ଲୋକଙ୍କ ଉପରକୁ ଗାଡ଼ି ଚଢ଼ାଇଦେଲେ ଚିଲିକା ବିଧାୟକ, ୨୦ରୁ ଊର୍ଧ୍ବ ଆହତ

ଟାଙ୍ଗୀ, ୧୨।୩ : ବାଣପୁର ବ୍ଲକ ନିକଟରେ ଲୋକଙ୍କ ଉପରକୁ ଗାଡ଼ି ଚଢ଼ାଇ ଦେଲେ ବାହୁବଳୀ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବ୍ଲକ ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ଆଜି ବାଣପୁର ବ୍ଲକ କାର୍ଯ୍ୟାଳୟରେ ଶତାଧିକ ଲୋକ ରୁଣ୍ଡ…
Read More...

ଶ୍ରୀଲିଙ୍ଗରାଜଙ୍କ ଦୋଳଯାତ ପାଇଁ ପ୍ରସ୍ତୁତି ବୈଠକ, ନିର୍ଦ୍ଧାରିତ ହେଲା ଶୁଭ ମୁହୂର୍ତ୍ତ

ଭୁବନେଶ୍ୱର,୧୧।୩: ଆସନ୍ତା ୧୮ ତାରିଖରେ ପଡ଼ୁଛି ଦୋଳ ଉତ୍ସବ। ବିଧି ମୁତାବକ ଏହି ପର୍ବ ପାଳନ ଲାଗି ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ଗୁରୁବାର ମନ୍ଦିର ନିର୍ବାହୀ ଅଧିକାରୀ…
Read More...

ଗୋଆରେ ବିଜେପିଙ୍କ ସମର୍ଥନ ଜଣାଇଲା ଏମ୍‌ଜିପି

ନୂଆଦିଲ୍ଲୀ, ୧୧।୩: ଗୋଆରେ ମ୍ୟାଜିକ ନମ୍ବରଠାରୁ ଗୋଟିଏ ଆସନ କମ୍‌ ଜିତିଥିବା ବିଜେପି ବେଶ ସହଜରେ ସରକାର ଗଠନ କରିବ। କାରଣ ବିଜେପିକୁ ସମର୍ଥନ ଘୋଷଣା କରିଛି ଆଞ୍ଚଳିକ ଦଳ ଏମ୍‌ଜିପି। ଏହି ସମର୍ଥନ ପରେ ବିଜେପି ଓ…
Read More...

ଏପ୍ରିଲ ୨୯ରୁ ମେ’ ୬ ମାଟ୍ରିକ ପରୀକ୍ଷା

ଭୁବନେଶ୍ବର, ୧୧।୩: ମାଟ୍ରିକ୍‌ ପରୀକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ବଡ଼ ଘୋଷଣା କରାଯାଇଛି। ଆସନ୍ତା ଏପ୍ରିଲ ମାସରେ ହେବ ସମ୍ମେଟିଭ୍ ଆସେସ୍‌ମେଣ୍ଟ ପରୀକ୍ଷା-୨। ଏପ୍ରିଲ ୨୯ରୁ ମେ’ ୬ ଯାଏଁ ଏହି ପରୀକ୍ଷା…
Read More...

ପଞ୍ଜାବକୁ ଛାଡ଼ି ଉତ୍ତର ପ୍ରଦେଶ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ ଫୁଟିଲା ପଦ୍ମ

ନୂଆଦିଲ୍ଲୀ, ୧୦।୩: ଆସିଛି ୫ ରାଜ୍ୟର ଜନାଦେଶ।  ପଞ୍ଜାବକୁ ଛାଡ଼ି ଅବଶିଷ୍ଟ ୪ ରାଜ୍ୟ ହେଲା ଗେରୁଆମୟ। ସବୁ ଆଶା ଓ ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ଟାଣି ପୁଣିଥରେ ୪ ରାଜ୍ୟରେ ସରକାର ଗଠନ କରିବାକୁ ଜନମତ ପାଇଛି ବିଜେପି।…
Read More...

ରାଜଧାନୀର ୬୭ ୱାର୍ଡରେ ୭୦୫ଟି ବୁଥ

ଭୁବନେଶ୍ୱର,୧୦।୩: ଭୁବନେଶ୍ୱର ମହାନଗର ନିଗମ ‌ପକ୍ଷରୁ ପୌର ନିର୍ବାଚନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାଜଧାନୀର ୬୭ଟି ୱାର୍ଡରେ ମୋଟ ୭୦୫ଟି ବୁଥ କରାଯାଇଛି। ଏହି ସବୁ ବୁଥରେ ୭୦୫ ଜଣ ପ୍ରିଜାଇଡିଂ ଅଫିସର…
Read More...

ଭୁଶୁଡ଼ିଲା କଟକ ଛତ୍ରବଜାର ପୋଲ, ଦୁଇ ମୃତ ଜଣେ ଗୁରୁତର

କଟକ, ୯।୩: କଟକ ଛତ୍ରବଜାର ପରିବା ମାର୍କେଟ ନିକଟ ପୋଲ ଭୁଶୁପଡ଼ିଛି। ଛତ୍ରବଜାରରୁ ମାଲଗୋଦାମ ସଂଯୋଗ କରୁଥିବା ପୋଲଟି ଭୁଶୁଡ଼ି ପଡ଼ିଛି। ମାଟି ତଳେ ଚାପି ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅଛନ୍ତି।…
Read More...

ସିଏମ୍‌ସି ମେୟର ପ୍ରାର୍ଥୀଙ୍କ ସତ୍ୟପାଠ, ଗିରିବାଳା ସବୁଠୁ ଧନୀ

କଟକ,୯/୩ : କଟକ ପୌର ନିର୍ବାଚନରେ ମେୟର ପଦ ପାଇଁ ୩ ପ୍ରମୁଖ ଦଳର ଆଶାୟୀ ପ୍ରାର୍ଥୀ ହେଉଛନ୍ତି ଲକ୍ଷପତି। ସମସ୍ତଙ୍କ ପାଖରେ ଲକ୍ଷାଧିକ ଟଙ୍କାର ଉଭୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି। ସେମାନଙ୍କ ମଧ୍ୟରେ କଂଗ୍ରେସ…
Read More...

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ

ଭୁବନେଶ୍ବର, ୮/୩ : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ଆପୋଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଶ୍ରୀ…
Read More...

ମାର୍ଚ୍ଚ ୨୫ରୁ ବଜେଟ ଅଧିବେଶନ

ଭୁବନେଶ୍ବର, ୮/୩ : ମାର୍ଚ୍ଚ ୨୫ ରୁ ୩୧ ତାରିଖ ଯାଏ ଚାଲିବ ବିଧାନସଭାର ବଜେଟ ଅଧିବେଶନ। ମାର୍ଚ୍ଚ ୨୫ରେ ବିଧାନସଭାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଅଭିଭାଷଣ ରଖିବେ। ମାର୍ଚ୍ଚ ୩୦ ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷ…
Read More...