ବିଏମ୍‌ସିର ୬୭ ନମ୍ବର ୱାର୍ଡରେ ୭ଲକ୍ଷ ୨୫ହଜାର ୭୬୫ଜଣ ଭୋଟର

ଭୁବନେଶ୍ବର, ୨୪।୨: ପୌର ନିର୍ବାଚନ ପାଇଁ କେବଳ ଭଦ୍ରକର ୪ ନମ୍ବର ୱାର୍ଡକୁ ଛାଡ଼ି ବାକି ୧୦୬ଟି ପୌର ପରିଷଦ ଓ ଏନ୍‌ଏସି ଏବଂ ୩ଟି ମହାନଗର ନିଗମରେ କାଉନ୍‌ସିଲର୍‌/କର୍ପୋରେଟର୍‌, ଅଧ୍ୟକ୍ଷ/ମେୟର ପଦବୀ ନିମନ୍ତେ ୱାର୍ଡ…
Read More...

ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୭୩% ମତଦାନ

ଭୁବନେଶ୍ବର, ୨୨।୨: ଆଜି ଚତୁର୍ଥ ପର୍ଯ୍ୟାୟ ପଂଚାୟତ ନିର୍ବାଚନରେ ମତଦାନ ହାରାହାରି ୭୩ ପ୍ରତିଶତ ରହିଛି। ଅନ୍ୟ ୩ଟି ପର୍ଯ୍ୟାୟ ମତଦାନ ଭଳି ଆଜି ରାଜ୍ୟରେ ବିଶେଷ ବଡ଼ଧରଣର ହିଂସାକାଣ୍ଡ କିମ୍ବା ଗଣ୍ଡଗୋଳର ସୂଚନା ନଥିଲେ…
Read More...

ଆଇଏଏସ୍ ପଦବୀକୁ ପଦୋନ୍ନତି ପାଇଲେ ୩ ଓଏଫଏସ୍ ଅଫିସର

ଭୁବନେଶ୍ବର, ୨୨।୨: ଓଡ଼ିଶା ଅର୍ଥ ସେବା (ଓଏଫଏସ)ର ୩ଜଣ ବରିଷ୍ଠ ଅଧିକାରୀ ଆଜି ଆଇଏଏସ୍ ପଦବୀକୁ ଉନ୍ନୀତ ହୋଇଛନ୍ତି। ଆଜି ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବା ସହ ସମ୍ପୃକ୍ତ…
Read More...

୧୨ରୁ ୧୮ ବର୍ଷ ପିଲାଙ୍କୁ କୋର୍ବେଭାକ୍ସ ଟିକା, ମିଳିଲା ଅନୁମତି

ନୂଆଦିଲ୍ଲୀ, ୨୧।୨: ଦେଶରେ କରୋନା ଭୂତାଣୁର ବିପଦ ହୁଏତ ସାମାନ୍ୟ ଟଳିଯାଇଛି, କିନ୍ତୁ ଏହା ବିରୋଧରେ ଟିକାକରଣ ଅଭିଯାନ ଲଗାତର ଜାରି ରହିଛି। ଏବେ କରୋନାର ଭ୍ୟାକସିନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ୧୫ରୁ ୧୮ ବର୍ଷର…
Read More...

ନିର୍ମାଣ ଚାଲିଛି ଇନଡୋର୍ ଆଥଲେଟିକ୍ସ ଷ୍ଟାଡିୟମ୍

ଭୁବନେଶ୍ବର, ୨୧।୨: କଳିଙ୍ଗ ଷ୍ଟାଡିୟମ କମ୍ପ୍ଲେକ୍ସରେ ହେବ ଦେଶର ପ୍ରଥମ ଇନଡୋର ଆଥଲେଟିକ୍ସ ଷ୍ଟାଡିୟମ। ଏହାର ନିର୍ମାଣ କାମ ମଧ୍ୟ ଜୋରସୋରରେ ଜାରି ରହିଛି। ଏହାଛଡ଼ା କଳିଙ୍ଗ ଷ୍ଟାଡିୟମ କମ୍ପ୍ଲେକ୍ସରେ ବିଭିନ୍ନ କ୍ରୀଡ଼ା…
Read More...

ସରିଲା ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ବର, ୨୦।୧:  ହିଂସା, ଉତ୍ତେଜନା, ଭୋଟ୍ ବର୍ଜନ ଓ ବିଶୃଙ୍ଖଳା ଭିତରେ ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ତୃତୀୟ ପର୍ଯ୍ୟାୟରେ ୭୧ ପ୍ରତିଶତ ମତଦାନ ହୋଇଛି। ଆଜି ୨୯ଟି ଜିଲ୍ଲାର ୬୩ଟି ବ୍ଲକରେ…
Read More...

ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ଫେରିଗଲେ ରାଷ୍ଟ୍ରପତି

ଭୁବନେଶ୍ବର, ୨୦।୨: ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ଆଜି ପ୍ରତ୍ୟାବର୍ତ୍ତନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର…
Read More...

୨୩ ତାରିଖରେ ୪୬ଟି ସ୍ଥାନରେ ସାନି ମତଦାନ

ଭୁବନେଶ୍ବର, ୧୯।୨: ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ଯେଉଁ ୪୬ଟି ସ୍ଥାନରେ ବିଭିନ୍ନ ପ୍ରକାରର ଗଣ୍ଡଗୋଳ ଯୋଗୁଁ ନିର୍ବାଚନକୁ ବାତିଲ କରାଯାଇଥିବା ସେ ସବୁ ଭୋଟ୍‌ ଗ୍ରହଣ କେନ୍ଦ୍ରଗୁଡ଼ିକରେ ଆସନ୍ତା…
Read More...

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ

ଭୁବନେଶ୍ବର, ୧୯।୨: ବ୍ୟାପକ ହିଂସା ଓ ଗଣ୍ଡଗୋଳ ମଧ୍ୟରେ ୨ଟି ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଆସନ୍ତାକାଲି ୨୯ଟି ଜିଲ୍ଲାର ୬୩ଟି ବ୍ଲକରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ୧୭୧ଟି ଜିଲ୍ଲା ପରିଷଦ…
Read More...

ସହରାଞ୍ଚଳରୁ ହଟିଲା ନାଇଟ କର୍ଫ୍ୟୁ

ଭୁବନେଶ୍ବର, ୧୮।୨: ଦିନକୁ ଦିନ କରୋନାର କୋପ କମୁଥିବାରୁ କୋହଳ ହେଲା କଟକଣା। ଆଜିଠୁ ରାଜ୍ୟର ସମସ୍ତ ସହରାଞ୍ଚଳରୁ ହଟିଲା ନାଇଟ କର୍ଫ୍ୟୁ। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ ନାଇଟ୍ କର୍ଫ୍ୟୁ ହଟାଇ…
Read More...