ୍ସ ମିଟ୍ -୨୦୨୩’ ଉଦ୍‌ଘାଟିତ

ଭୁବନେଶ୍ୱର,୧୮/୦୩: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ଆରମ୍ଭ ହୋଇଛି ‘ସୋଆ ସ୍ପୋର୍ଟ୍ସ ମିଟ୍ -୨୦୨୩’ । ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ୪ ଦିନିଆ କ୍ରୀଡା କାର୍ଯ୍ୟକ୍ରମରେ ସୋଆ ବ୍ୟତୀତ ଓଡିଶା ମୋଟ୍ ୭ ଟି…
Read More...

ପୁରୁଷ ହକି ବିଶ୍ବକପ୍‌: ବେଲଜିୟମ୍‌କୁ ପରାସ୍ତ କରି ହେଲା ଜର୍ମାନୀ ଚାମ୍ପିଅନ୍‌

ଭୁବନେଶ୍ବର, ୨୯।୧: ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ଜର୍ମାନୀ ଓ ବେଲଜି୍ୟମ ମଧ୍ୟ‌ରେ ଜୋରଦାର ଲଢ଼େଇ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ର ନିୟମିତ ସମୟରେ ଫଳାଫଳ ନବାହାରିବାରୁ…
Read More...

ହକି ବିଶ୍ୱକପ୍‌ ପାଇଁ ଗଡ଼ିବ ୨ ସ୍ୱତନ୍ତ୍ର ଟ୍ରେନ୍‌, ରାଉରକେଲାରୁ ପୁରୀ ଓ ଭୁବନେଶ୍ୱର ମଧ୍ୟରେ ଚାଲିବ

ଭୁବନେଶ୍ୱର ୧୨/୦୧: ହକି ବିଶ୍ୱକପ୍‌ ପାଇଁ ଚାଲିବ ୨ ସ୍ୱତନ୍ତ୍ର ଟ୍ରେନ୍‌ । ରାଉରକେଲାରୁ ଭୁବନେଶ୍ୱର ଓ ପୁରୀ ମଧ୍ୟରେ ୨ଟି ଟ୍ରେନ୍‌ ଚାଲିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ଏହା ବାଦ୍‌ ଦୈନିକ ୫ଟି…
Read More...

ମାଲକାନଗିରିର କୁନି ଧାବକ ରୁଦ୍ର, ବିନା ବିଶ୍ରାମରେ ଦୌଡ଼ିଲେ ୧୭ କିଲୋମିଟର

ମାଲକାନଗିରି, ୧୧।୧: ମାଲକାନଗିରିର ୬ ବର୍ଷର କୁନି ଧାବକ ରୁଦ୍ର। ବିନା ବିଶ୍ରାମରେ ୧୭ କିଲୋମିଟର ଦୌଡ଼ିଛି ୬ ବର୍ଷର ରୁଦ୍ର। ଆଜି ମାଲ୍ୟାବନ୍ତ ମହୋତ୍ସବ ପାଇଁ ମାରାଥନ ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ଆକର୍ଷଣ ଥିଲା…
Read More...