ଶ୍ରୀମନ୍ଦିର ରୋଷଘରେ ୮୦ରୁ ଅଧିକ ଚୁଲା ଭଙ୍ଗାରୁଜା

ପୁରୀ, ୩।୪: ଶ୍ରୀମନ୍ଦିର ରୋଷଘରେ ହୋଇଛି ବ୍ୟାପକ ଭଙ୍ଗାରୁଜା। ଗୋଟିଏ କି ଦୁଇଟି ନୁହେଁ ୮୦ରୁ ଅଧିକ ଚୁଲା ଭଙ୍ଗାରୁଜା ହୋଇଛି । ଶ୍ରୀମନ୍ଦିର ରୋଷ ଘରେ ଥିବା କୋଠଭୋଗ, ସାତପୁରି, ପିଠାଗଢ଼ା, ଥାଳିଆଡ଼ ଭଳି ଥିବା…
Read More...

ବୀର ବିକ୍ରମ ଯାଦବ ହେଲେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ

ଭୁବନେଶ୍ବର, ୩।୪: ଆଇଏଏସ୍ ସ୍ତରରେ ଏକ ଛୋଟଧରଣର ଅଦଳବଦଳ ହୋଇଛି। ସାଧାରଣ ପ୍ରଶାସନ ବିଭାଗରୁ ଜାରି ବିଜ୍ଞପ୍ତି ଅନୁସାରେ, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ହେଇଛନ୍ତି ବରିଷ୍ଠ ଆଇଏଏସ୍‌ ବୀର ବିକ୍ରମ ଯାଦବ। ବୀର ବିକ୍ରମ…
Read More...

୨ଟି ଜାତୀୟ ରାଜପଥର ସମ୍ପ୍ରସାରଣ ପାଇଁ କେନ୍ଦ୍ର ଦେଲା ୮୨୨.୬୨ କୋଟି

ଭୁବନେଶ୍ବର, ୨।୪: ଓଡ଼ିଶାର ୨ଟି ଜାତୀୟ ରାଜପଥର ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ୮୨୨.୬୨କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିଶ ଗଡ଼କରୀ ଟ୍ୱିଟ୍ କରି ସୂଚନା…
Read More...

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ବର, ୨।୪: ଛତିଶଗଡ଼ ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅଞ୍ଚଳରେ ଘଟିଥିବା ଡବଲ୍‌ ମର୍ଡର ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ରାୟଗଡ଼ ସେସନ୍ସ କୋର୍ଟ ମାମଲାକୁ ବିଚାର କରି ବ୍ରଜରାଜ ନଗରର ପୂର୍ବତନ ବିଧାୟକ…
Read More...

ରାଜ୍ୟରେ ଶସ୍ତା ହେବ ମଦ

ଭୁବନେଶ୍ବର, ୧।୪: ଆଜି ଏପ୍ରିଲ ପହିଲାରୁ ସମଗ୍ର ରାଜ୍ୟରେ ନୂଆ ମଦ ଦର ଲାଗୁ ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟରେ ‘ଠିପିବନ୍ଦ ମଦ ଦୋକାନ’ ଓ ‘ଦେଶୀ ମଦ ଦୋକାନ’ ଖୋଲିବ ନାହିଁ । ତେବେ ପରୀକ୍ଷାମୂଳକ ଆରମ୍ଭ…
Read More...

ଆଉ ୬ ମାସ ମାଗଣା ଚାଉଳ: ଅବଦ୍ଧି ବଢ଼ାଇବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୧।୪: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଉ ୬ ମାସ ପାଇଁ ହିତାଧିକାରୀଙ୍କୁ ଦିଆଯିବ ଅତିରିକ୍ତ ମାଗଣା ଚାଉଳ। ଏହାଫଳରେ ଏପ୍ରିଲରୁ ସେପ୍ଟେମ୍ବର ଯାଏ ହିତାଧିକାରୀଙ୍କୁ ମାଗଣା ଚାଉଳ ମିଳିବ। ଏଥିରେ…
Read More...

କେନ୍ଦ୍ର କର୍ମଚାରୀଙ୍କ ୩% ମହଙ୍ଗା ଭତ୍ତା ବୃଦ୍ଧି

ନୂଆଦିଲ୍ଲୀ, ୩୦।୩: ନୂତନ ଆର୍ଥିକ ବର୍ଷ ଆସିବା ପୂର୍ବରୁ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ କେନ୍ଦ୍ର ସରକାର ଏକ ବଡ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା…
Read More...

ଉପସ୍ଥାପିତ ହେଲା ଆସନ୍ତା ୪ ମାସ ପାଇଁ କାମଚଳା ବଜେଟ୍

ଭୁବନେଶ୍ବର, ୩୦।୩ : ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ କାମଚଳା ବଜେଟ୍ ଉପସ୍ଥାପନ କରିଛନ୍ତି । ନିଜର ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ…
Read More...

ଏପ୍ରିଲ୍ ୨ରୁ ସକାଳୁଆ ସ୍କୁଲ୍‌

ଭୁବନେଶ୍ବର, ୩୦।୩: ଏପ୍ରିଲ୍ ୨ ତାରିଖରୁ ରାଜ୍ୟରେ ହେବ ସକାଳୁଆ ସ୍କୁଲ୍‌। ଆଜି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ଘୋଷଣା କରିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି…
Read More...

ଏପ୍ରିଲ ପହିଲାରୁ ପୁରୀ ସହରର ୨ଟି ରୁଟରେ ଗଡ଼ିବ ମୋ ବସ୍

ଭୁବନେଶ୍ବର, ୨୯।୩: ପୁରୀ ସହର ମଧ୍ୟରେ ଚାଲିବ ‘ମୋ ବସ୍‌’। ଏପ୍ରିଲ୍‌ ୧ ତାରିଖରୁ ପୁରୀ ସହରରେ ‘ମୋ ବସ୍’ ଚଲାଇବା ପାଇଁ ଘୋଷଣା କରିଛନ୍ତି କ୍ୟାପିଟାଲ୍ ରିଜିଅନ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌) କର୍ତ୍ତୃପକ୍ଷ।…
Read More...