ଜଗା ଦର୍ଶନ ହେଲା ଶେଷ ଦର୍ଶନ, ଶ୍ରୀମନ୍ଦିରରେ ଚାଲିଗଲା ଭକ୍ତପ୍ରାଣ

ଭୁବନେଶ୍ବର, ୧୭।୪: ଶ୍ରୀ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ ବେଳେ ଚାଲିଗଲା ଜଣେ ପର୍ଯ୍ୟଟକଙ୍କ ଜୀବନ। ତାଙ୍କ ନାଁ ୱାଇ. ଜି ମୂର୍ତ୍ତି। ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଛତିଶଗଡ଼ରୁ ଆସିଥିଲେ। ଆଜି ସକାଳ…
Read More...

ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲା: ଜେଲ୍ ଗଲା ଅଭିଯୁକ୍ତ ଶିବ

କଟକ, ୧୭।୪: ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲାର ଅଭିଯୁକ୍ତ ଶିବପ୍ରସାଦ ସାହୁକୁ ସାଲେପୁର ଉପକାରାଗରକୁ ପଠାଇଦିଆଯାଇଛି। ଅଭିଯୁକ୍ତ ଶିବକୁ ପୁଣି ରିମାଣ୍ଡରେ ନେବା ପାଇଁ ପୁଲିସ ଆବେଦନ ନ କରିବା ହେତୁ ସାଲେପୁର…
Read More...

ଭାରତମାଳା ପ୍ରକଳ୍ପରେ କୋରାପୁଟ-ନବରଙ୍ଗପୁର ୨୪୫ କିମି ରାସ୍ତା ହେବ ୪ ଲେନ୍

ଭୁବନେଶ୍ବର, ୧୭।୪: କେନ୍ଦ୍ର ସରକାରଙ୍କ ଭାରତମାଳା ପ୍ରକଳ୍ପ ଅନ୍ତର୍ଗତ କୋରାପୁଟ ଓ ନବରଙ୍ଗପୁର ମଧ୍ୟରେ ୨୪୫ କିମି ରାସ୍ତାକୁ ୪ ଲେନ୍ ବିଶିଷ୍ଟ କରାଯିବ ଓ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା…
Read More...

ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନକୁ ଟମାଟୋ ମାଡ଼

ଭୁବନେଶ୍ବର, ୧୬।୪: ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ ଉପରକୁ ଆଜି ଟମାଟୋ ମାଡ଼ କରାଯାଇଛି। ଛାତ୍ର କଂଗ୍ରେସ ପକ୍ଷରୁ ଏହି ଟମାଟୋ ମାଡ଼ କରାଯାଇଛି। ସେଲ୍ଫ ଫାଇନାନ୍ସ…
Read More...

ସୁଆଣ୍ଡୋ ଗସ୍ତରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍

ପୁରୀ, ୧୬।୪: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପୁରୀ ଜିଲ୍ଲା ସୁଆଣ୍ଡୋ ଗସ୍ତରେ ଯାଇଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ୍। ସୁଆଣ୍ଡୋରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି…
Read More...

ଏଥର ମାତ୍ର ୧୦ ଦିନ ଖରା ଛୁଟି, ଜୁନ୍‌ ୬ ରୁ ୧୬ ଖରାଛୁଟି ଘୋଷଣା

ଭୁବନେଶ୍ବର, ୧୬।୪: ଚଳିତ ବର୍ଷ ଖରାଛୁଟି ଅବଧିକୁ କମାଇ ଦେଇଛନ୍ତି ରାଜ୍ୟ ସରକାର। ପ୍ରତିବର୍ଷ ଦେଢ଼ ମାସରୁ ଊର୍ଧ୍ବ ଦିନ ଧରି ଖରାଛୁଟି ହେଉଥିବା ବେଳେ ଏଥର ମାତ୍ର ୧୦ ଦିନରେ ଏହାକୁ ସୀମିତ ରଖାଯାଇଛି। ଜୁନ୍ ୬ ତାରିଖରୁ…
Read More...

କେନ୍ଦ୍ରୀୟ ବିଦ୍ୟାଳୟରେ ଆଉ ଚଳିବନି ସାଂସଦଙ୍କ କୋଟା

ଭୁବନେଶ୍ବର, ୧୪।୪: କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକରେ ସାଂସଦଙ୍କ କୋଟାରେ ୧୦ଟି ସିଟରେ ନାମଲେଖା ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ସୁପାରିଶରେ ୪୫୦ଟି ସିଟରେ ନାମଲେଖା ବ୍ୟବସ୍ଥାକୁ…
Read More...

ଜଳୁଛି ସୋନପୁର, ୪୪.୨ ଡିଗ୍ରି ସହ ଦେଶର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର, ୧୪।୪: ଦେଶର ସବୁଠୁ ଉତ୍ତପ୍ତ ସହର ଭାବେ ସୋନପୁର ଆଜି ରେକର୍ଡ କରିଛି। ଆଜି ସୋନପୁରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରି ସେଲ୍‌ସିୟସ ରେକର୍ଡ କରାଯାଇଛି। ଆଉ ଏହା ସହିତ ସୋନପୁର କେବଳ ରାଜ୍ୟ…
Read More...

୨୦୨୪ ମାର୍ଚ୍ଚ ସୁଦ୍ଧା ମାଲକାନଗିରିରୁ ବିମାନ ସେବା ଆରମ୍ଭ ହେବ: ମୁଖ୍ୟ ସଚିବ

ଭୁବନେଶ୍ବର, ୧୪।୪: ୨୦୨୪ ମାର୍ଚ୍ଚ ସୁଦ୍ଧା ମାଲକାନଗିରିରୁ ବିମାନ ସେବା ଆରମ୍ଭ ହେବ ବୋଲି ମୁଖ୍ୟ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ୪ ଦିନିଆ କୋରାପୁଟ ଓ ମାଲକାନଗିରି ଗସ୍ତରେ ଯାଇଥିବା ମୁଖ୍ୟ ସଚିବ ଶ୍ରୀ…
Read More...

ପୂର୍ବତନ ଡିଜିପି ଅଭୟ ହେଲେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ ଅଧ୍ୟକ୍ଷ

ଭୁବନେଶ୍ବର, ୧୩।୪: ପୂର୍ବତନ ଡିଜିପି ଅଭୟଙ୍କୁ ନୂଆ ନିଯୁକ୍ତି ଦେଲେ ରାଜ୍ୟ ସରକାର। ତାଙ୍କୁ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ୫ ବର୍ଷ କିମ୍ବା ୬୨ ବର୍ଷ ବୟସ ହେଲା ପର୍ଯ୍ୟନ୍ତ…
Read More...