Browsing Category

Uncategorized

ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ଭୋଳା ଗ୍ରାମରେ ସ୍ୱତନ୍ତ୍ର ଶିବିର

ଭୁବନେଶ୍ୱର, ୨୫/୦୩: ସ୍ବଚ୍ଛ ପରିମଳ ପରିବେଶର ଉପକାରିତା, ପ୍ଳାଷ୍ଟିକ୍ ବର୍ଜନ, ବୃକ୍ଷରୋପଣ ଏବଂ ଜଳ ସଂରକ୍ଷଣ ବିଷୟକୁ ନେଇ ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ର ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଶାଖା ପକ୍ଷରୁ…
Read More...

ଏନ୍‌ସେଫାଲୋସେଲେସ୍ ସମସ୍ୟାରେ ପୀଡ଼ିତ ଥିବା ୪ ବର୍ଷ ଶିଶୁର ବିରଳ ଅସ୍ତ୍ରୋପଚାର କରିବାରେ ସଫଳ ହେଲେ ସମ୍ ସର୍ଜନ୍‌

ଭୁବନେଶ୍ୱର ୧୬/୦୩ : ଏକ ଚାରି ବର୍ଷ ଶିଶୁର ବିରଳ ଅସ୍ତ୍ରୋପଚାର କରି ତାକୁ ସୁସ୍ଥ କରିବାରେ ସଫଳ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ  (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍…
Read More...

ମାର୍ଚ୍ଚ ୧୫ରୁ ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ, ଷ୍ଟିୟରିଙ୍ଗ ଛାଡ଼ିବେ ୫ ଲକ୍ଷ ଚାଳକ

ଭୁବନେଶ୍ବର, ୧୨।୩: ୧୦ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ଆସନ୍ତା ୧୫ ତାରିଖ ଠରୁ ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ କରିବାକୁ ଯାଉଛି। ଏହି ଆନ୍ଦୋଳନରେ ମହାସଂଘର ୫ ଲକ୍ଷ ଡ୍ରାଇଭର ‌ସାମିଲ ହେବେ। ଡ୍ରାଇଭରମାନେ ଦାବି…
Read More...

ରାଷ୍ଟ୍ରପତ୍ନୀ ମନ୍ତବ୍ୟକୁ ନେଇ କ୍ଷମା ପ୍ରାର୍ଥନା କଲେ ଅଧୀର

ନୂଆଦିଲ୍ଲୀ, ୨୯।୭: ଆପତ୍ତିଜନକ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ସେ କ୍ଷମା ପ୍ରାର୍ଥନା କରିଛନ୍ତି। ‘ରାଷ୍ଟ୍ରପତ୍ନୀ’ ମନ୍ତବ୍ୟ…
Read More...

ସମ୍ମମ୍‌କୁ ଶ୍ରେଷ୍ଠ ମଲ୍ଟିସ୍ପେସିଆଲଟି ହସ୍ପିଟାଲ୍‌ ସମ୍ମାନ

ଭୁବନେଶ୍ୱର ୫/୦୭: ୱାନ୍‌-ଷ୍ଟପ୍‌, ନେକ୍ସଟ ଜେନେରେସନ୍‌ ମଲ୍ଟିସ୍ପେଶିଆଲଟି କ୍ୱାର୍ଟରନାରି କେୟାର ହସ୍ପିଟାଲ୍‌ ସମ୍‌ ଅଲ୍ଟିମେଟ ମେଡିକେୟାରକୁ ଶ୍ରେଷ୍ଠ ମଲ୍ଟିସ୍ପେଶିଆଲଟି ହସ୍ପିଟାଲ୍‌ ଭାବେ ସମ୍ମାନିତ କରାଯାଇଛି।…
Read More...

ମୋଦିଙ୍କ ହେଲିକପ୍ଟର ଆଡ଼କୁ କଳାବେଲୁନ ଉଡ଼ାଇ ୪ ଗିରଫ

ହାଇଦ୍ରାବାଦ, ୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର ଆଡ଼କୁ ଛାଡ଼ିଲେ କଳାବେଲୁନ। ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲାରେ କଂଗ୍ରେସ କର୍ମୀ ଛାଡ଼ିଲେ କଳା ବେଲୁନ। ଏକ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ…
Read More...

ପ୍ରମୋଦିନୀ ରାଉଳଙ୍କ ଉପରେ ଏସିଡ୍ ମାଡ଼ ଘଟଣା

ଜଗତସିଂହପୁର, ୯/୫: ବହୁଚର୍ଚ୍ଚିତ ପ୍ରମୋଦିନୀ ରାଉଳଙ୍କ ଉପରକୁ ଏସିଡ୍ ମାଡ଼ ମାମଲାରେ ଦୀର୍ଘ ୧୩ ବର୍ଷ ପରେ ପ୍ରକାଶ ପାଇଲା କୋର୍ଟଙ୍କ ରାୟ। ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ଅନିଲ ଦଳସିଂହ ରାୟଙ୍କୁ ୧୪ ବର୍ଷ ସଶ୍ରମ…
Read More...

ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ଜାରି ରଖିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର, ୨୬।୪: ‘ରାଜ୍ୟରେ ଜାରି ରଖ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ। ଦିନ ବେଳା ବିଦ୍ୟୁତ୍ କାଟ୍ କର ନାହିଁ।’  ପ୍ରବଳ ତାତି ଓ ପିଲାଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ବିଜୁଳି ବିତରଣ କମ୍ପାନିଗୁଡ଼ିକୁ ଏପରି…
Read More...

କେନ୍ଦୁଝରଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ

ଭୁବନେଶ୍ବର, ୨୨।୪ : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି.କେ. ପାଣ୍ଡିଆନ ଓ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଅନୁ ଗର୍ଗ ଆଜି କେନ୍ଦୁଝର ଜିଲ୍ଲାଗସ୍ତରେ ଯାଇଛନ୍ତି। ଆଜି ସକାଳେ ଚମ୍ପୁଆ,…
Read More...

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ବର, ୨।୪: ଛତିଶଗଡ଼ ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅଞ୍ଚଳରେ ଘଟିଥିବା ଡବଲ୍‌ ମର୍ଡର ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ରାୟଗଡ଼ ସେସନ୍ସ କୋର୍ଟ ମାମଲାକୁ ବିଚାର କରି ବ୍ରଜରାଜ ନଗରର ପୂର୍ବତନ ବିଧାୟକ…
Read More...