Browsing Category

ସ୍ୱାସ୍ଥ୍ୟ

ସମ୍‌ ଅଲ୍ଟିମେଟ୍‌ ମେଡିକେୟାର ଡାକ୍ତରଙ୍କ ସଫଳ ଟ୍ୟୁମର ଅସ୍ତ୍ରୋପଚାର: ବିରଳ ବ୍ୟାଧିରୁ ସୁସ୍ଥ ହେଲେ ବାଳିକା

ଭୁବନେଶ୍ୱର ୧/୬ : ଏକ ବିରଳ ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ଥିବା ଜଣେ ୯ ବର୍ଷ ବାଳିକାର ଚିକିତ୍ସା କରି ତାକୁ ସୁସ୍ଥ କରିବାରେ ସଫଳ ହୋଇପାରିଛନ୍ତି ସମ୍‌ ଅଲ୍ଟିମେଟ୍‌ ମେଡିକେୟାରର ଡାକ୍ତର। ବାଳିକାଟି…
Read More...

ପ୍ରଫେସର ସଂଘମିତ୍ରା ମିଶ୍ର ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ନୂତନ ଡିନ୍

ଭୁବନେଶ୍ୱର, ୩୧/୦୫ : ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲର ନୂତନ ଡିନ୍ ହେବେ ପ୍ରଫେସର (ଡା) ସଂଘମିତ୍ରା ମିଶ୍ର । ପ୍ରଫେସର ମିଶ୍ର ବୁଧବାର ଦାୟିତ୍ୱ ଗ୍ରହଣ କରିବେ । ସମ୍ ହସ୍ପିଟାଲର…
Read More...

ଆଇଡିଏସ୍‌ର ଡେଣ୍ଟାଲ ଫଟୋଗ୍ରାଫି କର୍ମଶାଳା ଉଦ୍‌ଯାପିତ

ଭୁବନେଶ୍ୱର, ୨୮।୫: ଡେଣ୍ଟାଲ ଫଟୋଗ୍ରାଫି ସମ୍ପର୍କରେ ଫ୍ୟାକଲ୍ଟି ମେମ୍ବର ଓ ପିଜି ଛାତ୍ରଛାତ୍ରୀଙ୍କ ଅଧିକ ଜ୍ଞାନ ଆହରଣ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ ସାଇନ୍‌ସେସ୍…
Read More...

୮୦ ପ୍ରତିଶତ ଶିଶୁ ରକ୍ତ କର୍କଟ ରୋଗରୁ ସୁସ୍ଥ ହେଉଛନ୍ତି

ଭୁବନେଶ୍ୱର, ୨୭।୫: ରକ୍ତ କର୍କଟ ଭଳି ଜଟିଳ ରୋଗରୁ ସୁସ୍ଥ ହେଉଛନ୍ତି ଶିଶୁ। ଭାରତରେ ପ୍ରାୟ ୮୦ ପ୍ରତିଶତ ଶିଶୁ ଏଭଳି ମାରାତ୍ମକ ରୋଗରୁ ଆରୋଗ୍ୟ ଲାଭ କରୁଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି ବିଶେଷଜ୍ଞ। ସୋଆ ପରିଚାଳିତ…
Read More...

ସୌରଶକ୍ତି ଦ୍ୱାରା ହିଁ ଜଳବାୟୁ ପରିବର୍ତନ ଜନିତ ସମସ୍ୟା ଦୂର ହୋଇ ପାରିବ: ସୋଲାରମ୍ୟାନ

ଭୁବନେଶ୍ୱର, ୨୭।୫ : ଜଳବାୟୁ ପରିବର୍ତନ ଯୋଗୁଁ ମାନବ ଜାତି ବର୍ତମାନ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି। ପରିବେଶ ଓ ମଣିଷର ସ୍ୱାସ୍ଥ୍ୟ ଉପରେ ଏହାର ଅନେକ ପ୍ରଭାବ ପଡୁଛି। ତେବେ ଜଳବାୟୁ ପରିବର୍ତନ ନିମନ୍ତେ ମଣିଷ ନିଜେ…
Read More...

