ବଢ଼ିଲା ଖାଇବା ତେଲ ଦର, ଲିଟର ପିଛା ବଢ଼ିଲା ୨୦ ଟଙ୍କା

ଭୁବନେଶ୍ବର, ୩।୩: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଛି ଯୁଦ୍ଧ। ଯୁଦ୍ଧର ସିଧାସଳଖ ପ୍ରଭାବ ଏବେ ଖାଇବା ତେଲ ଉପରେ ପଡ଼ିଛି। ୟୁକ୍ରେନରେ ୟୁଦ୍ଧ ପାଇଁ ରାଜ୍ୟରେ ଖାଇବା ତେଲ ଦର ବଢ଼ିଛି। ସନଫ୍ଲାୱାର ଓ ପାମୋଲିନ୍ ତେଲ ଦର…
Read More...

ଆଜି ପୁଣି ପୁଟିନଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ, ୨।୩: ୟୁକ୍ରେନର ସ୍ଥିତି ଦିନକୁ ଦିନ ଜଟିଳ ହେଉଥିବାରୁ ଆଜି ପୁଣିଥରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୟୁକ୍ରେନର ବିଭିନ୍ନ ପ୍ରାନ୍ତରେ ଫସି…
Read More...

ପୌର ନିର୍ବାଚନ ପାଇଁ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ

ଭୁବନେଶ୍ବର, ୨।୩: ପୌର ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳର କର୍ମକର୍ତ୍ତାମାନଙ୍କୁ ଭିଡିଓ କନଫରେନ୍ସିଂ…
Read More...

ପ୍ରଫେସର ଡି ପି ରାୟ ସୋଆର ନୂତନ ଚାନ୍‌ସିଲର୍‌

ଭୁବନେଶ୍ୱର, ୧।୨ : ବିଶିଷ୍ଟ କୃଷି ବିଜ୍ଞାନୀ ପ୍ରଫେସର ଦେବୀ ପ୍ରସାଦ ରାୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ଡିମ୍ଡ ବିଶ୍ୱବିଦ୍ୟାଳୟ ର ନୂତନ ଚାନ୍ସଲର ଭାବେ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି | ସୋଆର ପ୍ରତିଷ୍ଠାତା…
Read More...

ସରିଲା ଭୋଟ୍‌ ଗଣତି

ଭୁବନେଶ୍ବର, ୧।୩: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଜିଲ୍ଲା ପରିଷଦ ଜୋନ୍‌ର ସଂପୂର୍ଣ୍ଣ ଫଳାଫଳ ଏବେ ସାମ୍‌ନାକୁ ଆସିଛି। ୮୫୩ଟି ଜିଲ୍ଲା ପରିଷଦ ଜୋନ୍‌ରୁ ୭୬୬ଟିରେ ବିଜେଡି ବିଜୟୀ ହୋଇଛି। ବିଜେପିକୁ ୪୨ଟି ଆସନ…
Read More...

ରାତି ୧୦ଟା ୨୦ରେ ଉଠିଲା ମହାଦୀପ

ଭୁବନେଶ୍ବର, ୧।୩: ଭକ୍ତଙ୍କ ଶିବମନ୍ତ୍ର ଉଚ୍ଚାରଣ ଓ ଭକ୍ତମୟ ପରିବେଶରେ ଉଠିଲା ମହାଦୀପ। ରାତି ୧୦.୨୦ ମିନିଟ୍‌ରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିର ଉପରକୁ ଉଠିଛି ମହାଦୀପ। ମହାଦୀପ ଉଠିବା ସମୟରେ ହର ହର ମହାଦେବ…
Read More...

ପଞ୍ଚାୟତ ନିର୍ବାଚନ ଫଳାଫଳ : ଦ୍ବିତୀୟ ଦିନରେ ବି ୫୪୨ ଆସନରେ ବିଜେଡି ଆଗୁଆ

ଭୁବନେଶ୍ବର,୨୭।୨:  ପଞ୍ଚାୟତ  ନିର୍ବାଚନ ଭୋଟ ଗଣତି ୨ୟ ଦିନରେ ପହଞ୍ଚିଛି। ପ୍ରଥମ ଦିନ ଗଣତିରେ ବିଜେଡି ଆଗୁଆ ରହିଥିବା ବେଳେ ୨ୟ ଦିନର ଗଣତିରେ  ମଧ୍ୟ ସେହି ବିଜୟ ଧାରା ଦେଖିବାକୁ ମିଳିଛି। ପ୍ରଥମ ଦିନ ଗଣତିରେ ୩୧୫…
Read More...

ଆଲୋଚନା ପାଇଁ ରାଜି ହେଲା ୟୁକ୍ରେନ, ବେଲାରୁଷରେ ଶାନ୍ତି ଆଲୋଚନା

ନୂଆଦିଲ୍ଲୀ, ୨୭।୨: ଭୟାବହ ଯୁଦ୍ଧ ମଧ୍ୟରେ ୟୁକ୍ରେନ-ରୁଷ ମଧ୍ୟରେ ଆଲୋଚନାର ଆଶା ସଞ୍ଚାର ହୋଇଛି। ବେଲାରୁଷରେ ଶାନ୍ତି ଆଲୋଚନା ପାଇଁ ରାଜି ହୋଇଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି। ବେଲାରୁଷ ସୀମାରେ…
Read More...

୨୮ରୁ ବନ୍ଦ ହେବ ରାଜଧାନୀର ସମସ୍ତ କୋଭିଡ୍‌ କେୟାର ସେଣ୍ଟର

ଭୁବନେଶ୍ବର, ୨୫।୨: ଭୁବନେଶ୍ୱରରେ ୨୮ ତାରିଖରୁ ବନ୍ଦ ହେବ ସମସ୍ତ କୋଭିଡ୍‌ କେୟାର ସେଣ୍ଟର। କୋଭିଡ୍‌ ସ୍ଥିତିରେ ସୁଧୁରୁଥିବାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏପରି ପଦକ୍ଷେପ ନେଇଛି। ହାଇଟେକ ଓ କିମ୍‌ସ…
Read More...

ମାର୍ଚ୍ଚ ୨୪ରେ ପୌର ନିର୍ବାଚନ, ଲାଗୁ ହେଲା ଆଚରଣ ବିଧି

ଭୁବନେଶ୍ବର, ୨୫।୨: ପଂଚାୟତ ନିର୍ବାଚନ ଭୋଟ ଗଣତି ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଥିବାବେଳେ ରାଜ୍ୟ ନିର୍ବାଚନ କମିଶନର ଆଜି ପୌର ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଆସନ୍ତା ମାର୍ଚ୍ଚ ୨୪ତାରିଖରେ…
Read More...