ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ଜାରି ରଖିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର, ୨୬।୪: ‘ରାଜ୍ୟରେ ଜାରି ରଖ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ। ଦିନ ବେଳା ବିଦ୍ୟୁତ୍ କାଟ୍ କର ନାହିଁ।’  ପ୍ରବଳ ତାତି ଓ ପିଲାଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ବିଜୁଳି ବିତରଣ କମ୍ପାନିଗୁଡ଼ିକୁ ଏପରି…
Read More...

ପରଲୋକରେ ପଦ୍ମଶ୍ରୀ ବୀଣାପାଣି ମହାନ୍ତି

ଭୁବନେଶ୍ବର, ୨୬।୪: ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ସେ ପଦ୍ମଶ୍ରୀ ସହ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସାହିତ୍ୟ ଏକାଡେମୀ ଓ…
Read More...

ଆଜିଠୁ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର,୨୨/୦୪ : ୨୦୨୪ ନିର୍ବାଚନ ପ୍ରସ୍ତୁତି ପାଇଁ ଅଣ୍ଟା ଭିଡ଼ିଲାଣି ବିଜେଡି। ଶନିବାରଠାରୁ ବିଜେଡି ଆରମ୍ଭ କରୁଛି ତିନିଦିନିଆ ମାନସ ମନ୍ଥନ‌ ବୈଠକ। ପଞ୍ଚାୟତ ନିର୍ବାଚନର ବହୁ ପୂର୍ବରୁ ବିଜେଡିର କିଛି ବରିଷ୍ଠ…
Read More...

ଉତ୍ତପ୍ତ ପିଣ୍ଡ ପାଲଟିଲା ଭୁବନେଶ୍ବର

ଭୁବନେଶ୍ବର, ୨୩।୪: ଉତ୍ତପ୍ତ ପିଣ୍ଡ ପାଲଟିଛି ରାଜଧାନୀ ଭୁବନେଶ୍ବର। ଭୁବନେଶ୍ୱରରେ ଗତକାଲି ଦିନର ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରି ସେଲ୍‌ସିୟସ ରେକର୍ଡ କରାଯାଇଥିଲା। ଏହା ସହିତ ଗତକାଲି ସୁଦ୍ଧା ଏହା ଥିଲା…
Read More...

ପାକିସ୍ତାନରେ ପଢ଼ିଲେ ଭାରତରେ ମିଳିବନି ଚାକିରି

ଭୁବନେଶ୍ବର, ୨୩।୪: ପାକିସ୍ତାନରେ ପାଠ ପଢିଲେ ଭାରତରେ ଚାକିରି ମିଳିବନି। ପାକିସ୍ତାନ ପାଇଁ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ। ପାକିସ୍ତାନକୁ ଉଚ୍ଚଶିକ୍ଷା ପାଇଁ ନ ଯିବାକୁ ପରାମର୍ଶ ଦିଆଯାଇଛି। ପାକିସ୍ତାନରେ…
Read More...

ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ: ଥଣ୍ଡା, ଜ୍ବର ହେଲେ ତୁରନ୍ତ ଟେଷ୍ଟ କରିବାକୁ ପରାମର୍ଶ

ଭୁବନେଶ୍ଵର, ୨୨।୪ : ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଲେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ଦେଶରେ ସଂକ୍ରମଣ ବଢୁଛି। ତେଣୁ ରାଜ୍ୟରେ ବଢ଼ିବନି ବୋଲି କହିହେବ ନାହିଁ। ସତର୍କ…
Read More...

କେନ୍ଦୁଝରଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ

ଭୁବନେଶ୍ବର, ୨୨।୪ : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି.କେ. ପାଣ୍ଡିଆନ ଓ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଅନୁ ଗର୍ଗ ଆଜି କେନ୍ଦୁଝର ଜିଲ୍ଲାଗସ୍ତରେ ଯାଇଛନ୍ତି। ଆଜି ସକାଳେ ଚମ୍ପୁଆ,…
Read More...

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆଜି

ପୁରୀ, ୨୨।୪: ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ। ଦୁଇ ବର୍ଷ ପରେ ଭକ୍ତଙ୍କ ମେଳିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଚନ୍ଦନଯାତ୍ରାକୁ ବାହାରିବେ। ନରେନ୍ଦ୍ର ତୀର୍ଥ ପୁଷ୍କରିଣୀରେ ମହାପ୍ରଭୁ ଚାପ…
Read More...

୨୨ରେ ଆସିବେ ଚେଲ୍ଲାକୁମାର, ପିସିସି ସଭାପତି ବଦଳିବା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୧୮।୪: ଆସନ୍ତା ୨୨ ତାରିଖରେ ଓଡ଼ିଶା ପିସିସି ପ୍ରଭାରୀ ତଥା ସାଂସଦ ଏ ଚେଲ୍ଲାକୁମାର ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ସେ ଦଳର ବିଧାୟକ ଓ ବରିଷ୍ଠ ନେତାମାନଙ୍କ ସହ ବିଚାରବିମର୍ଶ କରିବେ। ପିସିସି ସଭାପତି…
Read More...

ବାହୁଡ଼ିଗଲେ କମଳଦେଶ ରାଜକୁମାର

ଭୁବନେଶ୍ବର, ୧୮।୪: ଆଉ ନାହାନ୍ତି କମଳଦେଶ ରାଜକୁମାର। ବର୍ଷୀୟାନ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର ଆଉ ନାହାନ୍ତି। ରବିବାର ରାତିରେ ସତ୍ୟନଗରସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।…
Read More...