ଏନ୍‌ଆଇଆର୍‌ଏଫ୍-୨୦୨୨ ରାଙ୍କିଂରେ: ଓଡ଼ିଶାରେ ପୁଣି ଏକ ନମ୍ଵର ସୋଆ

ଭୁବନେଶ୍ଵର, ୧୫/୦୭: ସୋଆ ପୁଣି ଓଡ଼ିଶାରେ ଏକ ନମ୍ବର। ଏନ୍‌ଆଇଆର୍‌ଏଫ୍‌-୨୦୨୨ ରାଙ୍କିଂରେ ଓଡ଼ିଶାରେ ଏକ ନମ୍ବର ସ୍ଥାନ ରହିଲା ସୋଆ। ଗତ ବର୍ଷ ଏନ୍‌ଆଇଆର୍‌ଏଫ୍ ରାଙ୍କିଂରେ ବିଶ୍ୱବିଦ୍ୟାଳୟ କ୍ୟାଟେଗୋରୀରେ ଜାତୀୟ…
Read More...

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିଜେପି-କଂଗ୍ରେସ ମୁହାମୁହିଁ

ଭୁବନେଶ୍ଵର, ୧୪/୭: ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିଧାନସଭାରେ ବିଜେପି-କଂଗ୍ରେସ ମୁହାମୁହିଁ। ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ନେତା ଅଜୟ କୁମାର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ…
Read More...

୧୫ରୁ ରାଜ୍ୟବ୍ୟାପୀ ଆରମ୍ଭ ହେବ ମାଗଣା ବୁଷ୍ଟର ଡୋଜ୍‌

ଭୁବନେଶ୍ବର, ୧୪।୭: ରାଜ୍ୟରେ କରୋନା ସଂକ୍ରମଣ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଆସନ୍ତା ୧୫ ତାରିଖରୁ ରାଜ୍ୟବ୍ୟାପୀ ୧୮-୫୯ବର୍ଷ ବୟସ୍କ ଲୋକଙ୍କୁ ମାଗଣା ବୁଷ୍ଟର ଡୋଜ୍ ପ୍ରଦାନ ନିମନ୍ତେ ରାଜ୍ୟ ସରକାର…
Read More...

ମାସ୍କ ପିନ୍ଧିବା ସହ ସଚେତନ ରହିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୧୩।୭: ରାଜ୍ୟରେ କ୍ରମାଗତ ଭାବେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାସ୍କ ପିନ୍ଧିବା ସହ ସଚେତନ ରହିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ…
Read More...

୬ ଲକ୍ଷ ପରିବାର ପାଇଛନ୍ତି କରୋନା ସହାୟତା

ଭୁବନେଶ୍ବର, ୧୩।୭: କରୋନା ସମୟରେ ଜୀବନଜୀବିକା ପ୍ରଭାବିତ ହେଇଥିବାରୁ ଗରିବ ରାସନ କାର୍ଡଧାରୀଙ୍କୁ ଓଡ଼ିଶା ସରକାର ଦୁଇଟି ପର୍ଯ୍ୟାୟରେ ହଜାରେ ଟଙ୍କା ଲେଖାଏଁ ସହାୟତା ଦେଇଥିଲେ। ଏହି ସହାୟତାକୁ ରାସନ କାର୍ଡଧାରୀମାନେ…
Read More...

ସିଏମ୍‌ସି କାର୍ଯ୍ୟାଳୟର ୮ ଜଣ କରୋନା ସଂକ୍ରମିତ

କଟକ, ୧୩/୭: କଟକ ମହାନଗର ନିଗମରେ ପଶିଲା କରୋନା। ସିଏମ୍‌ସି କାର୍ଯ୍ୟାଳୟରୁ ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ପରେ କୋଭିଡ ନିୟମ କଡ଼ାକଡ଼ି କରାଯାଇଛି। ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର…
Read More...

ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ୩୦ରେ ପାରିତ ହେବ ବ୍ୟୟମଞ୍ଜୁରି ବିଲ୍

ଭୁବନେଶ୍ବର, ୧୨।୭: ବୁଧବାର(ଆସନ୍ତାକାଲି)ଠାରୁ  ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ। ଆସନ୍ତାକାଲି ଗୃହରେ ୧୦ଟି ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପିତ ହେବ। ୧୪-୨୯ ତାରିଖ ବିଭିନ୍ନ ବିଭାଗର ଖର୍ଚ୍ଚ…
Read More...

ରାଜ୍ୟରେ ୫୦୦ ଟପିଲା ଦୈନିକ ସଂକ୍ରମଣ

ଭୁବନେଶ୍ଵର, ୯।୭: ରାଜ୍ୟରେ ଉପରମୁହାଁ ହେଲା କରୋନା ଗ୍ରାଫ୍। ହୁ ହୁ ହୋଇ ବଢ଼ିଲାଣି ସଂକ୍ରମିତଙ୍କ ସଂଖ୍ୟା। ୫୦୦ ଟପିଲା ଦୈନିକ ସଂକ୍ରମଣ। ୟେଲୋ ଜୋନ୍‌କୁ ଫେରିଲା ଖୋର୍ଦ୍ଧା ଜିଲ୍ଲା। ଏବେ ସଂକ୍ରମିତଙ୍କ ସଂଖ୍ୟା…
Read More...

ବାହୁଡ଼ିଲେ ତିନି ଠାକୁର

ପୁରୀ, ୯।୭: ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ିଲେ ତିନିଠାକୁର। ରଥଯାତ୍ରା ଭଳି ଆଜି ମଧ୍ୟ ଶ୍ରୀଜୀଉଙ୍କ ସଅଳ ନୀତିକାନ୍ତି ପାଇଁ ନିର୍ଦ୍ଧାରିତ ସମୟ ଆଗରୁ ପହଣ୍ଡି ଆରମ୍ଭ ହୋଇଥିଲା। ଏହାପରେ ଲକ୍ଷ ଲକ୍ଷ ଭକ୍ତଙ୍କ…
Read More...

୭୫୦ ଗ୍ରାମ୍‌ ଓଜନର ନବଜାତ ଶିଶୁକନ୍ୟାକୁ ନୂଆ ଜୀବନ ଦେଲେ ସମ୍ମମ୍‌ ଡାକ୍ତର

ଭୁବନେଶ୍ୱର, ୭/୭: ସମ୍‌ ଅଲ୍ଟିମେଟ ମେଡିକେୟାରର ଶିଶୁରୋଗ ବିଶେଷଜ୍ଞ ମାତ୍ର ୭୫୦ ଗ୍ରାମ୍‌ ଓଜନର ନବଜାତ ଶିଶୁକନ୍ୟାର ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି। ମାତ୍ର ୨୬ ସପ୍ତାହ ଗର୍ଭଧାରଣ ପରେ ଜଣେ ମହିଳାଙ୍କର ସିଜରିଆନ୍‌…
Read More...