ରାଜ୍ୟରେ ‌ଏବେ ହେବନି ୟୁଜି ପିଜି ପରୀକ୍ଷା

ଭୁବନେଶ୍ବର, ୭।୧୨: କରୋନା ମହାମାରୀ ସମୟରେ ୟୁଜି ପିଜି ପରୀକ୍ଷା ହେବ ନାହିଁ। ଏନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ସମସ୍ତ ବିଶ୍ବବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ, କରୋନା ସ୍ଥିତି ପାଇଁ ପିଲାଙ୍କୁ ଅନଲାଇନ୍ପାଠ ପଢ଼ାଯାଉଛି। ଅନଲାଇନ୍ପାଠପଢ଼ାକୁ ନେଇ ଏବେ ପରୀକ୍ଷା କରିବା ଉଚିନ୍ହେବ ନାହିଁ। କ୍ଲାସରୁମ ପାଠପଢ଼ା ସିଲାବସ ସରିବା ପରେ ପରୀକ୍ଷା କଥା ବିଚାର କରାଯିବ ବୋଲି ଉଚ୍ଚ ଶିକ୍ଷା ସଚିବ କହିଛନ୍ତି।

Comments are closed.