ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିଲା ମୋହର

ଭୁବନେଶ୍ବର, ୧୨/୮: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ। ଏଥିରେ ୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି।…
Read More...

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ଶ୍ରୀ ବଳଦେବଜୀଉଙ୍କ ପ୍ରଥମ ଭଜନ ଆଲ୍‌ବମ୍ ‘ଶିଳାବ୍ରହ୍ମ’ ଉନ୍ମୋଚିତ

ଭୁବନେଶ୍ୱର, ୧୧।୮: କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରାଧୀଶ ଶ୍ରୀ ବଳଦେବଜୀଉଙ୍କ ଉପରେ ଆଧାରିତ ଭାବପୂର୍ଣ୍ଣ ପ୍ରଥମ ଭଜନ ଆଲ୍‌ବମ୍ “ଶିଳାବ୍ରହ୍ମ” ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର)…
Read More...

ସଂପ୍ରସାରଣ ହେଲା ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ: ଶପଥ ଗ୍ରହଣ କଲେ ୧୮ ମନ୍ତ୍ରୀ

ମୁମ୍ବାଇ, ୯।୮: ଆଜି ପ୍ରଥମ ପର୍ଯ୍ୟାୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ମହାରାଷ୍ଟ୍ରରେ ୧୮ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଭଗତ ସିଂହ କୋଶ୍ୟାରି ୧୮ ଜଣ ବିଧାୟକଙ୍କୁ ମନ୍ତ୍ରୀ ଭାବେ ଶପଥ ଗ୍ରହଣ…
Read More...

ସ୍ବାଧୀନତା ଦିବସରେ ହେବନି ପରେଡ୍, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ

ଭୁବନେଶ୍ବର, ୯।୮: ସ୍ବାଧୀନତା ଦିବସରେ ହେବନି ପରେଡ୍। କୋଭିଡ ପାଇଁ ସ୍ବାଧୀନତା ଦିବସରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଏଥର ଅଗଷ୍ଟ ୧୫ରେ ରାଜ୍ୟରେ ପରେଡ୍ ହେବନି କି ଏଥିରେ ସ୍କୁଲ ଛାତ୍ରଛାତ୍ରୀମାନେ ଭାଗ…
Read More...

ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଏଫ୍‌ବିଆଇ ରେଡ୍‌

ୱାଶିଂଟନ୍‌, ୯।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଏଫ୍‌ବିଆଇ ରେଡ୍‌। ସୋମବାର ଫ୍ଲୋରିଡାର ପାମ୍‌ ବିଚ୍‌ ସ୍ଥିତି ଟ୍ରମ୍ପଙ୍କ ମାର୍‌-ଏ-ଲାଗୋ ଘରେ ଏଫ୍‌ବିଆଇ ଚଢ଼ାଉ କରି ସିଜ୍‌ କରିଛି। ଏନେଇ…
Read More...

ବିଲୁପ୍ତ ପ୍ରାୟ ଭାଷାକୁ କେବଳ ପାଠାଗାର ବିଜ୍ଞାନ ସଂରକ୍ଷଣ କରିପାରିବ: ପ୍ରଫେସର ମହାପାତ୍ର

ଭୁବନେଶ୍ୱର, ୯/୮: ବର୍ତମାନ ସାରା ବିଶ୍ୱରେ ଅନେକ ଭାଷା ଓ ଲିପି ଲୋପ ପାଇବାକୁ ବସିଛି । ୟୁନେସ୍କୋର ତଥ୍ୟ ଅନୁଯାୟୀ ପୃଥିବୀରେ ପ୍ରତ୍ୟେକ ବର୍ଷ ୫୦୦ରୁ ଊର୍ଦ୍ଧ୍ୱ ଭାଷା ବିଲୁପ୍ତ ହେବାରେ ଲାଗିଛି । ସେହିପରି ୧୯୨୮…
Read More...

ଓଡ଼ିଶାକୁ ‘ସ୍ବତନ୍ତ୍ର ଫୋକସ୍‌ ରାଜ୍ୟ’ ମାନ୍ୟତା ମିଳୁ

ନୂଆଦିଲ୍ଲୀ, ୭।୮: ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ଦେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିତି ଆୟୋଗ ବୈଠକରେ ଏହି ଦାବି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ। ଆଜି…
Read More...

ଆସନ୍ତାକାଲି କଟକ ଆସୁଛନ୍ତି ଅମିତ ଶାହା

କଟକ, ୭।୮: ଆସନ୍ତାକାଲି କଟକ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ସେ ଦୈନିକ ଖବରକାଗଜ ‘ପ୍ରଜାତନ୍ତ୍ର’ର ୭୫ତମ ପ୍ରତିଷ୍ଠା ଦିବସ ତଥା ‘ଆଜାଦି କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ…
Read More...

ହୀରାକୁଦ ଡ୍ୟାମରେ ବୁଡ଼ିଗଲେ ୨ ଏମ୍‌ସିଏଲ୍‌ କର୍ମଚାରୀ

ଭୁବନେଶ୍ବର, ୭।୮: ସମ୍ବଲପୁରର ହୀରାକୁଦ ଡ୍ୟାମରେ ବୁଡ଼ି ୨ ନିଖୋଜ। ଏହି ଦୁଇ ଜଣ ଏମ୍‌ସିଏଲ୍‌ର କର୍ମଚାରୀ ବୋଲି ସୂଚନା ମିଳିଛି। ଅନ୍ୟଜଣେ ଏମ୍‌ସିଏଲ୍‌ କର୍ମଚାରୀ ବୁଡ଼ି ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା…
Read More...

ସିବିଆଇ କାର୍ଯ୍ୟାଳୟରେ ମହିମା ମିଶ୍ରଙ୍କୁ ଜେରା, ୪ ଗିରଫ

ଭୁବନେଶ୍ବର, ୫।୮: ୨୫ ଲକ୍ଷ ଟଙ୍କା ଲାଞ୍ଚ ଦେବା ମାମଲାରେ  ଶିଳ୍ପପତି ମହିମା ମିଶ୍ର ଓ ପୁଅ ଚନ୍ଦନ ମିଶ୍ରଙ୍କୁ ଗତକାଲି ସିବିଆଇ ଘଣ୍ଟା ଘଣ୍ଟା କାଳ ଜେରା କରିଥିବା ବେଳେ ଆଜି ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି…
Read More...