ସମ୍ ବରିଷ୍ଠ ଅଧିକାରୀଙ୍କ ଉପସ୍ଥାପନା: ଆଇଆଇଏମ୍‌ଏମ୍‌ ଦ୍ୱାରା ମିଳିଲା ସ୍ୱୀକୃତି

ଭୁବନେଶ୍ୱର ୨୬।୫: ସମ୍‌ ଅଲ୍ଟିମେଟ ମେଡିକେୟାରର ମ୍ୟାଟେରିଆଲ୍‌ସ ମ୍ୟାନେଜମେଣ୍ଟ ବିଭାଗର ମୁଖ୍ୟ ଚଣ୍ଡୀଚରଣ ଭାରତୀଙ୍କ ଦ୍ୱାରା ‘ରୋଲ ଅଫ୍‌ ସପ୍ଲାଇ ଚେନ୍‌ ମ୍ୟାନେଜମେଂଟ ଫର୍‌ କ୍ୱାଲିଟି ପେସେଣ୍ଟ କେୟାର’ ଶୀର୍ଷକ…
Read More...

ଆଚାର୍ଯ୍ୟ ହରିହର କର୍କଟ ହସ୍‌ପିଟାଲରେ ଖୋଲିବ ଆଉ ୪ ବିଭାଗ

ଭୁବନେଶ୍ବର, ୨୬।୫: ରାଜ୍ୟର ପ୍ରମୁଖ କ୍ୟାନସର ହସ୍ପିଟାଲ କଟକସ୍ଥିତ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ କ୍ୟାନସର ଇନଷ୍ଟିଚ୍ୟୁଟ୍ (ଏଏଚପିଜିଆଇସି)ରେ ଆଉ ୪ଟି ନୂଆ ବିଭାଗ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।…
Read More...

ମୁଖ୍ୟ ଶାସନ ସଚିବ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ରିପୋର୍ଟ ‌ଦାଖଲ କରିବାକୁ ଏନ୍‌ଏଚ୍‌ଆର୍‌ସିଙ୍କ…

ଭୁବନେଶ୍ବର, ୨୫।୫: ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ୍ କଲେଜ ଓ ହସ୍‌ପିଟାଲର ହଷ୍ଟେଲ ଛାତରୁ ପଡ଼ି ଏମ୍‌ବିବିଏସ୍‌ ଛାତ୍ରଙ୍କ ମୃତ୍ୟୁ ଘଟଣା ନେଇ ଜାତୀୟ ମାନବାଧିକାର କମିସନ (ଏନ୍‌ଏଚ୍‌ଆର୍‌ସି) ରାଜ୍ୟ ମୁଖ୍ୟ ଶାସନ…
Read More...

ଏମ୍‌ସ ଭୁବନେଶ୍ୱର ଅଙ୍କୋଲୋଜି ବିଭାଗର ‌ଡେ’ କେୟାର ସେବା ଆରମ୍ଭ

ଭୁବନେଶ୍ବର, ୨୩।୫: ରାଜ୍ୟ ତଥା ରାଜ୍ୟ ବାହାରୁ କର୍କଟ ରୋଗୀଙ୍କ କେମୋଥେରାପି ଆବଶ୍ୟକତାକୁ ପୂରଣ କରିବା ଲକ୍ଷ୍ୟରେ ଏମ୍‌ସ ଭୁବନେଶ୍ୱର ଅଙ୍କୋଲୋଜି/ହେମାଟୋଲୋଜି ବିଭାଗର ମେଡିକାଲ ଅଙ୍କୋଲୋଜି ଡିଭିଜନ୍‌ ପକ୍ଷରୁ ଆଜି…
Read More...

ସମ୍‌ ହସ୍‌ପିଟାଲରେ ଜଟିଳ ଚିକିତ୍ସା

ଭୁବନେଶ୍ୱର, ୧୭।୫: ଓଡ଼ିଶାରେ ପ୍ରଥମ ଥର ପାଇଁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ରେ ଜଣେ ଲିମ୍ଫୋମା ରୋଗୀଙ୍କ ଶରୀରରେ ସଫଳତାର ସହ ଅଟୋଲଗସ୍‌ ଷ୍ଟେମ୍‌ ସେଲ୍‌ ପ୍ରତ୍ୟାରୋପଣ…
Read More...